ହୁତୁ ହୁତୁ ହୋଇ ଜଳିଗଲା ହୋଟେଲ୍

ଭୋପାଲ୍: ହୁତୁ ହୁତୁ ହୋଇ ଜଳିଗଲା ମଧ୍ୟପ୍ରଦେଶ ଇନ୍ଦୋରରେ ଥିବା ବିଜୟ ନଗରର ଗୋଲଡେନ ହୋଟେଲ। ନିଆଁ ଲାଗିବା ବେଳେ କିଛି ଲୋକ ହୋଟେଲ ମଧ୍ୟରେ ଥିଲେ। ହେଲେ ସ୍ଥାନୀୟ ଲୋକଙ୍କ ଦ୍ୱାରା ସେମାନେ ସୁରକ୍ଷିତ ଭାବରେ ଉଦ୍ଧାର ହୋଇଛନ୍ତି। ତେବେ କୌଣସି ପ୍ରାଣହାନୀ କିମ୍ୱା ଆହତର ଖବର ନଥିବା ସୂଚନା ରହିଛି। ହେଲେ ହୋଟେଲଟି ନିଆଁରେ ସମ୍ପୂର୍ଣ୍ଣ ପୋଡ଼ି ହୋଇଯାଇଛି। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି। Madhya Pradesh: Fire breaks out at […]

HOTEL FIRE

Subhransu Sekhar
  • Published: Monday, 21 October 2019
  • , Updated: 21 October 2019, 11:37 AM IST

ଭୋପାଲ୍: ହୁତୁ ହୁତୁ ହୋଇ ଜଳିଗଲା ମଧ୍ୟପ୍ରଦେଶ ଇନ୍ଦୋରରେ ଥିବା ବିଜୟ ନଗରର ଗୋଲଡେନ ହୋଟେଲ। ନିଆଁ ଲାଗିବା ବେଳେ କିଛି ଲୋକ ହୋଟେଲ ମଧ୍ୟରେ ଥିଲେ। ହେଲେ ସ୍ଥାନୀୟ ଲୋକଙ୍କ ଦ୍ୱାରା ସେମାନେ ସୁରକ୍ଷିତ ଭାବରେ ଉଦ୍ଧାର ହୋଇଛନ୍ତି। ତେବେ କୌଣସି ପ୍ରାଣହାନୀ କିମ୍ୱା ଆହତର ଖବର ନଥିବା ସୂଚନା ରହିଛି। ହେଲେ ହୋଟେଲଟି ନିଆଁରେ ସମ୍ପୂର୍ଣ୍ଣ ପୋଡ଼ି ହୋଇଯାଇଛି। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି।

ଘଟଣାସ୍ଥଳରେ ଦମକାଳ ବାହିନୀ ଆସି ନିଆଁକୁ ଆୟତ୍ତ କରୁଥିବା ସୂଚନା ରହିଛି।

Related story