ଇଷ୍ଟର ଅନୁହୟା ଦୁଷ୍କର୍ମ ଓ ହତ୍ୟା ଘଟଣା: ଚନ୍ଦ୍ରଭାନୁକୁ ଫାଶୀ ଦଣ୍ଡାଦେଶ

ମୁମ୍ୱାଇ: ସଫଟୱେର ଇଞ୍ଜିନିୟର ଇଷ୍ଟର ଅନୁହୟାଙ୍କ ହତ୍ୟାକାରୀକୁ ମୁମ୍ୱାଇର ସେସନ୍ କୋର୍ଟ ଶୁକ୍ରବାର ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ଫାଶୀ ଦଣ୍ଡାଦେଶ ପାଇଥିବା ଅଭିଯୁକ୍ତ ଜଣଙ୍କ ହେଲେ ଚନ୍ଦ୍ରଭାନୁ। ୨୭ ଅକ୍ଟୋବରରେ କୋର୍ଟ ଅପହରଣ, ଦୁଷ୍କର୍ମ, ପ୍ରମାଣ ନଷ୍ଟ, ଚୋରି, ହତ୍ୟା ଅଭିଯୋଗରେ ଏହି ଦଣ୍ଡାବିଧାନ ହୋଇଛି । ୨୩ ବର୍ଷୀୟା ଇଷ୍ଟର ୨୦୧୪ ଜାନୁୟାରୀରେ ନିଜ ଘର ହାଇଦ୍ରାବାଦରୁ ମୁମ୍ବାଇ ଆସିବା ପରେ ନିଖୋଜ ହୋଇଯାଇଥିଲେ । ୧୧ଦିନ ପରେ ତାଙ୍କ ଶବ କଞ୍ଜୁମାର୍ଗରୁ ଉଦ୍ଧାର କରାଯାଇଥିଲା […]

esther

esther

Rakesh Mallick
  • Published: Friday, 30 October 2015
  • Updated: 30 October 2015, 10:03 AM IST

Sports

Latest News

ମୁମ୍ୱାଇ: ସଫଟୱେର ଇଞ୍ଜିନିୟର ଇଷ୍ଟର ଅନୁହୟାଙ୍କ ହତ୍ୟାକାରୀକୁ ମୁମ୍ୱାଇର ସେସନ୍ କୋର୍ଟ ଶୁକ୍ରବାର ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ଫାଶୀ ଦଣ୍ଡାଦେଶ ପାଇଥିବା ଅଭିଯୁକ୍ତ ଜଣଙ୍କ ହେଲେ ଚନ୍ଦ୍ରଭାନୁ। ୨୭ ଅକ୍ଟୋବରରେ କୋର୍ଟ ଅପହରଣ, ଦୁଷ୍କର୍ମ, ପ୍ରମାଣ ନଷ୍ଟ, ଚୋରି, ହତ୍ୟା ଅଭିଯୋଗରେ ଏହି ଦଣ୍ଡାବିଧାନ ହୋଇଛି ।

୨୩ ବର୍ଷୀୟା ଇଷ୍ଟର ୨୦୧୪ ଜାନୁୟାରୀରେ ନିଜ ଘର ହାଇଦ୍ରାବାଦରୁ ମୁମ୍ବାଇ ଆସିବା ପରେ ନିଖୋଜ ହୋଇଯାଇଥିଲେ । ୧୧ଦିନ ପରେ ତାଙ୍କ ଶବ କଞ୍ଜୁମାର୍ଗରୁ ଉଦ୍ଧାର କରାଯାଇଥିଲା । ଶେଷ ଥର ଲାଗି ତାଙ୍କୁ ଲୋକମାନ୍ୟ ତିଲକ ଷ୍ଟେସନରେ ଦେଖିବାକୁ ମିଳିଥିଲା । ଅଭିଯୁକ୍ତ ଇଷ୍ଟରଙ୍କୁ ତାଙ୍କ ବାଇକରେ  ହଷ୍ଟେଲରେ ଛାଡିଦେବାକୁ କହି ବିକ୍ରୋଲି ନେଇଯାଇଥିଲେ। ରାସ୍ତାରେ ହାଇୱେ ନିକଟରେ ଥିବା ଏକ ଝାଡିଆରେଦୁଷ୍କର୍ମ କରିଥିଲା । ପରେ ଇଷ୍ଟରଙ୍କୁ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବାକୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇ ଫେରାର ହୋଇଯାଇଥିଲା। ହତ୍ୟାର କିଛି ସମୟ ପୂର୍ବରୁ କୁର୍ଲା ଷ୍ଟେସନର ସିସିଟିଭି କ୍ୟାମେରାରେ ଚନ୍ଦ୍ରଭାନୁ ଓ ଇଷ୍ଟର ଏକାଠି ବୁଲୁଥିବା ଦେଖିବାକୁ ମିଳିଥିଲା । ଏହାକୁ ଆଧାର କରି ପୋଲିସ ଚନ୍ଦ୍ରଭାନୁକୁ ଗିରଫ କରିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story