୧୬ ବର୍ଷର ପ୍ରେମ ସମ୍ପର୍କକୁ ବିବାହର ରୂପ ଦେଲେ ପ୍ରଧାନମନ୍ତ୍ରୀ, ରହିଛି ଦୁଇ ବର୍ଷର ଝିଅ

ହେଲସିଙ୍କି: ଦୀର୍ଘ ୧୬ ବର୍ଷ ଧରି ଯେଉଁ ବ୍ୟକ୍ତିଙ୍କୁ ଭଲ ପାଉଥିଲେ ଓ ତାଙ୍କ ସହ ଏକାଠି ରହୁଥିଲେ ଶେଷରେ କରୋନା ମହାମାରୀ ଭିତରେ ତାଙ୍କୁ ସବୁଦିନ ପାଇଁ ନିଜ ଜୀବନ ସାଥୀ ଭାବେ ବାଛି ନେଇଛନ୍ତି ଫିନଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ସାନା ମାରିନ। ସାନାଙ୍କୁ ମାତ୍ର ୩୪ ବର୍ଷ। ସେ ବିଶ୍ୱର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ହେବାର ଖ୍ୟାତି ମଧ୍ୟ ଅର୍ଜନ କରିଛନ୍ତି। ସାନା ପୂର୍ବତନ ଫୁଟବଲ ଖେଳାଳି ମାରକୁସ ରାଇକୋନେନଙ୍କୁ ବିବାହ କରିଛନ୍ତି। ମାରକୁସ ଓ ସାନା […]

f

f

Hemant Lenka
  • Published: Tuesday, 04 August 2020
  • Updated: 04 August 2020, 02:40 PM IST

Sports

Latest News

ହେଲସିଙ୍କି: ଦୀର୍ଘ ୧୬ ବର୍ଷ ଧରି ଯେଉଁ ବ୍ୟକ୍ତିଙ୍କୁ ଭଲ ପାଉଥିଲେ ଓ ତାଙ୍କ ସହ ଏକାଠି ରହୁଥିଲେ ଶେଷରେ କରୋନା ମହାମାରୀ ଭିତରେ ତାଙ୍କୁ ସବୁଦିନ ପାଇଁ ନିଜ ଜୀବନ ସାଥୀ ଭାବେ ବାଛି ନେଇଛନ୍ତି ଫିନଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ସାନା ମାରିନ। ସାନାଙ୍କୁ ମାତ୍ର ୩୪ ବର୍ଷ। ସେ ବିଶ୍ୱର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ହେବାର ଖ୍ୟାତି ମଧ୍ୟ ଅର୍ଜନ କରିଛନ୍ତି।

ସାନା ପୂର୍ବତନ ଫୁଟବଲ ଖେଳାଳି ମାରକୁସ ରାଇକୋନେନଙ୍କୁ ବିବାହ କରିଛନ୍ତି। ମାରକୁସ ଓ ସାନା ୧୮ ବର୍ଷ ବୟସରେ ଥିବା ବେଳେ ପ୍ରଥମେ ପରସ୍ପରକୁ ଭେଟିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ମଧ୍ୟ ଗଢ଼ି ଉଠିଥିଲା। ଦୁଇ ବର୍ଷ ତଳେ ସାନା ବିବାହ ନ କରି ମଧ୍ୟ ଏକ କନ୍ୟା ସନ୍ତାନର ମା’ ହୋଇଥିଲେ।

ଝିଅକୁ ଦୁଇ ବର୍ଷ ହେବା ପରେ ମାରକୁସ ଓ ସାନା ପରସ୍ପରକୁ ବିବାହ କରିଛନ୍ତି। ଏଥିପାଇଁ ରାଜଧାନୀ ହେଲସିଙ୍କି ଠାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ମହାମାରୀ କରୋନା ଭାଇରସକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀଙ୍କ ବିବାହ କାର୍ଯ୍ୟକ୍ରମରେ ମାତ୍ର ୪୦ ଜଣ ଅତିଥିଙ୍କୁ ଯୋଗଦେବା ପାଇଁ ନିମନ୍ତ୍ରଣ କରାଯାଇଥିଲା।

ବିବାହ ପରେ ସାନା ନିଜ ସ୍ୱାମୀଙ୍କ ସହ ଉଠାଇଥିବା ଫଟୋକୁ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏହାର କ୍ୟାପସନରେ ସେ ଲେଖିଛନ୍ତି, ଗତକାଲି(୨ତାରିଖ)ରେ ଆମେ ପରସ୍ପରକୁ ହଁ କହିଛୁ। ମୁଁ ବହୁତ ଖୁସି। ମୁଁ ଏମିତି ଜଣେ ବ୍ୟକ୍ତିଙ୍କୁ ମୋ ଜୀବନ ସାଥୀ ଭାବେ ପାଇଛି, ଯାହାକୁ ମୁଁ ଦୀର୍ଘ ବର୍ଷ ହେଲାଣି ଭଲ ପାଉଥିଲି। ଆମେ ଏକାଠି ଅନେକ କିଛି ଦେଖିଛୁ ଓ ଅନୁଭବ ମଧ୍ୟ କରିଛୁ। ସୁଖ ଠାରୁ ଆରମ୍ଭ କରି ଦୁଃଖ ସମୟରେ ମୋ ସହିତ ରହିଥିବାରୁ ଧନ୍ୟବାଦ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story