ଆମେରିକାରେ ପ୍ରଥମ ଭାରତୀୟ ବଂଶୋଦ୍ଭବଙ୍କୁ ମୃତ୍ୟୁଦଣ୍ଡ

ୱାଶିଂଟନ: ଆମେରିକାରେ ମୃତ୍ୟୁଦଣ୍ଡ ପାଇବେ ଜଣେ ଭାରତୀୟ ବଂଶୋଦ୍ଭବ। ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ସେ ପାଇବେ ମୃତ୍ୟୁଦଣ୍ଡ। ଫେବ୍ରୁଆରୀ ୨୩ ତାରିଖରେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ। ଲିଥାଲ ଇଞ୍ଜେକସନ୍ ମାଧ୍ୟମରେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ। ତାଙ୍କ ନାଁ ରଘୁନନ୍ଦନ ୟାନ୍ଦାମୁରି (୩୨)। ଜଣେ ବୃଦ୍ଧା ଓ ତାଙ୍କର ୧୦ ମାସର ନାତୁଣୀଙ୍କୁ ଅପହରଣ କରିବା ଓ ହତ୍ୟା କରିବା ଘଟଣାରେ ସେ ୨୦୧୪ ମସିହାରେ ଦୋଷୀ ସାବ୍ୟସ୍ତ ହୋଇ ମୃତ୍ୟୁଦଣ୍ଡାଦେଶ ପାଇଥିଲେ। ରଘୁନନ୍ଦନଙ୍କ ଘର ଆନ୍ଧ୍ର […]

indian

indian

Rakesh Mallick
  • Published: Thursday, 11 January 2018
  • Updated: 11 January 2018, 10:02 PM IST

Sports

Latest News

ୱାଶିଂଟନ: ଆମେରିକାରେ ମୃତ୍ୟୁଦଣ୍ଡ ପାଇବେ ଜଣେ ଭାରତୀୟ ବଂଶୋଦ୍ଭବ। ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ସେ ପାଇବେ ମୃତ୍ୟୁଦଣ୍ଡ। ଫେବ୍ରୁଆରୀ ୨୩ ତାରିଖରେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ। ଲିଥାଲ ଇଞ୍ଜେକସନ୍ ମାଧ୍ୟମରେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ। ତାଙ୍କ ନାଁ ରଘୁନନ୍ଦନ ୟାନ୍ଦାମୁରି (୩୨)। ଜଣେ ବୃଦ୍ଧା ଓ ତାଙ୍କର ୧୦ ମାସର ନାତୁଣୀଙ୍କୁ ଅପହରଣ କରିବା ଓ ହତ୍ୟା କରିବା ଘଟଣାରେ ସେ ୨୦୧୪ ମସିହାରେ ଦୋଷୀ ସାବ୍ୟସ୍ତ ହୋଇ ମୃତ୍ୟୁଦଣ୍ଡାଦେଶ ପାଇଥିଲେ।

ରଘୁନନ୍ଦନଙ୍କ ଘର ଆନ୍ଧ୍ର ପ୍ରଦେଶରେ। ସେ H-1B ଭିସାରେ ଆମେରିକା ଆସିଥିଲେ। ସେ ଇଲେକ୍ଟ୍ରିକାଲ୍‌ ଓ କଂପ୍ୟୁଟର ସାଇନ୍ସରେ ଇଂଞ୍ଜିନିୟରିଂ ଡିଗ୍ରୀ ହାସଲ କରିଛନ୍ତି। ମୃତ୍ୟୁଦଣ୍ଡାଦେଶ ବିରୁଦ୍ଧରେ ସେ କୋର୍ଟରେ ଅପିଲ୍ କରିଥିଲେ। ତେବେ ଗତ ଏପ୍ରିଲ୍ ମାସରେ ତାଙ୍କ ଆବେଦନ କୋର୍ଟରେ ଖାରଜ ହୋଇଯାଇଥିଲା। ତେବେ ମୃତ୍ୟୁଦଣ୍ଡରୁ ବର୍ତ୍ତିବା ପାଇଁ ତାଙ୍କ ପାଖରେ ଏବେ ବି ଗୋଟିଏ ସୁଯୋଗ ରହିଛି। ୨୦୧୫ ମସିହାରେ ପେନ୍‌ସିଲଭାନିଆ ଗଭର୍ଣ୍ଣର ଟମ୍ ଉଲ୍‌ଫ ତାଙ୍କ ମୃତ୍ୟୁଦଣ୍ଡାଦେଶ ଉପରେ ରୋକ ଲଗାଇଥିଲେ। ତେଣୁ ରଘୁନନ୍ଦନଙ୍କୁ ମୃତ୍ୟୁଦଣ୍ଡ ଦେବା ପୂର୍ବରୁ ରାଜ୍ୟର ଅଧିକାରୀମାନେ ଟାସ୍କ ଫୋର୍ସ ଓ ଉପଦେଷ୍ଟା କମିଟିର ରିପୋର୍ଟ ଉପରେ ମଧ୍ୟ ତର୍ଜମା କରିପାରନ୍ତି।

ପେନ୍‌ସିଲଭାନିଆରେ ଗଲା ୨୦ ବର୍ଷ ମଧ୍ୟରେ କାହାରିକୁ ମୃତ୍ୟୁଦଣ୍ଡ ଦିଆଯାଇ ନାହିଁ। ରାଜ୍ୟରେ ୧୯୯୫ରୁ ୧୯୯୯ ମସିହା ମଧ୍ୟରେ ମାତ୍ର ତିନି ଜଣ ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story