ଫେସବୁକ୍‌ ପ୍ରେମ: ଯୁବତୀଙ୍କ ନଗ୍ନ ଫଟୋ ହେଲା ସେୟାର, ଦୁଷ୍କର୍ମ ପରେ ବ୍ଳାକମେଲିଂ

ମୁମ୍ବାଇ:ଆଜିକାଲି ସୋସିଆଲ ମିଡିଆର ଚାହିଦା ଅଧିକ। ନିଜର ମତ, ମନ୍ତବ୍ୟ, ଭିଡିଓ , ଫଟୋ ସର୍ବସମ୍ମୁଖରେ ପହଞ୍ଚାଇବା ପାଇଁ ସୋସିଆଲ ମିଡିଆର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏଭଳି ସ୍ଥିତିରେ ଫେସ୍‌ବୁକ୍‌ର ସ୍ଥାନ ରହିଛି ସର୍ବାଗେ। ଲୋକପ୍ରିୟ ସୋସିଆଲ୍ ମିଡିଆ ଭାବେ ଫେସବୁକ୍ ସାରା ବିଶ୍ୱରେ ସମସ୍ତଙ୍କ ପସନ୍ଦ। ହେଲେ ବେଳେବେଳେ ଏହି ଫେସବୁକ୍‌ ମାଧ୍ୟମରେ ଅନେକ ଅପରାଧ ସମାଜରେ ଦେଖାଦେଇଥାଏ। ଆଜିକାଲି ଅଜଣା ଲୋକ ସହ ଫେସବୁକରେ ହେଉଛି ବନ୍ଧୁତା ତାପରେ ଭେଟ ଓ ଭଲପାଇବା। ହେଲେ ଏହି […]

child_rape_1498597161_749x421

child_rape_1498597161_749x421

Rakesh Mallick
  • Published: Wednesday, 28 June 2017
  • Updated: 28 June 2017, 04:46 PM IST

ମୁମ୍ବାଇ:ଆଜିକାଲି ସୋସିଆଲ ମିଡିଆର ଚାହିଦା ଅଧିକ। ନିଜର ମତ, ମନ୍ତବ୍ୟ, ଭିଡିଓ , ଫଟୋ ସର୍ବସମ୍ମୁଖରେ ପହଞ୍ଚାଇବା ପାଇଁ ସୋସିଆଲ ମିଡିଆର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏଭଳି ସ୍ଥିତିରେ ଫେସ୍‌ବୁକ୍‌ର ସ୍ଥାନ ରହିଛି ସର୍ବାଗେ। ଲୋକପ୍ରିୟ ସୋସିଆଲ୍ ମିଡିଆ ଭାବେ ଫେସବୁକ୍ ସାରା ବିଶ୍ୱରେ ସମସ୍ତଙ୍କ ପସନ୍ଦ। ହେଲେ ବେଳେବେଳେ ଏହି ଫେସବୁକ୍‌ ମାଧ୍ୟମରେ ଅନେକ ଅପରାଧ ସମାଜରେ ଦେଖାଦେଇଥାଏ।

ଆଜିକାଲି ଅଜଣା ଲୋକ ସହ ଫେସବୁକରେ ହେଉଛି ବନ୍ଧୁତା ତାପରେ ଭେଟ ଓ ଭଲପାଇବା। ହେଲେ ଏହି ଫେସବୁକର ବନ୍ଧୁତା ଓ ସେଥିରେ ଥିବା ଲୋକମାନଙ୍କ ଉପରେ ଭରଷା ଆମ ଯୁବପିଢୀଙ୍କୁ ଟାଣିନେଉଛି ଅପରାଧ ଦୁନିଆକୁ। ମିଛ ପ୍ରୋଫାଇଲର ଶିକାର ହେଉଛନ୍ତି ଆଜିର ଯୁବପିଢୀ। ଏହାକୁ କେନ୍ଦ୍ରକରି ହତ୍ୟା ଓ ବଲତ୍କାର ଭଳି ଘଟୁଛି ଅନେକ ଜଘନ୍ୟ ଅପରାଧ। ଏମିତି ଏକ ମିଛ ଘଟଣାର ଶିକାର ହୋଇଛିନ୍ତି ମୁମ୍ବାଇର ଜଣେ ନାବାଳିକା। ନାବାଳିକାଙ୍କ ସହ ଦୁଷ୍କର୍ମ କରି ତାର ନଗ୍ନ ଫଟୋକୁ ନେଇ ବ୍ଳାକମେଲ କରିବା ଘଟଣା ସମସ୍ତଙ୍କୁ ଚିନ୍ତାରେ ପକାଇଛି।

ଘଟଣା ଅନୁଯାୟୀ ଫେସବୁକରେ ଅଭିଯୁକ୍ତ ସୁଦର୍ଶନଙ୍କ ସହ ପୀଡିତାଙ୍କ ବନ୍ଧୁତା ହୋଇଥିଲା, ତାପରେ ଦେଖା ଓ ସେହି ଦେଖାରୁ ଆରମ୍ଭ ହେଲା ପ୍ରେମ। ପ୍ରେମରେ ଅନ୍ଧଥିବା ସୀମା ସୁଦର୍ଶନଙ୍କ ଚକ୍ରାନ୍ତକୁ ନେଇ ଥିଲା ଅଜ୍ଞ। କିଛିଦିନ ସଂମ୍ପର୍କରେ ରହିବାପରେ ସୁଦର୍ଶନ ସୀମାଙ୍କୁ ତାର ନଗ୍ନ ଫଟୋ ମାଗିଲା। ଅନିଚ୍ଛା ସତ୍ୱେ ସୀମା ସୁଦର୍ଶମକୁ ନଗ୍ନ ଫଟୋ ଦେଇଥିଲା। ଏହାପରେ ବିବାହ କରିବାର ସ୍ୱପ୍ନ ଦେଖାଇ ତାସହ ଶାରୀରିକ ସମ୍ବନ୍ଧ ରଖି ତାର ଅନ୍ତରଙ୍ଗ ଭିଡିଓ ରେକର୍ଡ କରୁଥିଲା। ନିଜକୁ ଗରିବ କହି ସେ ସୀମା ପାଖରୁ ପାଖାପାଖି ୯୦ହଜାର ଟଙ୍କା ମଧ୍ୟ ନେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story