ଆର୍ଚିସ୍ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ପଶ୍ଚିମ ଦିଲ୍ଲୀର ନାରାୟାଣା ଶିଳ୍ପାଞ୍ଚଳରେ ଥିବା ଏକ ଆର୍ଚିସ୍ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଆଜି ସକାଳ ୭ଟା ୧୦ ମିନିଟ୍‌ରେ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଥିଲା। ୨୦ଟି ଅଗ୍ନିଶମ ଗାଡ଼ିକୁ ନିଆଁ ଲିଭାରେ ନିଯୋଜିତ କରାଯାଇଥିଲା। ନିଆଁରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି। ଫ୍ୟାକ୍ଟ୍ରିରେ ନିଆଁ ଲାଗିବା ଯୋଗୁ ଆଖପାଖ ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା। ଗତକାଲି ବି ପଶ୍ଚିମପୁରୀ ଅଞ୍ଚଳରେ ନିଆଁ ଲାଗି ୨୫୦ଟି ଝୁମ୍ପଡ଼ି ଘର ଜଳି ପାଉଁଶ ହୋଇଯାଇଥିଲା। ନିଆଁ ଲିଭାଇବା ପାଇଁ […]

_fire_0000000000000

_fire_0000000000000

Tapaswini Nayak
  • Published: Thursday, 14 February 2019
  • Updated: 14 February 2019, 12:37 PM IST

Sports

Latest News

ନୂଆଦିଲ୍ଲୀ: ପଶ୍ଚିମ ଦିଲ୍ଲୀର ନାରାୟାଣା ଶିଳ୍ପାଞ୍ଚଳରେ ଥିବା ଏକ ଆର୍ଚିସ୍ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଆଜି ସକାଳ ୭ଟା ୧୦ ମିନିଟ୍‌ରେ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଥିଲା। ୨୦ଟି ଅଗ୍ନିଶମ ଗାଡ଼ିକୁ ନିଆଁ ଲିଭାରେ ନିଯୋଜିତ କରାଯାଇଥିଲା। ନିଆଁରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି। ଫ୍ୟାକ୍ଟ୍ରିରେ ନିଆଁ ଲାଗିବା ଯୋଗୁ ଆଖପାଖ ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା।

ଗତକାଲି ବି ପଶ୍ଚିମପୁରୀ ଅଞ୍ଚଳରେ ନିଆଁ ଲାଗି ୨୫୦ଟି ଝୁମ୍ପଡ଼ି ଘର ଜଳି ପାଉଁଶ ହୋଇଯାଇଥିଲା। ନିଆଁ ଲିଭାଇବା ପାଇଁ ୨୮ଟି ଦମକଳ ଗାଡ଼ି ନିୟୋଜିତ କରାଯାଇଥିଲା। ସର୍ଟସର୍କିଟକୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଥିଲା।

ସେହିପରି ମଙ୍ଗଳବାର ଦିଲ୍ଲୀର କରୋଲବାଗ ଅଞ୍ଚଳରେ ଏକ ହୋଟେଲରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୧୭ଜଣଙ୍କ ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos