ଫିଲ୍ମ ନିର୍ଦ୍ଦେଶକ କଳ୍ପନା ଲାଜମୀଙ୍କ ପରଲୋକ

ମୁମ୍ବାଇ: ଚଳଚ୍ଚିତ୍ର ନିର୍ଦ୍ଦେଶକ କଳ୍ପନା ଲାଜମୀଙ୍କ ପରଲୋକ ହୋଇଯାଇଛି। ଆଜି ଭୋର୍ ପ୍ରାୟ ସାଢ଼େ ୪ଟା ବେଳେ ମୁମ୍ବାଇର ଏକ ଡାକ୍ତରଖାନାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା। ସେ କିଡ୍‌ନୀ କ୍ୟାନସରରେ ପୀଡ଼ିତ ଥିଲେ। ତିନି ବର୍ଷ ହେଲା ତାଙ୍କର ଚିକିତ୍ସା ଚାଲିଥିଲା। କଳ୍ପନା ହେଉଛନ୍ତି ପ୍ରସିଦ୍ଧ ଚିତ୍ରକର ଲଲିତା ଲାଜମୀଙ୍କ ଝିଅ ଓ ପ୍ରସିଦ୍ଧ ନିର୍ଦ୍ଦେଶକ ଗୁରୁ ଦତ୍ତଙ୍କ ଝିଆରୀ। ତାଙ୍କ ମୃତ୍ୟୁରେ ବଲିଉଡ୍‌ର କଳାକାରମାନେ […]

kalpana

kalpana

Jitendra Garnayak
  • Published: Sunday, 23 September 2018
  • Updated: 23 September 2018, 05:03 AM IST

Sports

Latest News

ମୁମ୍ବାଇ: ଚଳଚ୍ଚିତ୍ର ନିର୍ଦ୍ଦେଶକ କଳ୍ପନା ଲାଜମୀଙ୍କ ପରଲୋକ ହୋଇଯାଇଛି। ଆଜି ଭୋର୍ ପ୍ରାୟ ସାଢ଼େ ୪ଟା ବେଳେ ମୁମ୍ବାଇର ଏକ ଡାକ୍ତରଖାନାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା।

ସେ କିଡ୍‌ନୀ କ୍ୟାନସରରେ ପୀଡ଼ିତ ଥିଲେ। ତିନି ବର୍ଷ ହେଲା ତାଙ୍କର ଚିକିତ୍ସା ଚାଲିଥିଲା।

କଳ୍ପନା ହେଉଛନ୍ତି ପ୍ରସିଦ୍ଧ ଚିତ୍ରକର ଲଲିତା ଲାଜମୀଙ୍କ ଝିଅ ଓ ପ୍ରସିଦ୍ଧ ନିର୍ଦ୍ଦେଶକ ଗୁରୁ ଦତ୍ତଙ୍କ ଝିଆରୀ। ତାଙ୍କ ମୃତ୍ୟୁରେ ବଲିଉଡ୍‌ର କଳାକାରମାନେ ଦୁଃଖ ପ୍ରକାଶ କରିଛନ୍ତି।

‘ରୁଦାଲୀ’, ‘ଦମନ’ ଓ ‘ଦରମିୟାନ୍’ ଭଳି ଫିଲ୍ମ ସେ ଦର୍ଶକଙ୍କୁ ଦେଇଥିଲେ।

୧୯୯୩ରେ ସେ ‘ରୁଦାଲି’ ଫିଲ୍ମ ନିର୍ମାଣ କରିଥିଲେ। ଏଥିରେ ଡିମ୍ପଲ୍ କପାଡ଼ିଆ ଅଭିନୟ କରିଥିଲେ। ଡିମ୍ପଲ ମଧ୍ୟ ଏହି ଫିଲ୍ମ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ।

୨୦୦୧ରେ ଆସିଥିବା ସେ ତିଆରି କରିଥିଲେ ‘ଦମନ’। ଏଥିରେ ରବୀନା ଟଣ୍ଡନ ଅଭିନୟ କରିଥିଲେ। ଏହି ଫିଲ୍ମ ପାଇଁ ରବୀନାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା।

୨୦୦୬ରେ କଳ୍ପନା ତାଙ୍କର ଶେଷ ଫିଲ୍ମ ‘ଚିଙ୍ଗାରୀ’ ନିର୍ମାଣ କରିଥିଲେ। ଏଥିରେ ମିଥୁନ୍ ଚକ୍ରବର୍ତ୍ତୀ ଓ ସୁସ୍ମିତା ସେନ୍ ଅଭିନୟ କରିଥିଲେ।

କଳ୍ପନା ଦେଶର ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶକ ଶ୍ୟାମ୍ ବେନେଗଲଙ୍କ ଅଧୀନରେ ସହ ନିର୍ଦ୍ଦେଶକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story