ମୁମ୍ବାଇରେ ଆସିଲା ଦେଶର ପ୍ରଥମ ଜିଏସ୍‌ଟି ବିଲ୍‌

ମୁମ୍ବାଇ: ଦେଶରେ ଜିଏସ୍‌ଟି ଶୁଭାରମ୍ଭ ହୋଇସାରିଛି। ସଂସଦର ସେଣ୍ଟ୍ରାଲ ହଲରେ ରାଷ୍ଟ୍ରପତି ପ୍ରଣମ ମୁଖାର୍ଜୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଣ୍ଟି ବଜାଇ ଏହାର ଶୁଭାରମ୍ଭ କରିଛନ୍ତି। ଜିଏସ୍‌ଟି ଲାଗୁ ହେବା ପରେ ଦେଶର ପ୍ରଥମ ବିଲ୍‌ ମୁମ୍ବାଇର ଏକ ବିଗ୍‌ ବଜାରରେ ଦିଆଯାଇଛି। ଫ୍ୟୁଚର ଗ୍ରୁପ୍‌ର ସିଇଓ କିଶୋର ବିୟାନି ଏହି ବିଲ୍‌କୁ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି, ବିଗ୍‌ ବଜାରରେ ଭାରତର ପ୍ରଥମ ଜିଏସ୍‌ଟି ବିଲ୍‌ ଜାରି […]

gst-bill

gst-bill

Rakesh Mallick
  • Published: Saturday, 01 July 2017
  • Updated: 01 July 2017, 01:54 AM IST

Sports

Latest News

ମୁମ୍ବାଇ: ଦେଶରେ ଜିଏସ୍‌ଟି ଶୁଭାରମ୍ଭ ହୋଇସାରିଛି। ସଂସଦର ସେଣ୍ଟ୍ରାଲ ହଲରେ ରାଷ୍ଟ୍ରପତି ପ୍ରଣମ ମୁଖାର୍ଜୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଣ୍ଟି ବଜାଇ ଏହାର ଶୁଭାରମ୍ଭ କରିଛନ୍ତି। ଜିଏସ୍‌ଟି ଲାଗୁ ହେବା ପରେ ଦେଶର ପ୍ରଥମ ବିଲ୍‌ ମୁମ୍ବାଇର ଏକ ବିଗ୍‌ ବଜାରରେ ଦିଆଯାଇଛି।

ଫ୍ୟୁଚର ଗ୍ରୁପ୍‌ର ସିଇଓ କିଶୋର ବିୟାନି ଏହି ବିଲ୍‌କୁ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି, ବିଗ୍‌ ବଜାରରେ ଭାରତର ପ୍ରଥମ ଜିଏସ୍‌ଟି ବିଲ୍‌ ଜାରି କରି ବହୁତ ଗର୍ବ ଅନୁଭବ କରୁଛୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story