କଶ୍ମୀରରେ ଗଣହତ୍ୟା ଦର୍ଶାଇ ଫେକ୍‌ ଭିଡିଓ ଛାଡ଼ୁଛି ପାକିସ୍ତାନ

ମୁମ୍ବାଇ: ମହାରାଷ୍ଟ୍ର ପୁଲିସ୍‌ ସାଇବର ସେଲ ପାକିସ୍ତାନ ନାମରେ ଆଣିଛି ସାଂଘାତିକ ଅଭିଯୋଗ। ଏହି ଅଭିଯୋଗ ଅନୁଯାୟୀ ଭାରତୀୟ ନାମ ବ୍ୟବହାର ହୋଇଥିବା କିଛି ସୋଶାଲ ମିଡିଆ ଆକାଉଣ୍ଟରେ କଶ୍ମୀର ସ୍ଥିତି ବାବଦରେ ମିଛ ଭିଡିଓ ଶେୟାର କରି ଭାରତ ଏବଂ ଜାତୀୟ ଅନୁଷ୍ଠାନଙ୍କୁ ଅପାମାନିତ କରିବାର ପ୍ରୟାସ କରୁଛି। ଏଭଳି କିଛି ଭିଡିଓ ଓ ଫଟୋ ଭାଇରାଲ ହେଉଛି, ଯେଉଁଥିରୁ ଜଣାପଡ଼ୁଛି କଶ୍ମୀରରେ ସତେ ଯେମିତି ଗଣହତ୍ୟା ଚାଲୁ ରହିଛି। ଏପରିକି ପାକିସ୍ତାନର କିଛି ଭେରିଫାଇଡ୍‌ […]

imran

imran

Subrat Kumar Nayak
  • Published: Saturday, 31 August 2019
  • Updated: 31 August 2019, 05:45 PM IST

Sports

Latest News

ମୁମ୍ବାଇ: ମହାରାଷ୍ଟ୍ର ପୁଲିସ୍‌ ସାଇବର ସେଲ ପାକିସ୍ତାନ ନାମରେ ଆଣିଛି ସାଂଘାତିକ ଅଭିଯୋଗ। ଏହି ଅଭିଯୋଗ ଅନୁଯାୟୀ ଭାରତୀୟ ନାମ ବ୍ୟବହାର ହୋଇଥିବା କିଛି ସୋଶାଲ ମିଡିଆ ଆକାଉଣ୍ଟରେ କଶ୍ମୀର ସ୍ଥିତି ବାବଦରେ ମିଛ ଭିଡିଓ ଶେୟାର କରି ଭାରତ ଏବଂ ଜାତୀୟ ଅନୁଷ୍ଠାନଙ୍କୁ ଅପାମାନିତ କରିବାର ପ୍ରୟାସ କରୁଛି। ଏଭଳି କିଛି ଭିଡିଓ ଓ ଫଟୋ ଭାଇରାଲ ହେଉଛି, ଯେଉଁଥିରୁ ଜଣାପଡ଼ୁଛି କଶ୍ମୀରରେ ସତେ ଯେମିତି ଗଣହତ୍ୟା ଚାଲୁ ରହିଛି।

ଏପରିକି ପାକିସ୍ତାନର କିଛି ଭେରିଫାଇଡ୍‌ ଆକାଉଣ୍ଟ ମଧ୍ୟ ଫେକ୍‌ ନ୍ୟୁଜ୍‌କୁ ପ୍ରଚାର ପ୍ରସାର କରୁଛନ୍ତି। ମହାରାଷ୍ଟ୍ର ପୁଲିସ୍‌ ପକ୍ଷରୁ କୁହାଯାଇଛି, ଲୋକେ ବୁଝି ବିଚାରି ଏସବୁକୁ ଶେୟାର କରିବା ଉଚିତ। କେଉଁ ଆଇଡିରୁ ଏସବୁ ଅପ୍‌ଲୋଡ୍‌ ହେଉଛି ତାହା ଯାଞ୍ଚ ନକରି ଏହା ଭାରତ ବିରୋଧରେ କି ନା ତାହା ପରଖିବା ଉଚିତ। ଏପରିକି ଏହା ସେନା ଏବଂ ପୁଲିସ୍‌କୁ ଅପମାନିତ କରୁଛି କି ନା ଲକ୍ଷ୍ୟ ରଖିବାକୁ ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ଏବଂ ଏହାକୁ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିବା ପରେ ପାକିସ୍ତାନ ରକ୍ତ ଚାଉଳ ଚୋବାଉଛି। ଏହା ଜମ୍ମୁ-କଶ୍ମୀରକୁ ଭାରତର ଅନ୍ୟ ରାଜ୍ୟ ଭଳି ସାଧାରଣ ରାଜ୍ୟରେ ପରିଣତ କରିଥିବାରୁ ପାକିସ୍ତାନ ଏହି ଅଞ୍ଚଳରେ ଆତଙ୍କବାଦକୁ ପ୍ରୋତ୍ସାହନ ଦେବା ସମ୍ଭବତଃ କଷ୍ଟକର ବୋଲି ପାକିସ୍ତାନ ଭାବୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story