୧.୬ ଲକ୍ଷ କୋଟିର ରେଳ ବଜେଟ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ୨୦୧୯-୨୦ ଆର୍ଥିକ ବର୍ଷରେ ଦେଶର ରେଳ ଭିତ୍ତିଭୂମି ବିକାଶ ପାଇଁ ୧.୬  ଲକ୍ଷ କୋଟି ଟଙ୍କା ପୁଞ୍ଜି ନିବେଶ କରାଯିବ। ମୋଦି ସରକାରଙ୍କ ଶାସନ କାଳରେ ଏହା ଏକ ରେକର୍ଡ। ୨୦୧୮-୧୯ ଆର୍ଥିକ ବର୍ଷରେ ଏହା ୧.୪୮ ଲକ୍ଷ କୋଟି ଟଙ୍କା ଥିଲା। ଆସନ୍ତାବର୍ଷ ଦେଶରେ ୩୬ ହଜାର କିଲୋମିଟର ରେଳ ଧାରଣାର ନବୀକରଣ କରାଯିବ। ସେହିପରି ଦୁଇବର୍ଷ ମଧ୍ୟରେ ୪୨୬୭ଟି ଜଗୁଆଳି ବିହୀନ ଫାଟକ ଉଚ୍ଛେଦ କରାଯିବ ବୋଲି ଗୋୟଲ ଘୋଷଣା […]

3

3

Jagamohan Maharana
  • Published: Friday, 01 February 2019
  • Updated: 01 February 2019, 02:49 PM IST

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ୨୦୧୯-୨୦ ଆର୍ଥିକ ବର୍ଷରେ ଦେଶର ରେଳ ଭିତ୍ତିଭୂମି ବିକାଶ ପାଇଁ ୧.୬  ଲକ୍ଷ କୋଟି ଟଙ୍କା ପୁଞ୍ଜି ନିବେଶ କରାଯିବ। ମୋଦି ସରକାରଙ୍କ ଶାସନ କାଳରେ ଏହା ଏକ ରେକର୍ଡ। ୨୦୧୮-୧୯ ଆର୍ଥିକ ବର୍ଷରେ ଏହା ୧.୪୮ ଲକ୍ଷ କୋଟି ଟଙ୍କା ଥିଲା।

ଆସନ୍ତାବର୍ଷ ଦେଶରେ ୩୬ ହଜାର କିଲୋମିଟର ରେଳ ଧାରଣାର ନବୀକରଣ କରାଯିବ। ସେହିପରି ଦୁଇବର୍ଷ ମଧ୍ୟରେ ୪୨୬୭ଟି ଜଗୁଆଳି ବିହୀନ ଫାଟକ ଉଚ୍ଛେଦ କରାଯିବ ବୋଲି ଗୋୟଲ ଘୋଷଣା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story