କଥା ରଖିଲେ କମଲନାଥ, ଶପଥ ନେବାର ଦୁଇ ଘଣ୍ଟା ମଧ୍ୟରେ କୃଷି ଋଣ ଛାଡ଼

ଭୋପାଲ୍‌: ନିର୍ବାଚନ ପ୍ରତିଶ୍ରୁତି ପାଳନ କରିଛନ୍ତି ମଧ୍ୟପ୍ରଦେଶର ନୂଆ କଂଗ୍ରେସ ସରକାର। ବରିଷ୍ଠ କଂଗ୍ରେସ ନେତା କମଲନାଥ ଆଜି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଆକ୍ସନ୍‌ ମୋଡ୍‌କୁ ଆସିଛନ୍ତି। ସେ ଶପଥ ନେବାର ୨ ଘଣ୍ଟା ପରେ ପ୍ରତିଶ୍ରୁତି ମୁତାବକ ରାଜ୍ୟର ଚାଷୀଙ୍କ ପାଇଁ କୃଷି ଋଣ ଛାଡ଼ କରିବାକୁ ଏକ ଫାଇଲ୍‌ରେ ଦସ୍ତଖତ କରିଛନ୍ତି। ଫାଇଲ୍‌ରେ ଥିବା ବ୍ୟବସ୍ଥା ଅନୁଯାୟୀ, ୨୦୧୮ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚାଷୀମାନେ ବ୍ୟାଙ୍କରୁ ନେଇଥିବା ୨ ଲକ୍ଷ […]

k

k

Hemant Lenka
  • Published: Monday, 17 December 2018
  • Updated: 17 December 2018, 06:00 PM IST

Sports

Latest News

ଭୋପାଲ୍‌: ନିର୍ବାଚନ ପ୍ରତିଶ୍ରୁତି ପାଳନ କରିଛନ୍ତି ମଧ୍ୟପ୍ରଦେଶର ନୂଆ କଂଗ୍ରେସ ସରକାର। ବରିଷ୍ଠ କଂଗ୍ରେସ ନେତା କମଲନାଥ ଆଜି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଆକ୍ସନ୍‌ ମୋଡ୍‌କୁ ଆସିଛନ୍ତି। ସେ ଶପଥ ନେବାର ୨ ଘଣ୍ଟା ପରେ ପ୍ରତିଶ୍ରୁତି ମୁତାବକ ରାଜ୍ୟର ଚାଷୀଙ୍କ ପାଇଁ କୃଷି ଋଣ ଛାଡ଼ କରିବାକୁ ଏକ ଫାଇଲ୍‌ରେ ଦସ୍ତଖତ କରିଛନ୍ତି।

ଫାଇଲ୍‌ରେ ଥିବା ବ୍ୟବସ୍ଥା ଅନୁଯାୟୀ, ୨୦୧୮ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚାଷୀମାନେ ବ୍ୟାଙ୍କରୁ ନେଇଥିବା ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ଼ କରାଯିବ।

କଂଗ୍ରେସ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ବେଳେ କ୍ଷମତାକୁ ଆସିଲେ ରାଜ୍ୟର ଚାଷୀଙ୍କ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ଼ କରାଯିବ ବୋଲି ଘୋଷଣା କରିଥିଲେ। ଏଥିସହ ଯୁବକମାନଙ୍କୁ ଶିଳ୍ପ ପ୍ରତିଷ୍ଠାନରେ ଚାକିରି ଦେବାକୁ ବ୍ୟବସ୍ଥା କରିବା ସହ ସରକାର ୫ ବର୍ଷ ଯାଏ ଦରମା ଦେବେ ବୋଲି କହିଥିଲା।

କମଲନାଥଙ୍କ କୃଷି ଋଣ ଛାଡ଼ ସମ୍ପର୍କରେ ଟ୍ୱିଟ କରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଛନ୍ତି, “ ମୁଖ୍ୟମନ୍ତ୍ରୀ ଏବେ କୃଷି ଋଣ ଛାଡ଼ କରିଛନ୍ତି। ଅର୍ଥାତ ଗୋଟିଏ ପ୍ରତିଶ୍ରୁତି ପୂରଣ ହେଲା। ଆଉ ଦୁଇଟି ପ୍ରତିଶ୍ରୁତି ବାକି ରହିଲା।”

କଂଗ୍ରେସ ଉପରୋକ୍ତ ଦୁଇଟି ପ୍ରତିଶ୍ରୁତି ବ୍ୟତୀତ ଚାଷୀଙ୍କୁ ସାମାଜିକ ସୁରକ୍ଷା ପେନସନ୍‌ ଦେବ ବୋଲି ନିଜ ନିର୍ବାଚନୀ ଇସ୍ତାହାରରେ ଉଲ୍ଲେଖ କରିଥିଲା। ଚାଷୀମାନେ ଦୀର୍ଘଦିନ ହେଲାଣି ଏସବୁ ଦାବି ନେଇ ଆନ୍ଦୋଳନ କରୁଥିଲେ। ହେଲେ କଂଗ୍ରେସ କ୍ଷମତାକୁ ଆସିବା କ୍ଷଣି ଚାଷୀଙ୍କୁ ଖୁସି କରିଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story