ମହାରାଷ୍ଟ୍ର: ଚାଷୀ ଫେରାଇବେ ପୁରସ୍କାର

ମୁମ୍ବାଇ: ଦେଶରେ ଅସହିଷ୍ଣୁତା ବୃଦ୍ଧି ପାଉଥିବା ଅଭିଯୋଗ କରି ଅନେକ ଲେଖକ ଓ କଳାକାର ପୁରସ୍କାର ଫେରାଇ ଥିବା ବେଳେ ଏବେ ମହାରାଷ୍ଟ୍ରର ଚାଷୀମାନେ ପୁରସ୍କାର ଫେରାଇବା ଭଳି ପଦକ୍ଷେପ ଉଠାଇଛନ୍ତି। ରାଜ୍ୟର ମରାଠାୱାଡ଼ାର ମରୁଡ଼ି ପ୍ରଭାବିତ ଚାଷୀମାନେ ସେମାନେ ଗ୍ରହଣ କରିଥିବା ପୁରସ୍କାର ଫେରାଇବାକୁ ନିଷ୍ପତ୍ତି ନେଇଛନ୍ତି। ଚାଷୀଙ୍କ ପ୍ରତି ସରକାର ସମ୍ବେଦନଶୀଳ ନ ଥିବା ଅଭିଯୋଗ କରି ସେମାନେ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଇଛି। କୃଷି କ୍ଷେତ୍ରରେ ବିଶେଷ ପ୍ରଦର୍ଶନ ପାଇଁ କୃଷକମାନଙ୍କୁ ପୁରସ୍କାର […]

farmer

farmer

Rakesh Mallick
  • Published: Sunday, 21 February 2016
  • Updated: 21 February 2016, 07:13 AM IST

Sports

Latest News

ମୁମ୍ବାଇ: ଦେଶରେ ଅସହିଷ୍ଣୁତା ବୃଦ୍ଧି ପାଉଥିବା ଅଭିଯୋଗ କରି ଅନେକ ଲେଖକ ଓ କଳାକାର ପୁରସ୍କାର ଫେରାଇ ଥିବା ବେଳେ ଏବେ ମହାରାଷ୍ଟ୍ରର ଚାଷୀମାନେ ପୁରସ୍କାର ଫେରାଇବା ଭଳି ପଦକ୍ଷେପ ଉଠାଇଛନ୍ତି। ରାଜ୍ୟର ମରାଠାୱାଡ଼ାର ମରୁଡ଼ି ପ୍ରଭାବିତ ଚାଷୀମାନେ ସେମାନେ ଗ୍ରହଣ କରିଥିବା ପୁରସ୍କାର ଫେରାଇବାକୁ ନିଷ୍ପତ୍ତି ନେଇଛନ୍ତି। ଚାଷୀଙ୍କ ପ୍ରତି ସରକାର ସମ୍ବେଦନଶୀଳ ନ ଥିବା ଅଭିଯୋଗ କରି ସେମାନେ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଇଛି। କୃଷି କ୍ଷେତ୍ରରେ ବିଶେଷ ପ୍ରଦର୍ଶନ ପାଇଁ କୃଷକମାନଙ୍କୁ ପୁରସ୍କାର ଦିଆଯାଇଥାଏ।

ଜଣେ ଚାଷୀ ନିଜ ପୁରସ୍କାର ସହିତ ୧୦ ହଜାର ଟଙ୍କାର ଚେକ୍‌କୁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍‌ଙ୍କ ନିକଟକୁ ପଠାଇ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story