ଲକ୍ଷପତି ହେବାର ଲୋଭରେ ପଡନ୍ତୁନି, ହଇରାଣ ହେବେ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଏବେବି ଭାରତୀୟ ବଜାରକୁ ନୂଆ କଏନ ଚଳୁଛି। ଲୋକଙ୍କ ପାଖରେ ୯୦ ଦଶକର ପୁରୁଣା ୫ ଟଙ୍କିଆ, ଦୁଇ ଟଙ୍କିଆ ଏପରିକି ଟଙ୍କିକିଆ କଏନ୍‌ ରହିଛି । ଯାହା ବଜାରରେ ନେଣଦେଣ ହେଉଛି। ଆପଣଙ୍କ ପାଖରେ ଏଭଳି ପୁରୁଣା କଏନ୍‌ ଥିଲେ ଲକ୍ଷପତି ହେବାର ସୁଯୋଗ ମିଳିବ ବୋଲି ନିକଟରେ ଏକ ଖବର ପ୍ରଚାରିତ ହୋଇଥିଲା। ଯାହାକୁ ନେଇ କେତେକ ଲୋକ ବିଭିନ୍ନ ଅନ୍‌ଲାଇନ୍‌ ସିପିଂ ସାଇଟ୍‌ରେ ପାଖରେ ଥିବା କଏନ୍‌ର ଚିତ୍ର ଅପଲୋଡ୍‌ […]

download

download

Rakesh Mallick
  • Published: Wednesday, 22 November 2017
  • Updated: 22 November 2017, 10:10 PM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଏବେବି ଭାରତୀୟ ବଜାରକୁ ନୂଆ କଏନ ଚଳୁଛି। ଲୋକଙ୍କ ପାଖରେ ୯୦ ଦଶକର ପୁରୁଣା ୫ ଟଙ୍କିଆ, ଦୁଇ ଟଙ୍କିଆ ଏପରିକି ଟଙ୍କିକିଆ କଏନ୍‌ ରହିଛି । ଯାହା ବଜାରରେ ନେଣଦେଣ ହେଉଛି। ଆପଣଙ୍କ ପାଖରେ ଏଭଳି ପୁରୁଣା କଏନ୍‌ ଥିଲେ ଲକ୍ଷପତି ହେବାର ସୁଯୋଗ ମିଳିବ ବୋଲି ନିକଟରେ ଏକ ଖବର ପ୍ରଚାରିତ ହୋଇଥିଲା। ଯାହାକୁ ନେଇ କେତେକ ଲୋକ ବିଭିନ୍ନ ଅନ୍‌ଲାଇନ୍‌ ସିପିଂ ସାଇଟ୍‌ରେ ପାଖରେ ଥିବା କଏନ୍‌ର ଚିତ୍ର ଅପଲୋଡ୍‌ କରି ଟଙ୍କା ପାଇବା ଆଶାରେ ଥିଲେ। କିନ୍ତୁ ଫଳ କିଛି ହେଲାନି। ତେଣୁ ଆପଣ ବି ସାବଧାନ । ସେମିତି ଲୋଭରେ ପଡନ୍ତୁନି। ନେଚତ୍‌ ହଇରାଣ ହେବେ।

ମିଳିଥିବା ଖବର ଅନୁଯାୟୀ ଏହା ସମ୍ପୂର୍ଣ୍ଣ ମିଛ କଥା। ଲୋକମାନଙ୍କୁ ଭୁଆଁ ବୁଲାଇବା ପାଇଁ ଏଭଳି ମିଛ ଖବର ପ୍ରଚାର କରାଯାଉଛି। କିଛି ଲୋକ  'olx'  ଓ 'ebay' ରେ ପୁରୁଣା ୨ ଟଙ୍କିଆ କଏନ୍ ଅପଲୋଡ କରି ଠକେଇରେ ପଡିଛନ୍ତି । ଏହା ଗୁଜବ ପ୍ରଚାର ବୋଲି ଜଣା ପଡ଼ିଛି। ଆଉ କିଛି ଲୋକ ସତ ବିଶ୍ୱାସ କରି ଏଭଳି ଖବରକୁ ସେୟାର କରି ଗୁଜବ ପ୍ରଚାର କରୁଛନ୍ତି। ତେଣୁ ଏପରି ଖବର ଉପରେ ବିଶ୍ୱାସ କରିବା ପୂର୍ବରୁ ପୁଙ୍ଖାନୁପୁଙ୍ଖ ଯାଞ୍ଜ କରିବା ଭଲ।  

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story