ଚାଷୀଙ୍କ ଘୋଷଣା: ଜିଓ ସିମ୍ ଏବଂ ଆଦାନୀ ପେଟ୍ରୋଲ ପମ୍ପକୁ ବୟକଟ କରିବେ

ନୂଆଦିଲ୍ଲୀ: କୃଷି ଆଇନ ଉପରେ ସରକାରଙ୍କ ପ୍ରସ୍ତାବକୁ ଚାଷୀ ସଂଘ ପ୍ରତ୍ୟାଖ୍ୟାନ କରିଛି। ଆଗକୁ ଚାଷୀ ଆନ୍ଦୋଳନ ତୀବ୍ର ହେବ ବୋଲି ସେ କହିଛନ୍ତି। ଏହାରି ଭିତରେ ମୋଦି ସରକାର ବେଳେ ଅଧିକ ଲାଭବାନ ପାଇଥିବା ଅମ୍ୱାନୀ ଏବଂ ଆଦାନୀ କମ୍ପାନୀର ସାମଗ୍ରୀକୁ ବୟକଟ କରିବାକୁ ଆହ୍ୱାନ କରିଛନ୍ତି। ସରକାର ତିନି କୃଷି ଆଇନ୍ କର୍ପୋରେଟର ହାଉସର ସ୍ୱାର୍ଥ ପାଇଁ ଆଣିଛନ୍ତି। ଏଥିରେ ଚାଷୀଙ୍କ ଲାଭ ହେବନି। ଏହା କହିଛନ୍ତି ଚାଷୀ ସଂଗଠନ। ଏବେ ସେମାନେ ଜିଓ […]

ambani-adani

ambani-adani

Subhransu Sekhar
  • Published: Wednesday, 09 December 2020
  • Updated: 09 December 2020, 07:22 PM IST

Sports

Latest News

ନୂଆଦିଲ୍ଲୀ: କୃଷି ଆଇନ ଉପରେ ସରକାରଙ୍କ ପ୍ରସ୍ତାବକୁ ଚାଷୀ ସଂଘ ପ୍ରତ୍ୟାଖ୍ୟାନ କରିଛି। ଆଗକୁ ଚାଷୀ ଆନ୍ଦୋଳନ ତୀବ୍ର ହେବ ବୋଲି ସେ କହିଛନ୍ତି। ଏହାରି ଭିତରେ ମୋଦି ସରକାର ବେଳେ ଅଧିକ ଲାଭବାନ ପାଇଥିବା ଅମ୍ୱାନୀ ଏବଂ ଆଦାନୀ କମ୍ପାନୀର ସାମଗ୍ରୀକୁ ବୟକଟ କରିବାକୁ ଆହ୍ୱାନ କରିଛନ୍ତି।

ସରକାର ତିନି କୃଷି ଆଇନ୍ କର୍ପୋରେଟର ହାଉସର ସ୍ୱାର୍ଥ ପାଇଁ ଆଣିଛନ୍ତି। ଏଥିରେ ଚାଷୀଙ୍କ ଲାଭ ହେବନି। ଏହା କହିଛନ୍ତି ଚାଷୀ ସଂଗଠନ। ଏବେ ସେମାନେ ଜିଓ ସିମ୍ ଠାରୁ ରିଲାଏନ୍ସ ପର୍ଯ୍ୟନ୍ତ ସମସ୍ତ ସାମଗ୍ରୀକୁ ବୟକଟ କରିବେ ବୋଲି କହିଛନ୍ତି। ଏହାବାଦ୍ ଆଦାନୀ-ଅମ୍ବାନୀଙ୍କ ପେଟ୍ରୋଲ ପମ୍ପକୁ ମଧ୍ୟ ବୟକଟ କରିବେ ବୋଲି କହିଛନ୍ତି। ସରକାର କର୍ପୋରେଟରମାନଙ୍କୁ ସମର୍ଥନ କରିବା ନୀତି ଛାଡ଼ିବାକୁ ପ୍ରସ୍ତୁତ ନୁହଁନ୍ତି। ଏଭଳି ପରିସ୍ଥିତିରେ କୃଷକମାନେ ସେମାନେ ନିଜସ୍ୱ ନିଷ୍ପତ୍ତି ନେଇଛନ୍ତି।

ଚାଷୀଙ୍କ ଏହି ନିଷ୍ପତ୍ତି ପରେ କେନ୍ଦ୍ର ସରକାର ଅଡ଼ୁଆରେ ପଡ଼ିଛନ୍ତି। ଗୃହମନ୍ତ୍ରୀ ଅମିତ ଶାହଙ୍କ ବାସଭବନରେ ପହଞ୍ଚି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଆଲୋଚନା କରୁଛନ୍ତି। ଏହାରି ଭିତରେ ଚାଷୀ ଡିସେମ୍ୱର ୧୨ ତାରିଖରେ ଦିଲ୍ଲୀ ଜୟପୁର ରାସ୍ତା ବନ୍ଦ କରିବାକୁ ଡକରା ଦେଇଛନ୍ତି। ଏହାପରେ ୧୪ ତାରିଖରେ ଦେଶର ବିଭିନ୍ନ ସ୍ଥାନରେ ବିଜେପି ପାର୍ଟି ଅଫିସ ଘେରାଉ କରିବା ପାଇଁ ଚାଷୀ ଡାକରା ଦେଇଛନ୍ତି। ଯାହାକି ବିଜେପି ନେତାଙ୍କ ଟେନସନ ବଢ଼ାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story