ଚୀନ ଓ ପାକ୍‌କୁ ଘାଇଲା କରିବ 'ମୁନ୍ତ୍ରା': ଖୋଜିବ ଶତ୍ରୁପକ୍ଷର ସୁଡ଼ଙ୍ଗ, ନ୍ୟୁକ୍ଲିୟର ଆକ୍ରମଣ ପୂର୍ବରୁ ଦେବ ସୂଚନା

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା- ଡିଆରଡିଓ, ପ୍ରଥମଥର ପାଇଁ ମୁନ୍ତ୍ରା ନାମକ ମାନବବିହୀନ ଯୁଦ୍ଧଟ୍ୟାଙ୍କ ବିକଶିତ କରିଛି। ଏହାକୁ ରିମୋଟ୍ ମାଧ୍ୟମରେ ପରିଚାଳିତ କରାଯାଇ ପାରିବ। ଏହି ଟ୍ୟାଙ୍କଟିକୁ ଏପରି ବିକଶିତ କରାଯାଇଛି ଯେ, ଏହା ସୀମାରେ ଶତ୍ରୁପକ୍ଷ ଉପରେ ନଜର ରଖିବା ସହ ଶତ୍ରୁପକ୍ଷର ଗୁପ୍ତ ସୁଡ଼ଙ୍ଗ ଖୋଜିବା ଓ ନ୍ୟୁକ୍ଲିୟର ଆକ୍ରମଣ ପୂର୍ବରୁ ସର୍ତକ ସୂଚନା ଦେବାକୁ ସକ୍ଷମ। ଏହା ଦେଶର ପ୍ରଥମ ମାନବବିହୀନ ଯୁଦ୍ଧ ଟ୍ୟାଙ୍କ। ମୁନ୍ତ୍ରା ସିରିଜ୍: ଡିଆରଡିଓ, ମୁନ୍ତ୍ରା […]

MUNTRA

MUNTRA

Rakesh Mallick
  • Published: Saturday, 29 July 2017
  • Updated: 29 July 2017, 04:59 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା- ଡିଆରଡିଓ, ପ୍ରଥମଥର ପାଇଁ ମୁନ୍ତ୍ରା ନାମକ ମାନବବିହୀନ ଯୁଦ୍ଧଟ୍ୟାଙ୍କ ବିକଶିତ କରିଛି। ଏହାକୁ ରିମୋଟ୍ ମାଧ୍ୟମରେ ପରିଚାଳିତ କରାଯାଇ ପାରିବ। ଏହି ଟ୍ୟାଙ୍କଟିକୁ ଏପରି ବିକଶିତ କରାଯାଇଛି ଯେ, ଏହା ସୀମାରେ ଶତ୍ରୁପକ୍ଷ ଉପରେ ନଜର ରଖିବା ସହ ଶତ୍ରୁପକ୍ଷର ଗୁପ୍ତ ସୁଡ଼ଙ୍ଗ ଖୋଜିବା ଓ ନ୍ୟୁକ୍ଲିୟର ଆକ୍ରମଣ ପୂର୍ବରୁ ସର୍ତକ ସୂଚନା ଦେବାକୁ ସକ୍ଷମ। ଏହା ଦେଶର ପ୍ରଥମ ମାନବବିହୀନ ଯୁଦ୍ଧ ଟ୍ୟାଙ୍କ।

ମୁନ୍ତ୍ରା ସିରିଜ୍:

ଡିଆରଡିଓ, ମୁନ୍ତ୍ରା ସିରିଜର ୩ ପ୍ରକାର ଯୁଦ୍ଧଟ୍ୟାଙ୍କ ବିକଶିତ କରିଛି। ସ୍ଥଳଭାଗରେ ଶତ୍ରୁପକ୍ଷ ଉପରେ ଦୃଷ୍ଟି ରଖିବା ସହ ଆକ୍ରମଣ କରିବା ପାଇଁ ମୁନ୍ତ୍ରା-ଏସ୍ ଟ୍ୟାଙ୍କ ନିର୍ମାଣ କରାଯାଇଛି। ସେହିଭଳି ମୁନ୍ତ୍ରା-ଏମ୍ ଶତ୍ରୁପକ୍ଷର ଗୁପ୍ତ ସୁଡ଼ଙ୍ଗକୁ ଖୋଜି ବାହାର କରିବ ଓ ନ୍ୟୁକ୍ଲିୟର ଆକ୍ରମଣ ପୂର୍ବରୁ ସୂଚନା ଦେବାକୁ ମୁନ୍ତ୍ରା-ଏନ୍ ନିର୍ମାଣ କରାଯାଇଛି।

MUNTRA_UGVରାଜସ୍ଥାନର ମରୁ ଅଞ୍ଚଳରେ ଭାରତୀୟ ସେନା ମାନବବିହୀନ ଟ୍ୟାଙ୍କ ମୁନ୍ତ୍ରାର ସଫଳତା ପୂର୍ବକ ପରୀକ୍ଷଣ କରିଛି। ପରୀକ୍ଷଣ ସମୟରେ ଏହି ଯୁଦ୍ଧଟ୍ୟାଙ୍କକୁ ସେନା ରିମୋଟ୍ ମାଧ୍ୟମରେ ସଫଳତାର ସହ ପରିଚାଳିତ କରିଥିଲା। ଟ୍ୟାଙ୍କରେ ଅତ୍ୟାଧୁନିକ କ୍ୟାମେରା, ରାଡାର ଓ ଉନ୍ନତ ଧରଣର ଡିଭାଇସ୍ ଲଗାଯାଇଛି। ଏହାଦ୍ୱାରା ସ୍ଥଳପଥରେ ୧୫ କିଲୋମିଟର ରାଡାରରେ ଥିବା ଶତ୍ରୁପକ୍ଷର ବିଭିନ୍ନ ଭାରିଯାନ ବିଷୟରେ ସୂଚନା ମିଳିପାରିବ।

ସଫଳ ପରୀକ୍ଷଣ ପରେ ପାରାମିଲିଟାରୀ ଫେ।ର୍ସ ମୁନ୍ତ୍ରା ଟ୍ୟାଙ୍କକୁ ନକ୍ସଲ ପ୍ରଭାବିତ ଅଞ୍ଚଳରେ ବ୍ୟବହାର କରିବାକୁ ଚାହୁଁଛି। ନକ୍ସଲ ଅଞ୍ଚଳ ପାଇଁ ଟ୍ୟାଙ୍କରେ ଆଉକିଛି ପରିବର୍ତ୍ତନ କରିବାକୁ କହିଛି ପାରାମିଲିଟାରୀ ଫେ।ର୍ସ। ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ସମ୍ମାନରେ ଏହି ଟ୍ୟାଙ୍କକୁ ପ୍ରଦର୍ଶିତ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story