ସୀମା ଡେଇଁଲା ମେଡିକାଲ ଶୋଷଣ: ଡେଙ୍ଗୁ ଚିକିତ୍ସା ପାଇଁ ୧୫ ଦିନରେ ବିଲ୍ ୧୬ ଲକ୍ଷ

ନୂଆଦିଲ୍ଲୀ:ରୋଗୀ ଏବଂ ସମ୍ପର୍କୀୟଙ୍କୁ ଶୋଷଣ କରିବାରେ ଘରୋଇ ମେଡିକାଲ ଗୁଡ଼ିକ କେମିତି ଚରମ ସୀମାରେ ପହଞ୍ଚି ପାରନ୍ତି ତାର ଦୃଷ୍ଟାନ୍ତ ଗୁଡ଼ଗାଁଓରେ ଦେଖିବାକୁ ମିଳିଛି। ଡେଙ୍ଗୁ ପୀଡ଼ିତ ଜଣେ ୭ ବର୍ଷୀୟ ବାଳିକାଙ୍କ ବାପାଙ୍କ ଠାରୁ ଫର୍ଟିସ୍‌ ମେମୋରିଆଲ୍‌ ରିସର୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ୧୬ ଲକ୍ଷ ଟଙ୍କା ବିଲ କରିଥିବା ଅଭିଯୋଗ ହୋଇଛି। ଝିଅଟି ମାତ୍ର ୧୫ ଦିନ ଆଇସିୟୁରେ ରହିଥିବା କାରଣରୁ ଏଥିପାଇଁ ୧୬ ଲକ୍ଷ ଟଙ୍କା  ଦାବି କରାଯାଇଥିବା ଅଭିଯୋଗ ହୋଇଛି। ତେବେ ଏତେ ଟଙ୍କା […]

adya

adya

Rakesh Mallick
  • Published: Tuesday, 21 November 2017
  • Updated: 21 November 2017, 01:39 PM IST

Sports

Latest News

ନୂଆଦିଲ୍ଲୀ:ରୋଗୀ ଏବଂ ସମ୍ପର୍କୀୟଙ୍କୁ ଶୋଷଣ କରିବାରେ ଘରୋଇ ମେଡିକାଲ ଗୁଡ଼ିକ କେମିତି ଚରମ ସୀମାରେ ପହଞ୍ଚି ପାରନ୍ତି ତାର ଦୃଷ୍ଟାନ୍ତ ଗୁଡ଼ଗାଁଓରେ ଦେଖିବାକୁ ମିଳିଛି। ଡେଙ୍ଗୁ ପୀଡ଼ିତ ଜଣେ ୭ ବର୍ଷୀୟ ବାଳିକାଙ୍କ ବାପାଙ୍କ ଠାରୁ ଫର୍ଟିସ୍‌ ମେମୋରିଆଲ୍‌ ରିସର୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ୧୬ ଲକ୍ଷ ଟଙ୍କା ବିଲ କରିଥିବା ଅଭିଯୋଗ ହୋଇଛି। ଝିଅଟି ମାତ୍ର ୧୫ ଦିନ ଆଇସିୟୁରେ ରହିଥିବା କାରଣରୁ ଏଥିପାଇଁ ୧୬ ଲକ୍ଷ ଟଙ୍କା  ଦାବି କରାଯାଇଥିବା ଅଭିଯୋଗ ହୋଇଛି। ତେବେ ଏତେ ଟଙ୍କା ଖର୍ଚ୍ଚ ହେବା ସତ୍ତ୍ୱେ ଝିଅଟିକୁ ହସପିଟାଲ କର୍ତ୍ତୃପକ୍ଷ ବଞ୍ଚାଇ ପାରି ନଥିଲେ। ବରଂ ଶେଷ ମୁହୁର୍ତ୍ତରେ ପୀଡ଼ିତାଙ୍କୁ ଅନ୍ୟ ଏକ ହସପିଟାଲକୁ ସ୍ଥାନାନ୍ତର ପାଇଁ କୁହାଯାଇଥିଲା। ଅନ୍ୟ ଏକ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର ହେବା ବେଳେ ତା’ର ମୃତ୍ୟୁ ଘଟିଥିଲା। ହସପିଟାଲ ପକ୍ଷରୁ କରାଯାଥିବା ଏତେ ପରିମାଣର ବିଲ ନେଇ ଟ୍ୱିଟ୍ ହୋଇଥିବା ବେଳେ ଏହାର ରି-ଟ୍ୱିଟ୍ୱରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।  ପ୍ରାୟ ୯୦୦୦ ରି-ଟ୍ୱିଟ୍ୱ ହୋଇ ସମ୍ପୃକ୍ତ ମେଡିକାଲ ବିରୋଧରେ ପ୍ରବଳ ଅସନ୍ତୋଷ ଜାହିର କରିଛନ୍ତି ଲୋକେ। ଏହି ଘଟଣାରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହସ୍ତକ୍ଷେପ କରିଛନ୍ତି। ସମ୍ପୃକ୍ତ ମେଡିକାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଟ୍ୱିଟ୍ୱରରେ ପ୍ରତିକ୍ରିୟା ଆସିବା ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ସୋମବାର ଏନେଇ ସବିଶେଷ ତଥ୍ୟ ମାଗିଛନ୍ତି। ସେପଟେ ସମ୍ପୃକ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଫର୍ଟିସ୍‌ କର୍ତ୍ତୃପକ୍ଷ  । ମେଡିକାଲ ପକ୍ଷରୁ କୌଣସି ତ୍ରୁଟି ହୋଇ ନ ଥିବା କର୍ତ୍ତୃପକ୍ଷ କୈଫତ ଦେଇଛନ୍ତି।

ସୂଚନା ଅନୁଯାୟୀ, ଦ୍ୱାରକାରେ ରହୁଥିବା ଜୟନ୍ତ ସିଂ ନାମକ ଜଣେ ବ୍ୟକ୍ତିଙ୍କ ୭ ବର୍ଷର ଝିଅ ଆଦ୍ୟାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ  ଗତ ଅଗଷ୍ଟ ୨୯ରେ ଦ୍ୱାରକାର ରକ ଲ୍ୟାଣ୍ଡ ହସପିଟାଲରେ ଭର୍ତ୍ତି କରାଯାଥିଲା। ଅଗଷ୍ଟ ୩୧ରେ ଆଦ୍ୟା ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଚହ୍ନଟ କରାଯାଇ ଥିଲା । ଅବସ୍ଥା ସାଂଘାତିକ ହେବାରୁ ଆଦ୍ୟାଙ୍କୁ ଫର୍ଟିସ୍‌ ମେମୋରିଆଲ୍‌ ରିସର୍ଚ ଇନ୍‌ଷ୍ଟିଚ୍ୟୁଟ୍‌କୁ ସ୍ଥାନାନ୍ତର କରାଯାଇଥିଲା। ସେପ୍ଟେମ୍ବର ୧୪ରେ ଆଦ୍ୟାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଏହା ପୂର୍ବରୁ ତାଙ୍କୁ ଆଇସିୟୁରେ ରଖାଯାଇଥିଲା।

ତେବେ ସେପ୍ଟେମ୍ବର ୧୫ରେ ଆଦ୍ୟାଙ୍କ ମୃତ୍ୟୁ ଘଟିଥିଲା। ତେବେ ଶେଷ ୧୫ ଦିନରେ ମେଡିକାଲ ପକ୍ଷରୁ ଚିକିତ୍ସା ପାଇଁ  ପ୍ରାୟ ୧୬ ଲକ୍ଷ ଟଙ୍କାର ବିଲ କରାଯାଇ ଥିଲା। ଏହି ଘଟଣା ମୃତ ଝିଅର ବାପ ତାଙ୍କର ଜଣେ ବନ୍ଧୁଙ୍କୁ କହିବାରୁ ସେ ଏ ସମ୍ପର୍କରେ ଟ୍ୱିଟ୍‌ କରି ଘଟଣାକୁ ଲୋକଲୋଚନକୁ ଆଣିଥିଲେ । ଏନେଇ ମେଡିକାଲ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। କୁହାଯାଇଛି ଝିଅର ମୃତ୍ୟୁ ଦୁଇ ମାସ ପୂର୍ବରୁ ହୋଇଥିବା ବେଳେ ଏବେ କାହିଁକି ଅଭିଯୋଗ ଉଠୁଛି।  ତେଣୁ ଷଡ଼ଯନ୍ତ୍ର କରି ମେଡିକାଲକୁ ବଦନାମ କରିବା ପାଇଁ ଅପଚେଷ୍ଟା କରାଯାଇଛି ବୋଲି ଫର୍ଟିସ୍‌ କର୍ତ୍ତୃପକ୍ଷ ପାଲଟା ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story