ଦିଲ୍ଲୀ ଏମ୍ସରେ ନିଆଁ, ଆୟତ୍ତ କଲେ ୩୪ ଦମକଳ ଟିମ୍

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀସ୍ଥିତ ଏମସରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଛି। ଏମ୍ସର ଜରୁରୀକାଳୀନ ୱାର୍ଡ ନିକଟ ପିସି ବ୍ଲକ୍‌ରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଜରୁରୀକାଳୀନ ୱାର୍ଡ ନିକଟରେ ଏହି ଅଗ୍ନିକାଣ୍ଡ ଘଟିଥିବାରୁ ଏଠାରେ ଥିବା ରୋଗୀଙ୍କୁ ଅନ୍ୟ ୱାର୍ଡକୁ ନିଆଯାଇଛି। ଶେଷ ଖବର ସୁଦ୍ଧା ଏଥିରେ କେହି ମୃତାହତ ହୋଇନାହାନ୍ତି। ଅର୍ଥପେଡିକ୍‌ ୟୁନିଟ୍‌ର ରୋଗୀମାନଙ୍କୁ ମଧ୍ୟ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଉଛି। ଘଟଣାସ୍ଥଳରେ ୩୪ଟି ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡର କାରଣ […]

aims

aims

Subrat Kumar Nayak
  • Published: Saturday, 17 August 2019
  • Updated: 17 August 2019, 10:29 PM IST

Sports

Latest News

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀସ୍ଥିତ ଏମସରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଛି। ଏମ୍ସର ଜରୁରୀକାଳୀନ ୱାର୍ଡ ନିକଟ ପିସି ବ୍ଲକ୍‌ରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଜରୁରୀକାଳୀନ ୱାର୍ଡ ନିକଟରେ ଏହି ଅଗ୍ନିକାଣ୍ଡ ଘଟିଥିବାରୁ ଏଠାରେ ଥିବା ରୋଗୀଙ୍କୁ ଅନ୍ୟ ୱାର୍ଡକୁ ନିଆଯାଇଛି। ଶେଷ ଖବର ସୁଦ୍ଧା ଏଥିରେ କେହି ମୃତାହତ ହୋଇନାହାନ୍ତି।

ଅର୍ଥପେଡିକ୍‌ ୟୁନିଟ୍‌ର ରୋଗୀମାନଙ୍କୁ ମଧ୍ୟ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଉଛି। ଘଟଣାସ୍ଥଳରେ ୩୪ଟି ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରିନାହିଁ। ତେବେ ଖବର ଅନୁସାରେ ପ୍ରଥମ ମହଲାରେ ନିଆଁ ଲାଗିଥିଲା। ତେବେ ଅନ୍ୟ ମହଲାକୁ ଧୂଆଁ ବ୍ୟାପିବାକୁ ଆରମ୍ଭ କରିଥିଲା।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ ଏହି ହସ୍ପିଟାଲରେ ଥିଲେ ହେଁ ସେ ଅଲଗା କୋଠାରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story