ଜଳିଗଲା ହାର୍ଲି ଡାଭିଡସନ ଶୋ’ରୁମ

ନୂଆଦିଲ୍ଲୀ: ହାର୍ଲି ଡାଭିଡସନ ଶୋ’ରୁମରେ ଭୟଙ୍କର ଅଗ୍ନିକାଣ୍ଡ । ନୂଆଦିଲ୍ଲୀ ସ୍ଥିତ ମୋତିନଗର ଅଞ୍ଚଳରେ ଥିବା ହାର୍ଲି ଡାଭିଡସନ ଶୋ’ରୁମରେ ଏହି ଅଘଟଣ ଘଟିଛି । ବିଳମ୍ବିତର ରାତିରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଛି । ନିଆଁ ଲିଭା କାର୍ଯ୍ୟରେ ୨୫ ଅଗ୍ନିଶମ ବାହିନୀ ନିୟୋଜିତ ଅଛନ୍ତି । ସେପଟେ ତୃତୀୟ ମହଲାରେ ଥିବା ନାଇଟ କ୍ଲବ ଭିତରେ ଫସି ରହିଥିବା ୪ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଦୀର୍ଘ ୪ ଘଣ୍ଟାର […]

fire

fire

Madhupriya Mistry
  • Published: Saturday, 02 January 2021
  • Updated: 02 January 2021, 11:54 AM IST

Sports

Latest News

ନୂଆଦିଲ୍ଲୀ: ହାର୍ଲି ଡାଭିଡସନ ଶୋ’ରୁମରେ ଭୟଙ୍କର ଅଗ୍ନିକାଣ୍ଡ । ନୂଆଦିଲ୍ଲୀ ସ୍ଥିତ ମୋତିନଗର ଅଞ୍ଚଳରେ ଥିବା ହାର୍ଲି ଡାଭିଡସନ ଶୋ’ରୁମରେ ଏହି ଅଘଟଣ ଘଟିଛି । ବିଳମ୍ବିତର ରାତିରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଛି । ନିଆଁ ଲିଭା କାର୍ଯ୍ୟରେ ୨୫ ଅଗ୍ନିଶମ ବାହିନୀ ନିୟୋଜିତ ଅଛନ୍ତି ।

ସେପଟେ ତୃତୀୟ ମହଲାରେ ଥିବା ନାଇଟ କ୍ଲବ ଭିତରେ ଫସି ରହିଥିବା ୪ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଦୀର୍ଘ ୪ ଘଣ୍ଟାର ପରିଶ୍ରମ ପରେ ଭୋର ସାଢ଼େ ୫ ଟା ବେଳେ ନିଆଁକୁ ଆୟତ୍ତ କରାଯାଇଥିବା ନେଇ ଅଗ୍ନିଶମବାହିନୀ ସୂଚନା ଦେଇଛି ।

ମିଳିଥିବା ସୂଚନା ମୁତାବକ, ଗତକାଲି ରାତି ପ୍ରାୟ ୧.୩୦ ବେଳେ ହାର୍ଲି ଡାଭିଡସନ ଶୋ’ରୁମର ପ୍ରଥମ ଏବଂ ଦ୍ୱିତୀୟ ମହଲାରେ ନିଆଁ ଲାଗିଥିଲା । ଧୀରେ ଧୀରେ ଏହା ଭୟଙ୍କର ରୂପ ନେଇ ତୃତୀୟ ମହଲାକୁ ମାଡିଯାଇଥିଲା । ପରେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛି । ତେବେ କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିଲା ସେ ନେଇ କୌଣସି ସୂଚନା ମିଳିନାହିଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story