ଟ୍ରେନ୍‌ ଲାଇନ୍‌ଚ୍ୟୁତ୍‌, ଧାରଣାରୁ ଖସିଲା ଛଅ ବଗି

ନୂଆଦିଲ୍ଲୀ: ନୂଆଦିଲ୍ଲୀ-ମଣ୍ଡୁଡିହ ଏକ୍ସପ୍ରେସ ଗୁରୁବାର ବିଳମ୍ବିତ ରାତିରେ ନୂଆଦିଲ୍ଲୀ ଷ୍ଟେସନ୍‌ରେ ଲାଇନ୍‌ଚ୍ୟୁତ ହୋଇଛି। ଏଥିରେ କେହି ଆହତ ହୋଇନାହାନ୍ତି। ଟ୍ରେନ୍‌ଟି ଧୀରେ ଧୀରେ ଯାଉଥିବା ଯୋଗୁଁ ଏକ ବଡ଼ ଦୁର୍ଘଟଣା ଟଳି ଗଲା। ଟ୍ରେନ୍‌ଟିର ୬ଟି ବଗି ଧାରଣାରୁ ଖସି ଯାଇଥିଲା। ଏଥିରେ ଥିଲା ଗୋଟିଏ ଏସି କୋଚ୍‌, ତିନୋଟି ସ୍ଲିପର, ଗୋଟିଏ ଜେନେରାଲ ଓ ଗୋଟିଏ ଇନ୍‌ସ୍ପେକ୍‌ସନ୍ କୋଚ୍। ନୂଆଦିଲ୍ଲୀ ଷ୍ଟେସନର ୧୨ ନମ୍ବର ପ୍ଲାଟଫର୍ମରେ ଟ୍ରେନ୍‌ଟି ଲାଇନ୍‌ଚ୍ୟୁତ ହୋଇଥିଲା। ଏଥିଯୋଗୁଁ ଟ୍ରାଫିକ୍ ସମସ୍ୟା ସୃଷ୍ଟି […]

train1

train1

Rakesh Mallick
  • Published: Friday, 29 December 2017
  • Updated: 29 December 2017, 08:55 AM IST

Sports

Latest News

ନୂଆଦିଲ୍ଲୀ: ନୂଆଦିଲ୍ଲୀ-ମଣ୍ଡୁଡିହ ଏକ୍ସପ୍ରେସ ଗୁରୁବାର ବିଳମ୍ବିତ ରାତିରେ ନୂଆଦିଲ୍ଲୀ ଷ୍ଟେସନ୍‌ରେ ଲାଇନ୍‌ଚ୍ୟୁତ ହୋଇଛି। ଏଥିରେ କେହି ଆହତ ହୋଇନାହାନ୍ତି। ଟ୍ରେନ୍‌ଟି ଧୀରେ ଧୀରେ ଯାଉଥିବା ଯୋଗୁଁ ଏକ ବଡ଼ ଦୁର୍ଘଟଣା ଟଳି ଗଲା।

ଟ୍ରେନ୍‌ଟିର ୬ଟି ବଗି ଧାରଣାରୁ ଖସି ଯାଇଥିଲା। ଏଥିରେ ଥିଲା ଗୋଟିଏ ଏସି କୋଚ୍‌, ତିନୋଟି ସ୍ଲିପର, ଗୋଟିଏ ଜେନେରାଲ ଓ ଗୋଟିଏ ଇନ୍‌ସ୍ପେକ୍‌ସନ୍ କୋଚ୍।

ନୂଆଦିଲ୍ଲୀ ଷ୍ଟେସନର ୧୨ ନମ୍ବର ପ୍ଲାଟଫର୍ମରେ ଟ୍ରେନ୍‌ଟି ଲାଇନ୍‌ଚ୍ୟୁତ ହୋଇଥିଲା। ଏଥିଯୋଗୁଁ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଥିଲା ଓ ଅନ୍ୟାନ୍ୟ ଟ୍ରେନ୍ ଏଥିଯୋଗୁଁ ପ୍ରାୟ ତିନି ଘଣ୍ଟା ବିଳମ୍ବରେ ଚାଲିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story