ବାପୁଜୀ ନଗର କେମିକାଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ, ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍

ବେଙ୍ଗାଲୁରୁ: ମଙ୍ଗଳବାର ଅପରାହ୍ନରେ ଏକ କେମିକାଲ କାରଖାନାରେ ଅଗ୍ନିକାଣ୍ଡ ଘଟିଛି। ଏହି କାରଖାନା ବେଙ୍ଗାଲୁରୁ ସ୍ଥିତ ବାପୁଜୀ ନାଗରରେ ଘଟିଛି। କାରଖାନାଟି ନୂଆ ଗୁଡଦହଲିରେ ଥିବା ମହାଦେବ ସ୍କୁଲ୍ ନିକଟରେ ରହିଛି। କାରଖାନାଟି ଆବାସିକ ଅଞ୍ଚଳରେ ରହିଛି। ତେବେ ଖବର ପାଇ ନିଆଁକୁ ଆୟତ୍ତ କରିବାକୁ ପାଞ୍ଚଟି ଅଗ୍ନିଶମ ଟିମ୍ ପହଞ୍ଚିଛନ୍ତି। କାରଖାନାରେ ଥିବା ଚାରି ଜଣ ଶ୍ରମିକ ଆହତ ହୋଇଥିବା ବେଳେ ସମସ୍ତେ ସୁରକ୍ଷିତ ଭାବରେ ଉଦ୍ଧାର ହୋଇଛନ୍ତି। ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି। […]

blast

blast

Subhransu Sekhar
  • Published: Tuesday, 10 November 2020
  • Updated: 10 November 2020, 04:14 PM IST

Sports

Latest News

ବେଙ୍ଗାଲୁରୁ: ମଙ୍ଗଳବାର ଅପରାହ୍ନରେ ଏକ କେମିକାଲ କାରଖାନାରେ ଅଗ୍ନିକାଣ୍ଡ ଘଟିଛି। ଏହି କାରଖାନା ବେଙ୍ଗାଲୁରୁ ସ୍ଥିତ ବାପୁଜୀ ନାଗରରେ ଘଟିଛି। କାରଖାନାଟି ନୂଆ ଗୁଡଦହଲିରେ ଥିବା ମହାଦେବ ସ୍କୁଲ୍ ନିକଟରେ ରହିଛି। କାରଖାନାଟି ଆବାସିକ ଅଞ୍ଚଳରେ ରହିଛି। ତେବେ ଖବର ପାଇ ନିଆଁକୁ ଆୟତ୍ତ କରିବାକୁ ପାଞ୍ଚଟି ଅଗ୍ନିଶମ ଟିମ୍ ପହଞ୍ଚିଛନ୍ତି।

କାରଖାନାରେ ଥିବା ଚାରି ଜଣ ଶ୍ରମିକ ଆହତ ହୋଇଥିବା ବେଳେ ସମସ୍ତେ ସୁରକ୍ଷିତ ଭାବରେ ଉଦ୍ଧାର ହୋଇଛନ୍ତି। ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି। ଭିଡ ହଟାଇବା ପାଇଁ ପ୍ରଶାସନ ସମସ୍ତ ପ୍ରକାର ଉଦ୍ୟମ କରୁଥିବା ଜଣାପଡ଼ିଛି।

କାରଖାନାର ପାର୍କିଂ ଏରିଆରେ ଏବଂ ରାସ୍ତା ପାର୍ଶ୍ୱରେ ଥିବା କିଛି ଘର ଏବଂ ଯାନବାହାନରେ ମଧ୍ୟ ନିଆଁ ଲାଗିଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ପୁଲିସ ସମସ୍ତ ରାସ୍ତା ବନ୍ଦ କରି ଗହଳି କମାଇବାକୁ ଚେଷ୍ଟା କରିଛି।

ଜଣେ ସ୍ଥାନୀୟ ଲୋକ କହିଛନ୍ତି, ହଠାତ୍ ଦୁଇଜଣ ଶ୍ରମିକଙ୍କ ଚିତ୍କାର କାରଖାନା ବାହାରକୁ ଶୁଣିବାକୁ ମିଳିଥିଲା। ପରେ, ସେ ଦେଖିଲେ କାରଖାନାରୁ ଧୂଆଁ ବାହାରୁଛି। ଏହାପରେ ଅଗ୍ନି ନିୟନ୍ତ୍ରଣ ଟିମକୁ ଫୋନ୍ କରି ଜଣାଇଥିଲେ। ତେବେ ଟ୍ରାଫିକ ଭିଡ ଏବଂ ଅଣ ଓସାରିଆ ରାସ୍ତା ଯୋଗୁଁ ଦୁଇଜଣ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପାରିନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story