ମୁହଁ ଖୋଲିଲେ ମନମୋହନ: କହିଲେ,ମୋଦି ବାଉଳା ହେଉଛନ୍ତି

ନୂଆଦିଲ୍ଲୀ: ଗୁଜୁରାଟ ନିର୍ବାଚନ ସମ୍ପର୍କରେ ପାକିସ୍ଥାନର କିଛି ନେତାଙ୍କ ସହ ସଲାସୁତରା କରିଛି କଂଗ୍ରେସ। ଏଥିପାଇଁ ନିକଟରେ ଏକ ଗୁପ୍ତ ବୈଠକର ମଧ୍ୟ ଆୟୋଜନ ହୋଇଥିଲା ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିର୍ବାଚନୀ ସଭାରେ ମୋଦିଙ୍କ ଏହି ଭାଷଣ ପରେ କଂଗ୍ରେସ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଥିବା ବେଳେ ପୂର୍ବତମ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ନିଜ ମୌନ ଭାଙ୍ଗି ଏମିତି କିଛି କହିଛନ୍ତି, ଯାହା ଶୁଣିଲେ ଆପଣ ଚକିତ ହେବେ। ସେ ନିଜ ମନ୍ତବ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ […]

manmohan-modi-collage_647_081616082241

manmohan-modi-collage_647_081616082241

Rakesh Mallick
  • Published: Monday, 11 December 2017
  • Updated: 11 December 2017, 07:08 PM IST

Sports

Latest News

ନୂଆଦିଲ୍ଲୀ: ଗୁଜୁରାଟ ନିର୍ବାଚନ ସମ୍ପର୍କରେ ପାକିସ୍ଥାନର କିଛି ନେତାଙ୍କ ସହ ସଲାସୁତରା କରିଛି କଂଗ୍ରେସ। ଏଥିପାଇଁ ନିକଟରେ ଏକ ଗୁପ୍ତ ବୈଠକର ମଧ୍ୟ ଆୟୋଜନ ହୋଇଥିଲା ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିର୍ବାଚନୀ ସଭାରେ ମୋଦିଙ୍କ ଏହି ଭାଷଣ ପରେ କଂଗ୍ରେସ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଥିବା ବେଳେ ପୂର୍ବତମ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ନିଜ ମୌନ ଭାଙ୍ଗି ଏମିତି କିଛି କହିଛନ୍ତି, ଯାହା ଶୁଣିଲେ ଆପଣ ଚକିତ ହେବେ। ସେ ନିଜ ମନ୍ତବ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି।

“ଗୁଜୁରାଟ ନିର୍ବାଚନରେ ଏଥର କଂଗ୍ରେସର ବିଜୟ ସୁନିଶ୍ଚିତ। ଏକଥା ହୃଦୟଙ୍ଗମ୍‌ କରି ସାରିଲେଣି ପ୍ରଧାନମନ୍ତ୍ରୀ। ଏଣୁ ଯେତେ ଯାହା କହିଲେ ବି ହାରିଯିବାର ଭୟରେ ମୋଦି ଏବେ ବାଉଳା ହେଉଛନ୍ତି” ବୋଲି ମନମହୋହନ କହିଛନ୍ତି। କଂଗ୍ରେସ ନେତା ମଣିଶଙ୍କର ଆୟାର ନିକଟରେ ମୋଦିଙ୍କୁ ‘ନିଚ୍ଚା ଆଦମୀ’ ବୋଲି ସମ୍ୱୋଧିତ କରିଥିଲେ। ଏହାର ଠିକ୍‌ ଦିନକ ପୂର୍ବରୁ କଂଗ୍ରେସର କିଛି ନେତା ଗୁପ୍ତ ବୈଠକରେ ସମ୍ମିଳୀତ ହୋଇଥିଲେ। ତେବେ  ଏହି ବୈଠକରେ ଭାରତ ପାକ୍‌ ସମ୍ପର୍କରେ ସୁଧାର କିଭଳି ଆସିବ ସେ ନେଇ ଆଲୋଚନା ହୋଇଥିଲା ବୋଲି କହିଛନ୍ତି ଏଥିରେ ସାମିଲ ଥିବା ଜଣେ ପୂର୍ବ ରାଜନୈତିକ। ଏଣୁ ମୋଦି ଅଯଥା ଓ ବିଭ୍ରାନ୍ତିକର କଥା କହି ନିଜ ଟେନ୍‌ସନ୍‌ ହାଲୁକା କରିବାକୁ ଚେଷ୍ଟା କରୁଛନ୍ତି ବୋଲି କଂଗ୍ରେସ ନେତାଙ୍କ କଥାରୁ ପ୍ରକାଶ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story