ସ୍କୁଲରେ ନିଆଁ ଲାଗି ୨୩ ଛାତ୍ରଛାତ୍ରୀଙ୍କ ସମେତ ୨୫ ମୃତ

କୁଆଲାଲମ୍ପୁର: ମିଆଁମାରର ଏକ ସ୍କୁଲରେ ଅଗ୍ନିକାଣ୍ଡ ଘଟି ୨୩ ଜଣ ଛାତ୍ରଛାତ୍ରୀଙ୍କ ସହ ଦୁଇ ଜଣ ୱାଡେନଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୬ ଜଣ ଛାତ୍ର ଅଛନ୍ତି। ଜଲନ କେରମାତ୍‌ ଉଜୁଙ୍ଗରେ ଥିବା ପୁସତ୍ ତହଫିଜ ଡରୁଲ କ୍ୱାରନ୍‌ ଲତ୍ତିଫାକ୍ୱିଆ ନାମକ ଏକ ଧାର୍ମିକ ବିଦ୍ୟାଳୟରେ ଏହି ଅଗ୍ନିକାଣ୍ଡ ଘଟିଛି। ସକାଳ ପ୍ରାର୍ଥନା ପାଇଁ ଡକାଯିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଛି। ତିନି ମହଲା ବିଶିଷ୍ଟ […]

Rakesh Mallick
  • Published: Thursday, 14 September 2017
  • Updated: 14 September 2017, 08:33 AM IST

Sports

Latest News

କୁଆଲାଲମ୍ପୁର: ମିଆଁମାରର ଏକ ସ୍କୁଲରେ ଅଗ୍ନିକାଣ୍ଡ ଘଟି ୨୩ ଜଣ ଛାତ୍ରଛାତ୍ରୀଙ୍କ ସହ ଦୁଇ ଜଣ ୱାଡେନଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୬ ଜଣ ଛାତ୍ର ଅଛନ୍ତି।

ଜଲନ କେରମାତ୍‌ ଉଜୁଙ୍ଗରେ ଥିବା ପୁସତ୍ ତହଫିଜ ଡରୁଲ କ୍ୱାରନ୍‌ ଲତ୍ତିଫାକ୍ୱିଆ ନାମକ ଏକ ଧାର୍ମିକ ବିଦ୍ୟାଳୟରେ ଏହି ଅଗ୍ନିକାଣ୍ଡ ଘଟିଛି। ସକାଳ ପ୍ରାର୍ଥନା ପାଇଁ ଡକାଯିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଛି। ତିନି ମହଲା ବିଶିଷ୍ଟ ଏହି କୋଠାର ଉପର ମହଲାରେ ନିଆଁ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos