ପରିବାର ଜେଲ୍‌ରେ, କୁକୁରକୁ ପାଳିଲା ପୁଲିସ୍‌

ବିନା: ମଧ୍ୟପ୍ରଦେଶ ବିନା ସହରେ ଥିବା ଛୋଟି ବଜରିଆ ପୁଲିସ୍‌ ଷ୍ଟେସନର ଅଧିକାରୀମାନେ ସମସ୍ତଙ୍କ ହୃଦୟ ଜିତିଛିନ୍ତି। ହତ୍ୟା ମାମଲାରେ ଗୋଟିଏ ପରିବାରର ସମସ୍ତ ସଦସ୍ୟ ଜେଲ୍‌ ଚାଲି ଯିବାରୁ ସେମାନେ ପାଳିଥିବା ଲାବ୍ରାଡର ପ୍ରଜାତିର କୁକୁରର ଯତ୍ନ ଏବେ ପୁଲିସ୍‌ ନିଜେ ତୁଲାଉଛି। ଏହି କୁକୁରଟିର ନାଁ ସୁଲତନା। ସୁଲତାନ ମଧ୍ୟ ପୁଲିସ୍‌ ଅଧିକାରୀ ଓ କର୍ମଚାରୀଙ୍କ ସହ ରହି ବେଶ ଖୁସି ଥିବା ଭଳି ଜଣାପଡ଼ୁଛି। ସୁଲତାନକୁ ମନୋହର ଅହିରୱାର ନାମକ ଜଣେ ବ୍ୟକ୍ତି ପାଳିଥିଲେ। […]

www

www

Hemant Lenka
  • Published: Wednesday, 03 July 2019
  • Updated: 03 July 2019, 12:27 PM IST

Sports

Latest News

ବିନା: ମଧ୍ୟପ୍ରଦେଶ ବିନା ସହରେ ଥିବା ଛୋଟି ବଜରିଆ ପୁଲିସ୍‌ ଷ୍ଟେସନର ଅଧିକାରୀମାନେ ସମସ୍ତଙ୍କ ହୃଦୟ ଜିତିଛିନ୍ତି। ହତ୍ୟା ମାମଲାରେ ଗୋଟିଏ ପରିବାରର ସମସ୍ତ ସଦସ୍ୟ ଜେଲ୍‌ ଚାଲି ଯିବାରୁ ସେମାନେ ପାଳିଥିବା ଲାବ୍ରାଡର ପ୍ରଜାତିର କୁକୁରର ଯତ୍ନ ଏବେ ପୁଲିସ୍‌ ନିଜେ ତୁଲାଉଛି। ଏହି କୁକୁରଟିର ନାଁ ସୁଲତନା। ସୁଲତାନ ମଧ୍ୟ ପୁଲିସ୍‌ ଅଧିକାରୀ ଓ କର୍ମଚାରୀଙ୍କ ସହ ରହି ବେଶ ଖୁସି ଥିବା ଭଳି ଜଣାପଡ଼ୁଛି।

ସୁଲତାନକୁ ମନୋହର ଅହିରୱାର ନାମକ ଜଣେ ବ୍ୟକ୍ତି ପାଳିଥିଲେ। ହେଲେ ମନୋହର ଏବଂ ତାଙ୍କର ଦୁଇ ପୁଅ ସେମାନଙ୍କ ପରିବାରର ଅନ୍ୟ ୫ ଜଣଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଥିଲା। ଏହାପରେ ପୁଲିସ୍‌ ମନୋହର ଏବଂ ତାଙ୍କର ଦୁଇ ପୁଅକୁ ଗିରଫ କରିଛି।

ସେମାନଙ୍କ ଜାମିନ୍‌ ନାମଞ୍ଜୁର ହେବାରୁ ସେମାନେ ଏବେ ଜେଲରେ ରହିଛନ୍ତି। ଏପରି ସ୍ଥିତିରେ ସୁଲତାନ କାହା ପାଖରେ ରହିବ, ସେ ଚିନ୍ତା ସମସ୍ତଙ୍କୁ ଘାରି ଥିଲା।

ପୁଲିସ୍‌ ଯେତେବେଳେ ମନୋହରଙ୍କ ଘରେ ପହଞ୍ଚିଲା, ସେତେବେଳେ ସୁଲତାନ ଦୁଇ ଦିନ ହେଲା କିଛି ନଖାଇ ପଡ଼ି ରହିଥିବା ଦେଖିବାକୁ ପାଇଥିଲା। ଥାନା ଅଧିକାରୀ ମନୀଷା ତିୱାରୀ ତୁରନ୍ତ କୁକୁରଟିକୁ ନିଜ ସହ ପୁଲିସ୍‌ ଷ୍ଟେସନ ନେଇ ଆସିଥିଲେ। ଏବେ ସେ ପୁଲିସ୍‌ ଷ୍ଟେସନରେ ରହିବା ସହ ମନୀଷା ତିୱାରୀଙ୍କ ବନ୍ଧୁ ହୋଇ ଯାଇଛି। ତା’ ପାଇଁ ମନୀଷା ଘରୁ ମଧ୍ୟ ଖାଇବା ନେଇ ଆସୁଛନ୍ତି। ପୁଲିସ୍ ଅଧିକାରୀଙ୍କ ଏଭଳି କାର୍ଯ୍ୟକୁ ସବୁଆଡ଼େ ପ୍ରଶଂସା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story