ପୁଣି ଥରେ ଫେସବୁକ ଡାଟା ଲିକ୍

ପୁଣି ଥରେ ସୋଶାଲ ମିଡ଼ିଆ କମ୍ପାନୀ ଫେସ୍‌ବୁକ୍ର ଡାଟା ଚୋରି ସାର୍ବଜନୀନ ହୋଇଛି। ଆମାଜନ୍‌ର କ୍ଲାଉଡ କମ୍ପୁଟିଙ୍ଗ୍‌ ସର୍ଭରରେ ଏହି ସମସ୍ତ ଡ଼ାଟା ଷ୍ଟୋରେଜ ହୋଇ ରହିଥିବା ଜଣାପଡ଼ିଛି। ଏହାକୁ ଯେକୌଣସି ବ୍ଯକ୍ତି ଦେଖିପାରିବେ ବୋଲି ସାଇବର ସିକ୍ଯୁରିଟି ଫାର୍ମ ଅପଗ୍ରେଡ୍ ସାଇବର ରିସ୍କ ପ୍ରକାଶ କରିଛି। ୫୪୦ ମିଲିଅନ ଡାଟା ଲିକ୍ ହୋଇଛି, ଯେଉଁଥିରେ ଫେସବୁକ ଆକାଉଣ୍ଟ, ଲାଇକ, କମେଣ୍ଟ ଇତ୍ଯାଦି ରହିଛି। ହେଲେ କେତେ ଆକାଉଣ୍ଟ ଡିଲିଟ ହୋଇଛି ସେ ନେଇ ସ୍ପଷ୍ଟ ସୂଚନା […]

facebook (1)

facebook (1)

Subhransu Sekhar
  • Published: Thursday, 04 April 2019
  • Updated: 04 April 2019, 12:09 PM IST

Sports

Latest News

ପୁଣି ଥରେ ସୋଶାଲ ମିଡ଼ିଆ କମ୍ପାନୀ ଫେସ୍‌ବୁକ୍ର ଡାଟା ଚୋରି ସାର୍ବଜନୀନ ହୋଇଛି। ଆମାଜନ୍‌ର କ୍ଲାଉଡ କମ୍ପୁଟିଙ୍ଗ୍‌ ସର୍ଭରରେ ଏହି ସମସ୍ତ ଡ଼ାଟା ଷ୍ଟୋରେଜ ହୋଇ ରହିଥିବା ଜଣାପଡ଼ିଛି। ଏହାକୁ ଯେକୌଣସି ବ୍ଯକ୍ତି ଦେଖିପାରିବେ ବୋଲି ସାଇବର ସିକ୍ଯୁରିଟି ଫାର୍ମ ଅପଗ୍ରେଡ୍ ସାଇବର ରିସ୍କ ପ୍ରକାଶ କରିଛି।

୫୪୦ ମିଲିଅନ ଡାଟା ଲିକ୍ ହୋଇଛି, ଯେଉଁଥିରେ ଫେସବୁକ ଆକାଉଣ୍ଟ, ଲାଇକ, କମେଣ୍ଟ ଇତ୍ଯାଦି ରହିଛି। ହେଲେ କେତେ ଆକାଉଣ୍ଟ ଡିଲିଟ ହୋଇଛି ସେ ନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

ଫେସବୁକ ମୁଖପାତ୍ର କହିଛନ୍ତି ଆମାଜନ ପାଖରୁ ସମ୍ପୃକ୍ତ ସର୍ଭରକୁ ଫେସବୁକ ନିଜ ନିୟନ୍ତ୍ରଣକୁ ନେଇ ସାରିଛି।

ସୂଚନାଯୋଗ୍ୟ, ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ବେଳେ ଫେସବୁକର ୮ କୋଟି ୭୦ ଲକ୍ଷ ଲୋକଙ୍କ ଡାଟା ଚୋରି ହୋଇଥିଲା।

ବାରମ୍ବାର ଫେସବକ କତ୍ତୃପକ୍ଷ ପ୍ରାଇଭେସି ପଲିସିକୁ ଉଲ୍ଲଂଘନ କରୁଥିବାରୁ ଆଗାମୀ ଦିନରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯାଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story