ଇଭିଏମ୍‌ ଗୋଟେ ଚୋର ମେସିନ୍‌: ଫାରୁକ୍‌ ଅବ୍‌ଦୁଲ୍ଲା

କୋଲକତା: ସାଧାରଣ ନିର୍ବାଚନ ପୂର୍ବରୁ କୋଲକତାଠାରେ ମମତା ବାନାର୍ଜୀଙ୍କ ଶକ୍ତି ପ୍ରଦର୍ଶନ ‘ୟୁନାଇଟେଡ୍‌ ଇଣ୍ଡିଆ ରାଲି’ ଅବସରରେ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବ୍‌ଦୁଲ୍ଲା ଭୋଟ୍‌ ଗ୍ରହଣରେ ସ୍ୱଚ୍ଛତା ପାଇଁ ବ୍ୟାଲଟ୍‌ ପେପରରେ ନିର୍ବାଚନକୁ ଗୁରୁତ୍ୱ ଦେବାକୁ ଆହ୍ୱାନ କରିଛନ୍ତି । ସେ ଇଭିଏମ୍‌ ମେସିନ୍‌କୁ ‘ଚୋର’ କହିବା ସହିତ ଏହି ନ୍ୟାସନାଲ କନ୍‌ଫରେନ୍ସ ନେତା କହିଛନ୍ତି, ପୃଥିବୀର ଅନ୍ୟ କୌଣସି ରାଷ୍ଟ୍ର ଏହି ମେସିନ୍‌ ବ୍ୟବହାର କରୁନାହାନ୍ତି। ସେ କହିଛନ୍ତି, “ଇଭିଏମ୍‌ ଏକ ଚୋର […]

faruk-abdulla

faruk-abdulla

Subrat Kumar Nayak
  • Published: Saturday, 19 January 2019
  • Updated: 19 January 2019, 04:47 PM IST

Sports

Latest News

କୋଲକତା: ସାଧାରଣ ନିର୍ବାଚନ ପୂର୍ବରୁ କୋଲକତାଠାରେ ମମତା ବାନାର୍ଜୀଙ୍କ ଶକ୍ତି ପ୍ରଦର୍ଶନ ‘ୟୁନାଇଟେଡ୍‌ ଇଣ୍ଡିଆ ରାଲି’ ଅବସରରେ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବ୍‌ଦୁଲ୍ଲା ଭୋଟ୍‌ ଗ୍ରହଣରେ ସ୍ୱଚ୍ଛତା ପାଇଁ ବ୍ୟାଲଟ୍‌ ପେପରରେ ନିର୍ବାଚନକୁ ଗୁରୁତ୍ୱ ଦେବାକୁ ଆହ୍ୱାନ କରିଛନ୍ତି । ସେ ଇଭିଏମ୍‌ ମେସିନ୍‌କୁ ‘ଚୋର’ କହିବା ସହିତ ଏହି ନ୍ୟାସନାଲ କନ୍‌ଫରେନ୍ସ ନେତା କହିଛନ୍ତି, ପୃଥିବୀର ଅନ୍ୟ କୌଣସି ରାଷ୍ଟ୍ର ଏହି ମେସିନ୍‌ ବ୍ୟବହାର କରୁନାହାନ୍ତି।

ସେ କହିଛନ୍ତି, “ଇଭିଏମ୍‌ ଏକ ଚୋର ମେସିନ୍‌। ଆମେ ଇଲେକସନ୍‌ କମିଶନ୍‌ ଅଫ୍‌ ଇଣ୍ଡିଆଙ୍କୁ ଏବଂ ରାଷ୍ଟ୍ରପତିଙ୍କୁ ଭେଟି ଏହି ମେସିନ୍‌ ବ୍ୟବହାର ବନ୍ଦ କରିବାକୁ ଦାବି କରିବା ଉଚିତ।” ଇଭିଏମ୍‌ରେ ଟ୍ୟାମ୍ପରିଂ ହେଉଥିବା ଅଭିଯୋଗ ହେଉଥିବାରୁ ଏହାକୁ ବନ୍ଦ କରି ଆଗାମୀ ଲୋକସଭା ନିର୍ବାଚନରେ ପୁଣି ବ୍ୟାଲଟ୍‌ ପେପର ବ୍ୟବହାର କରିବା ଉଚିତ ବୋଲି ଅନେକ ବିରୋଧୀ ଦଳ ଅଭିଯୋଗ କରିଆସୁଛନ୍ତି।

ଅନ୍ୟପକ୍ଷରେ ନିର୍ବାଚନ କମିଶନର୍‌ ସୁନୀଲ ଅରୋରା କହିଛନ୍ତି, ରାଜନୀତିକ ଦଳମାନେ ‘ଇଭିଏମ୍‌’କୁ ଫୁଟ୍‌ବଲ୍‌ ଭାବୁଛନ୍ତି, ଯେତେବେଳେ ନିର୍ବାଚନରେ କେହି ହାରୁଛନ୍ତି ଇଭିଏମ୍‌କୁ ଦାୟୀ କରୁଛନ୍ତି। ଏହା ସମ୍ପୂର୍ଣ୍ଣ ଠିକ୍‌ ବ୍ୟବସ୍ଥା ବୋଲି ବାରମ୍ବାର ପ୍ରମାଣିତ ହୋଇସାରିଛି।

ବ୍ୟାଲଟ୍‌ ପେପରକୁ ଫେରିବା ବାବଦରେ ସେ କହିଛନ୍ତି, ଏପରି କହିବା ଅର୍ଥହୀନ ଲାଗୁଛି। କାରଣ ଭିଭିପ୍ୟାଟ୍‌ ୟୁନିଟ୍‌ ଏହି ସନ୍ଦେହ ଦୂର କରିବା ପାଇଁ ଯଥେଷ୍ଟ। ମୁକ୍ତ ଓ ସ୍ୱଚ୍ଛ ନିବାଚନ ପାଇଁ ନିର୍ବାଚନ କମିଶନ୍‌ ସଂକଳ୍ପବଦ୍ଧ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story