ଆତଙ୍କବାଦୀ ଲୁଚି ଥିବା ଘରକୁ ଉଡ଼ାଇ ଦେଲା ସେନା

ଜମ୍ମୁ:  ଜମ୍ମୁ-କାଶ୍ମୀର ଅନନ୍ତନାଗରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିୟ ହୋଇଥିବା ଜଣାପଡ଼ିଛି। ଆତଙ୍କବାଦୀମାନେ ଏଠାରେ ଏକ ଘରେ  ଲୁଚି ଲଗାତାର ଗୁଳି ଚାଳନା କରିଥିଲେ। ଆତଙ୍କବାଦୀଙ୍କ ଗୁଳିରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ତେବେ ଆତଙ୍କବାଦୀମାନେ ଲୁଚି ରହିଥିବା ଘରକୁ ସେନା ବୋମାରେ ଉଡ଼ାଇ ଦେଇଥିବା କୁହାଯାଉଛି। ଏକ ଘରେ ଆତଙ୍କବାଦୀ ସଙ୍ଗଠନର ଲସ୍କର-ଏ-ତୋଇବାର କମାଣ୍ଡର ବରୀସ ଲସ୍କରୀ ସମେତ ୪ ଆତଙ୍କବାଦୀ ଲୁଚି ରହିଥିବା ନେଇ ସେନା କର୍ମଚାରୀ ଜାଣିବାକୁ ପାଇଥିଲେ।  ଏହାପରେ ସେନା […]

armay

armay

Rakesh Mallick
  • Published: Saturday, 01 July 2017
  • Updated: 01 July 2017, 10:49 AM IST

Sports

Latest News

ଜମ୍ମୁ:  ଜମ୍ମୁ-କାଶ୍ମୀର ଅନନ୍ତନାଗରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିୟ ହୋଇଥିବା ଜଣାପଡ଼ିଛି। ଆତଙ୍କବାଦୀମାନେ ଏଠାରେ ଏକ ଘରେ  ଲୁଚି ଲଗାତାର ଗୁଳି ଚାଳନା କରିଥିଲେ। ଆତଙ୍କବାଦୀଙ୍କ ଗୁଳିରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ତେବେ ଆତଙ୍କବାଦୀମାନେ ଲୁଚି ରହିଥିବା ଘରକୁ ସେନା ବୋମାରେ ଉଡ଼ାଇ ଦେଇଥିବା କୁହାଯାଉଛି।

ଏକ ଘରେ ଆତଙ୍କବାଦୀ ସଙ୍ଗଠନର ଲସ୍କର-ଏ-ତୋଇବାର କମାଣ୍ଡର ବରୀସ ଲସ୍କରୀ ସମେତ ୪ ଆତଙ୍କବାଦୀ ଲୁଚି ରହିଥିବା ନେଇ ସେନା କର୍ମଚାରୀ ଜାଣିବାକୁ ପାଇଥିଲେ।  ଏହାପରେ ସେନା ସେହି ଅଞ୍ଚଳକୁ ଘେରାବନ୍ଦୀ କରିବାରୁ ଆତଙ୍କବାଦୀମାନେ ଗୁଳି ଚାଳାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos