ମାଲିକଙ୍କ ଉପରେ ଗାଡ଼ି ମଡାଇ ଦେଲା କୁକୁର: ମରିଗଲେ କୋଟିପତି ଦୁଗ୍ଧ ଚାଷୀ, କେଉଁଠି, କେମିତି ?

କୁହାଯାଏ ଜୀବନ ଏକ ବାଲିର ଘର। କେତେବେଳେ ଯେ ମୃତ୍ୟୁର ଢେଉ ଆସି ତାକୁ ଭସାଇନେବ ତାହା କହି ହେବନାହିଁ। କାରଣ ମୃତ୍ୟୁ କେବ କାହାକୁ ନିମନ୍ତ୍ରଣ ଦେଇ ଆସେନାହିଁ। ଝଡ଼ ଭଳି ଆସେ, ଆଉ ଉଡାଇ ନିଏ। ମୃତ୍ୟୁର ଏମିତି ଏକ ଛାତିଥରା କାହାଣୀ ଆସିଛି ଇଂଲଣ୍ଡରୁ। କୋଟିପତି ମାଲିକର ଜୀବନ ନେଇଗଲା ପୋଷା କୁକୁର। ଏଥିପାଇଁ ଘଟଣାଟି ଆଶ୍ଚର୍ଯ୍ୟକର, କାରଣ କୁକୁର କାମୁଡାରେ ଜୀବନ ଯାଇନି ଏ ମାଲିକଙ୍କର।  ଇଂଲଣ୍ଡର ‘ଡେରେକ ମିଡ’ ଜଣେ […]

DOG01

DOG01

Rakesh Mallick
  • Published: Wednesday, 07 June 2017
  • Updated: 07 June 2017, 06:43 PM IST

Sports

Latest News

କୁହାଯାଏ ଜୀବନ ଏକ ବାଲିର ଘର। କେତେବେଳେ ଯେ ମୃତ୍ୟୁର ଢେଉ ଆସି ତାକୁ ଭସାଇନେବ ତାହା କହି ହେବନାହିଁ। କାରଣ ମୃତ୍ୟୁ କେବ କାହାକୁ ନିମନ୍ତ୍ରଣ ଦେଇ ଆସେନାହିଁ। ଝଡ଼ ଭଳି ଆସେ, ଆଉ ଉଡାଇ ନିଏ। ମୃତ୍ୟୁର ଏମିତି ଏକ ଛାତିଥରା କାହାଣୀ ଆସିଛି ଇଂଲଣ୍ଡରୁ।

କୋଟିପତି ମାଲିକର ଜୀବନ ନେଇଗଲା ପୋଷା କୁକୁର। ଏଥିପାଇଁ ଘଟଣାଟି ଆଶ୍ଚର୍ଯ୍ୟକର, କାରଣ କୁକୁର କାମୁଡାରେ ଜୀବନ ଯାଇନି ଏ ମାଲିକଙ୍କର।  ଇଂଲଣ୍ଡର ‘ଡେରେକ ମିଡ’ ଜଣେ 70 ବର୍ଷୀୟ ଜଣାଶୁଣା ଦୁଗ୍ଧ ଚାଷୀ। ସେ ନିଜ ଫାର୍ମରେ ବସିଥିବା ସମୟରେ ହଠାତ୍ ତାଙ୍କର ପୋଷା କୁକୁର ପାଖରେ ଥିବା ଟ୍ରାକଟରଟିକୁ ଷ୍ଟାର୍ଟ କରି ଦେଇଥିଲା। ଫଳରେ ସେହି ଗାଡିର ଚକାତଳେ ଚାପି ହୋଇ ତାଙ୍କର ମାଲିକ ଡେରେକଙ୍କ ମୃତ୍ୟୁ ହୋଇଥିଲା। ତେବେ ଦୁର୍ଘଟଣାରେ ଆହତ ହୋଇ ତାଙ୍କ ଜୀବନ ଯାଇ ନଥିଲା ବଂର ଦୁର୍ଘଟଣାକୁ ଦେଖି ହଠାତ ତାଙ୍କର ହୃଦଘାତ ହୋଇଥିଲା।

ମିଡ ଜଣେ ଦୁଗ୍ଧ ବ୍ୟବସାୟୀ। ଏହାବ୍ୟାତୀତ ଜଣେ ପ୍ରପୋର୍ଟି ଡେଭଲପର ଓ ସ୍ଥାନୀୟ ଅଚଂଳର କାଉନସିଲର ମଧ୍ୟ ଥିଲେ। କୁହାଯାଉଛି ଯେ ଗାଡିଟି ଜେସିବି ପରି ଭାରି ଗାଡି ଥିଲା। ମିଡଙ୍କ ପରିବାର ଲୋକଙ୍କ ସୂଚନା ଅନୁଯାୟୀ କୁକୁରଟି ଭୂଲରେ ଗାଡିରେ ଚଢିଯାଇଥିଲା ଏବଂ ତା ଗୋଡ଼ ବାଜି ଭୂଲରେ ଷ୍ଟାର୍ଟ ହୋଇ ଯାଇଥିଲା। ଦୁର୍ଘଟଣା ପରେ ପୋଲିସ ଏୟାର ଆମ୍ବୁଲାନ୍ସ ସାହାଯ୍ୟରେ ମିଡଙ୍କୁ ଚିକିତ୍ସାଳୟକୁ ପହଞ୍ଚାଇଥିଲା। ହେଲେ ତାଙ୍କୁ ବଂଚାଇ ପାରି ନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story