କାବେରୀରେ ବୁଡ଼ିଗଲେ ୫: ୧୨ ଜିଲ୍ଲାରେ ବନ୍ୟା ଆଲର୍ଟ

ଚେନ୍ନାଇ: ପ୍ରଶାସନର ସତର୍କ ସୂଚନାକୁ ଖାତିର ନ କରି କାବେରୀ ନଦୀରେ ଗାଧୋଇବା ବେଳେ ୫ ଜଣ ବୁଡ଼ି ଯାଇଛନ୍ତି। ତାମିଲନାଡୁର ସାଲେମ ଜିଲ୍ଲାରେ ଏଭଳି ଅଘଟଣା ଘଟିଛି। ଜିଲ୍ଲା ଅଗ୍ନିଶମ ଅଧିକାରୀ ସି ମୁରଗେସନ୍‌ କହିଛନ୍ତି, ରେଦିୟାରପାଲୟମ୍‌ଠାରେ ୬ ଜଣ କାବେରୀ ନଦୀରେ ଗାଧୋଉଥିଲେ। ଏହି ସ୍ଥାନଟି ମେତ୍ରୁ ଡ୍ୟାମ୍‌ଠାରୁ ୩ କିମି ଦୂର। ଏବେ ମେତ୍ରୁ ଡ୍ୟାମ୍‌ରୁ ପାଣି ଛଡ଼ା ଯାଉଥିବାରୁ ଲୋକଙ୍କୁ କାବେରୀ ନଦୀରେ ଗାଧୋଇବାକୁ ବାରଣ କରାଯାଇଥିଲା। କିନ୍ତୁ ୬ ଜଣ […]

disputer-cauvery-water-released_067a6f16-8daf-11e8-82c5-1329a5e665e9

Rakesh Mallick
  • Published: Sunday, 22 July 2018
  • Updated: 22 July 2018, 09:39 PM IST

Sports

Latest News

ଚେନ୍ନାଇ: ପ୍ରଶାସନର ସତର୍କ ସୂଚନାକୁ ଖାତିର ନ କରି କାବେରୀ ନଦୀରେ ଗାଧୋଇବା ବେଳେ ୫ ଜଣ ବୁଡ଼ି ଯାଇଛନ୍ତି। ତାମିଲନାଡୁର ସାଲେମ ଜିଲ୍ଲାରେ ଏଭଳି ଅଘଟଣା ଘଟିଛି। ଜିଲ୍ଲା ଅଗ୍ନିଶମ ଅଧିକାରୀ ସି ମୁରଗେସନ୍‌ କହିଛନ୍ତି, ରେଦିୟାରପାଲୟମ୍‌ଠାରେ ୬ ଜଣ କାବେରୀ ନଦୀରେ ଗାଧୋଉଥିଲେ। ଏହି ସ୍ଥାନଟି ମେତ୍ରୁ ଡ୍ୟାମ୍‌ଠାରୁ ୩ କିମି ଦୂର। ଏବେ ମେତ୍ରୁ ଡ୍ୟାମ୍‌ରୁ ପାଣି ଛଡ଼ା ଯାଉଥିବାରୁ ଲୋକଙ୍କୁ କାବେରୀ ନଦୀରେ ଗାଧୋଇବାକୁ ବାରଣ କରାଯାଇଥିଲା। କିନ୍ତୁ ୬ ଜଣ ଏହାକୁ ଖାତିର କରି ନଥିଲେ। ଗାଧୋଉ ଥିବା ବେଳେ ପ୍ରଥମେ ଜଣେ ୭ ବର୍ଷୀୟ ଶିଶୁ ଭାସି ଯାଇଥିଲେ। ତାଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରୁଥିବା ବେଳେ ଅନ୍ୟମାନେ ମଧ୍ୟ ସମାନ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ। କିନ୍ତୁ ଉଦ୍ଧାର ପାଇଁ ଯାଇଥିବା ୫ ଜଣଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ଘଟିଥିଲା।  ଅଗ୍ନିଶମ କର୍ମଚାରୀମାନେ କେବଳ ୧୮ ବର୍ଷୀୟ ଜି ଧନୁଶ୍ରୀଙ୍କୁ ଉଦ୍ଧାର କରିପାରିଥିଲେ। ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଅଛନ୍ତି ବୋଲି ସେ କହିଛନ୍ତି। ଡ୍ୟାମ୍‌ରୁ ଏବେ ପାଣି ଛଡ଼ା ଯାଉଥିବାରୁ ଧର୍ମପୁରୀ, ସାଲେମ, ଇରୋଡ, ନାମକ୍କାଲ,କାରୁର,ତ୍ରିଚି, ଥାନଜାଭୁର, ଥିରୁଭାରୁର, ନାଗାପାଟ୍ଟିନମ୍, ପୋଡୁକୋଟ୍ଟିୟା ଓ ଆରିୟାଲୁରରେ ସାମ୍ଭାବ୍ୟ ବନ୍ୟା ନେଇ ସତର୍କ ସୂଚନା ଜାରି କରାଯାଇଛି। ଏବେ ସମସ୍ତ ଡଙ୍ଗା ଚଳାଚଳକୁ ବନ୍ଦ ରଖାଯିବା ସହ ତଳିଆ ଅଞ୍ଚଳ ଲୋଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story