ଏଫବିଆଇ ରିପୋର୍ଟ: ସୁନନ୍ଦା ପୁଷ୍କରଙ୍କ ଶରୀରରେ ବିଷକ୍ରିୟା ହୋଇନାହିଁ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଶଶି ଥରୁରଙ୍କ ପତ୍ନୀ ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁ ଘଟଣାରେ ଏଫବିଆଇ ଫୋରନସିକ୍ ରିପୋର୍ଟ ଦିଲ୍ଲୀ ପୋଲିସକୁ ଦେଇଛି। ପ୍ରାୟ ୯ମାସ ପରେ ଆମେରିକା ଯାଞ୍ଚ ଏଜେନ୍ସି ପ୍ରଦାନ କରିଥିବା ରିପୋର୍ଟରେ ସୁନନ୍ଦାଙ୍କ ଶରୀରରେ ବିଷକ୍ରିୟା ହୋଇ ନ ଥିବା ସ୍ପଷ୍ଟ କରାଯାଇଛି। ଦିଲ୍ଲୀ କମିଶନର କହିଛନ୍ତି ଯେ, ଏଫବିଆଇ ପଠାଇଥିବା ରିପୋର୍ଟ ପାଇଛୁ। ଏହି ରିପୋର୍ଟର ଯାଞ୍ଚ କରାଯାଉଛି। ଆବଶ୍ୟକ ପଡ଼ିଲେ ସୁନ୍ଦାଙ୍କ ସ୍ୱାମୀ ଶଶି ଥରୁରଙ୍କୁ ପଚାରାଉଚରା କରାଯାଇପାରେ। ସୂଚନାଯୋଗ୍ୟ, ୧୭ […]

pp

pp

Rakesh Mallick
  • Published: Wednesday, 11 November 2015
  • Updated: 11 November 2015, 08:52 AM IST

Sports

Latest News

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଶଶି ଥରୁରଙ୍କ ପତ୍ନୀ ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁ ଘଟଣାରେ ଏଫବିଆଇ ଫୋରନସିକ୍ ରିପୋର୍ଟ ଦିଲ୍ଲୀ ପୋଲିସକୁ ଦେଇଛି। ପ୍ରାୟ ୯ମାସ ପରେ ଆମେରିକା ଯାଞ୍ଚ ଏଜେନ୍ସି ପ୍ରଦାନ କରିଥିବା ରିପୋର୍ଟରେ ସୁନନ୍ଦାଙ୍କ ଶରୀରରେ ବିଷକ୍ରିୟା ହୋଇ ନ ଥିବା ସ୍ପଷ୍ଟ କରାଯାଇଛି।
ଦିଲ୍ଲୀ କମିଶନର କହିଛନ୍ତି ଯେ, ଏଫବିଆଇ ପଠାଇଥିବା ରିପୋର୍ଟ ପାଇଛୁ। ଏହି ରିପୋର୍ଟର ଯାଞ୍ଚ କରାଯାଉଛି। ଆବଶ୍ୟକ ପଡ଼ିଲେ ସୁନ୍ଦାଙ୍କ ସ୍ୱାମୀ ଶଶି ଥରୁରଙ୍କୁ ପଚାରାଉଚରା କରାଯାଇପାରେ। ସୂଚନାଯୋଗ୍ୟ, ୧୭ ଜାନୁୟାରୀ ୨୦୧୪ରେ ସୁନନ୍ଦା ପୁଷ୍କରଙ୍କ ମୃତଦେହ ଲୀଳା ପ୍ୟାଲେସରୁ ଉଦ୍ଧାର କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story