ଫେସ୍‌ ଆପ୍‌ରେ ଖଞ୍ଜାହୋଇଛି ବିପଦ, ଫଟୋର ଅପବ୍ୟବହାରକୁ ନେଇ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ: ଫେସ୍‌ ଆପ୍‌କୁ ନେଇ ଫେସବୁକ୍‌ ସାରା ଏବେ ନୂଆ ଟ୍ରେଣ୍ଡ ଆରମ୍ଭ ହୋଇଛି। କ’ଣ ଚାଲିଛି ବୋଲି ଯାହାକୁ ପଚାରିଲେ ସମସ୍ତେ କହୁଛନ୍ତି, ଫେସ୍‌ ଆପ୍‌ ଚାଲିଛି। ଆଜ୍ଞା ଭବିଷ୍ୟତରେ ବା କିଛି ଦଶନ୍ଧି ପରେ ମୁଁ କେମିତି ଦିଶୁଥିବି ତାକୁ ନେଇ ସମସ୍ତଙ୍କ ମନରେ ଉତ୍ସୁକତା ଥାଏ। ଆଉ ଏହି ଉତ୍ସୁକତାର ଫାଇଦା ନେଇଛି ଫେସ୍‌ ଆପ୍‌। ଏହି ପ୍ଲାଟଫର୍ମ ଲଞ୍ଚ ହେବାର କିଛି ଘଣ୍ଟା ମଧ୍ୟରେ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଛି। ଏଥିରେ କିଛି […]

face-app

face-app

Subrat Kumar Nayak
  • Published: Thursday, 18 July 2019
  • Updated: 18 July 2019, 05:58 PM IST

Sports

Latest News

ନୂଆଦିଲ୍ଲୀ: ଫେସ୍‌ ଆପ୍‌କୁ ନେଇ ଫେସବୁକ୍‌ ସାରା ଏବେ ନୂଆ ଟ୍ରେଣ୍ଡ ଆରମ୍ଭ ହୋଇଛି। କ’ଣ ଚାଲିଛି ବୋଲି ଯାହାକୁ ପଚାରିଲେ ସମସ୍ତେ କହୁଛନ୍ତି, ଫେସ୍‌ ଆପ୍‌ ଚାଲିଛି। ଆଜ୍ଞା ଭବିଷ୍ୟତରେ ବା କିଛି ଦଶନ୍ଧି ପରେ ମୁଁ କେମିତି ଦିଶୁଥିବି ତାକୁ ନେଇ ସମସ୍ତଙ୍କ ମନରେ ଉତ୍ସୁକତା ଥାଏ। ଆଉ ଏହି ଉତ୍ସୁକତାର ଫାଇଦା ନେଇଛି ଫେସ୍‌ ଆପ୍‌। ଏହି ପ୍ଲାଟଫର୍ମ ଲଞ୍ଚ ହେବାର କିଛି ଘଣ୍ଟା ମଧ୍ୟରେ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଛି। ଏଥିରେ କିଛି ଫିଲଟର୍ ରହିଛି ଯାହା ଆପଣଙ୍କ ଟୋକାବେଳର ଫଟୋକୁ ନେଇ ବୁଢ଼ା ବେଳେ ଆପଣ କେମିତି ଦିଶିବେ, ତା' ଦେଖାଇବା ସହ ସେଥିରେ ଦାଢ଼ି ଓ ଚଷମା ମଧ୍ୟ ଲଗାଇ ପାରିବ। ଏହା ଚୁଟିକୁ କଳା ଅଥବା କହରା କରିପାରୁଛି। ତେବେ ଏହା କେତେ ସୁରକ୍ଷିତ, ତା’କୁ ନେଇ ଏବେ ପ୍ରଶ୍ନ ଉଠିଛି।
https://twitter.com/UberFacts/status/1151593935363616768?s=20
ଫେସ୍‌ଆପ୍‌ ଫଟୋ ବ୍ୟତୀତ ବହୁ ବ୍ୟକ୍ତିଗତ ତଥ୍ୟ ବ୍ୟବହାର କରୁଥିବାରୁ, ଏହି ଆପ୍‌ ତଥ୍ୟର ଅପବ୍ୟବହାର କରିପାରିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ଏପରିକି ଆମେରିକାର ସିନେଟର ମଧ୍ୟ ଏହାକୁ ନେଇ ପ୍ରଶ୍ନ ଉଠାଇବା ସହ ତଥ୍ୟର ଅପବ୍ୟବହାର ନେଇ ଏଫ୍‌ବିଆଇ ତଦନ୍ତ କରୁ ବୋଲି ଦାବି କରିଛନ୍ତି।
https://twitter.com/KashanAhmedSha1/status/1151705381200105478?s=20
ଏକ ଋଷୀୟ କମ୍ପାନୀ ୱେୟାରଲେସ୍‌ ଲ୍ୟାବ୍‌ ଦ୍ୱାରା ପ୍ରସ୍ତୁତ ଏହି ପ୍ଲାଟଫର୍ମ ଆପଣଙ୍କ ଫଟୋକୁ ନେଇ କେବଳ ବୟସ ବଢ଼ାଏ ନାହିଁ, ଆପଣଙ୍କ ବୟସ କମାଇବା ପରି ବ୍ୟବସ୍ଥା ମଧ୍ୟ ଉପଲବ୍ଧ ଅଛି। ଏଥିରେ ଫଟୋକୁ ବିଭିନ୍ନ ରୂପ ଦିଆଯିବା ପରେ ସୋଶାଲ ମିଡିଆରେ ଏସବୁକୁ ଅପ୍‌ଲୋଡ୍‌ କରି ଭାଇରାଲ କରାଯାଉଛି।
https://twitter.com/lucidreamm/status/1151713890587168771?s=20
ଏଥିରେ ଥିବା ପ୍ରମୁଖ ସମସ୍ୟାଟି ହେଉଛି ଆପଣ ଅପ୍‌ଲୋଡ୍‌ କରିଥିବା ଫଟୋଟି ଫେସ୍‌ଆପ୍‌ର ସର୍ଭରରେ ସେଭ୍‌ ହୋଇଯାଉଛି। ଅନ୍ୟପକ୍ଷରେ ଚର୍ଚ୍ଚା ହେଉଛି ଯେ ଆପଣଙ୍କ ଫୋନ୍‌ରେ ଥିବା ସମସ୍ତ ଫଟୋ ଏଥିରେ ସେଭ୍‌ ହୋଇଯାଉଛି। ଯଦିଓ ଏହାର ପ୍ରମାଣ ମିଳିପାରିନାହିଁ, ତଥାପି ଏହା ସତ ହୋଇଥିଲେ ସାଂଘାତିକ। ଅନ୍ୟପକ୍ଷରେ ଏଥିରେ ଥିବା ଟର୍ମସ ଆଣ୍ଡ କଣ୍ଡିସନସକୁ ଆପଣ ଯାଞ୍ଚ ନ କରି ଡାଉନ୍‌ଲୋଡ୍‌ ସମୟରେ ହିଁ ଆପ୍ରୁଭ୍‌ କରିଦେଇଥା’ନ୍ତି। କିନ୍ତୁ ଏହାର ଏକ କ୍ଲଜ୍‌ରେ ରହିଛି, ଯାହା ଆପଣ ବ୍ୟବହାର କରୁଥିବା ପ୍ରତିଟି ଫଟୋ ପାଇଁ ଆପଣ ଫେସ୍‌ଆପ୍‌କୁ ‘ଚିରସ୍ଥାୟୀ, ଅପରିବର୍ତ୍ତନୀୟ, ରୟାଲଟି ଫ୍ରି, ବିଶ୍ୱସ୍ତରୀୟ, ଟ୍ରାନ୍ସଫରେବଲ ସବ୍‌-ଲାଇସେନ୍ସେବଲ୍‌ ଲାଇସେନ୍ସ’ ଦେଇଛନ୍ତି।
https://twitter.com/charlieartsy/status/1151564003555942400?s=20
ଅନ୍ୟପକ୍ଷରେ ଫେସ୍‌ ଆପ୍‌ ପକ୍ଷରୁ କୁହାଯାଇଛି, ଏଥିରେ ବ୍ୟକ୍ତିଗତ ତଥ୍ୟ ଅପବ୍ୟବହାର ହେବାର ସମ୍ଭାବନା ନାହିଁ। ଆମେ ସବୁକିଛି କ୍ଲାଉଡ୍‌ରେ କରୁ। ଅନ୍ୟ ଫଟୋଗୁଡ଼ିକ ଫୋନ୍‌ରୁ କ୍ଲାଉଡ୍‌କୁ ଟ୍ରାନ୍ସଫର କରୁନାହୁଁ। ଆମ ସର୍ଭରରୁ ପ୍ରାୟ ସମସ୍ତ ଫଟୋ ୪୮ ଘଣ୍ଟାରେ ଡିଲିଟ୍‌ ହୋଇଯାଇଥାଏ। ଆମେ ଗ୍ରାହକଙ୍କ ଅନୁରୋଧ କ୍ରମେ ସର୍ଭରରୁ ସମସ୍ତ ତଥ୍ୟ ଡିଲିଟ୍‌ କରିଦେଇଥାଉ। ଲକ୍ଷ ଲକ୍ଷ ବ୍ୟବହାରକାରୀଙ୍କ ଫଟୋ ଏହି ପ୍ଲାଟଫର୍ମରେ ବ୍ୟବହାର ହୋଇସାରିଥିବାରୁ ଏହା ପ୍ରକୃତରେ କେତେ ସୁରକ୍ଷିତ ତାହା ତଦନ୍ତ ପରେ ନିଶ୍ଚୟ ଜଣାପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story