ବଲିଉଡ୍ ଗାୟକ ଅଭିଜିତ୍‌ଙ୍କ ନାଁରେ ଥାନାରେ ମାମଲା, ମହିଳା ଆଣିଲେ ଏମିତି ଅଭିଯୋଗ

ମୁମ୍ବାଇ: ବଲିଉଡ୍‌ର ପ୍ଲେବ୍ୟାକ୍‌ ସିଙ୍ଗର ଅଭିଜିତ୍ ଭଟ୍ଟାଚାର୍ଯ୍ୟ ପୁଣି ଥରେ ବିବାଦ ଘେରକୁ ଆସିଛନ୍ତି। ଏଥର ଜଣେ ମହିଳା ତାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ ମୁମ୍ବାଇର ଅମ୍ବେଲି ଥାନାରେ ଅଭିଜିତ୍‌ଙ୍କ ନାଁରେ ଏକ ମାମଲା ରୁଜୁ ହୋଇଛି। ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ଯେ ଫୋନ୍‌ରେ କଥାବାର୍ତ୍ତା ବେଳେ ଅଭିଜିତ୍‌ ତାଙ୍କୁ ଅଭଦ୍ର ଭାଷାରେ ଗାଳି ଦେଇଥିଲେ। ପୁଲିସ୍ କହିଛି, ସୋସାଇଟିରେ ହେଉଥିବା ଡ୍ରିଲିଂ କାମକୁ ନେଇ ଅଭିଜିତ୍‌ଙ୍କ ସହ ଉକ୍ତ ମହିଳାଙ୍କର […]

abhijeet

abhijeet

Ordigital Desk
  • Published: Thursday, 16 August 2018
  • Updated: 16 August 2018, 01:45 PM IST

ମୁମ୍ବାଇ: ବଲିଉଡ୍‌ର ପ୍ଲେବ୍ୟାକ୍‌ ସିଙ୍ଗର ଅଭିଜିତ୍ ଭଟ୍ଟାଚାର୍ଯ୍ୟ ପୁଣି ଥରେ ବିବାଦ ଘେରକୁ ଆସିଛନ୍ତି। ଏଥର ଜଣେ ମହିଳା ତାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ ମୁମ୍ବାଇର ଅମ୍ବେଲି ଥାନାରେ ଅଭିଜିତ୍‌ଙ୍କ ନାଁରେ ଏକ ମାମଲା ରୁଜୁ ହୋଇଛି।

ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ଯେ ଫୋନ୍‌ରେ କଥାବାର୍ତ୍ତା ବେଳେ ଅଭିଜିତ୍‌ ତାଙ୍କୁ ଅଭଦ୍ର ଭାଷାରେ ଗାଳି ଦେଇଥିଲେ।

abhijeetପୁଲିସ୍ କହିଛି, ସୋସାଇଟିରେ ହେଉଥିବା ଡ୍ରିଲିଂ କାମକୁ ନେଇ ଅଭିଜିତ୍‌ଙ୍କ ସହ ଉକ୍ତ ମହିଳାଙ୍କର ଫୋନ୍‌ରେ କଥା କଟାକଟି ହୋଇଥିଲା। ତା’ପରେ ଅଭିଜିତ୍ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ ବୋଲି ଅଭିଯୋଗ ହୋଇଛି।

ତେବେ ଏ ଅଭିଯୋଗ ସମ୍ପୂର୍ଣ୍ଣ ମିଛ ବୋଲି କହିଛନ୍ତି ଅଭିଜିତ୍। ସେ କହିଛନ୍ତି ଯେ ଉକ୍ତ ମହିଳା ଜଣକ ତାଙ୍କୁ ଟଙ୍କା ଦେବାକୁ ଧମକ ଦେଇଥିଲେ।

ଅଭିଜିତ୍ ଆହୁରି ଅଭିଯୋଗ କରିଛନ୍ତି ଯେ ସେ ମହିଳା ଜଣକ ଦ୍ୱିତୀୟ ମହଲାରେ ଅବୈଧ ନିର୍ମାଣ କରିଛନ୍ତି। ପୁଲିସ୍‌ ଏହି ମାମଲାର ଯାଞ୍ଚ କରି ତଥ୍ୟ ସଂଗ୍ରହ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story