୫ ରାଜ୍ୟରେ ନୂଆ ରାଜ୍ୟପାଳ ନିଯୁକ୍ତ

ନୂଆଦିଲ୍ଲୀ: ଆଜି ଦେଶର ୫ଟି ରାଜ୍ୟରେ ନୂଆ ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ସେମାନଙ୍କୁ ନିଯୁକ୍ତି ଦେଇଛନ୍ତି। ସତ୍ୟପାଲ ମଲ୍ଲିକଙ୍କୁ ବିହାର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ଆସାମ ରାଜ୍ୟପାଳ ଭାବେ ପ୍ରଫେସର ଜଗଦୀଶ ମୁଖୀଙ୍କୁ ନିଯୁକ୍ତି ଦିଆଯାଇଛି। ଗଙ୍ଗା ପ୍ରସାଦ ମେଘାଳୟର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଥିବା ବେଳେ ବି.ଡି ମିଶ୍ର ଅରୁଣାଚଳ ପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଛନ୍ତି। ବନୱାରୀ ଲାଲ୍ ପୁରୋହିତଙ୍କୁ ତାମିଲନାଡୁର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ଆଡ୍‌ମିରାଲ୍‌ […]

banwarilalpurohi

banwarilalpurohi

Rakesh Mallick
  • Published: Saturday, 30 September 2017
  • Updated: 30 September 2017, 06:59 AM IST

Sports

Latest News

ନୂଆଦିଲ୍ଲୀ: ଆଜି ଦେଶର ୫ଟି ରାଜ୍ୟରେ ନୂଆ ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ସେମାନଙ୍କୁ ନିଯୁକ୍ତି ଦେଇଛନ୍ତି। ସତ୍ୟପାଲ ମଲ୍ଲିକଙ୍କୁ ବିହାର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ଆସାମ ରାଜ୍ୟପାଳ ଭାବେ ପ୍ରଫେସର ଜଗଦୀଶ ମୁଖୀଙ୍କୁ ନିଯୁକ୍ତି ଦିଆଯାଇଛି।

ଗଙ୍ଗା ପ୍ରସାଦ ମେଘାଳୟର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଥିବା ବେଳେ ବି.ଡି ମିଶ୍ର ଅରୁଣାଚଳ ପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଛନ୍ତି। ବନୱାରୀ ଲାଲ୍ ପୁରୋହିତଙ୍କୁ ତାମିଲନାଡୁର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି।

ଆଡ୍‌ମିରାଲ୍‌ (ଅବସରପ୍ରାପ୍ତ) ଦେବେନ୍ଦ୍ର କୁମାର ଯୋଶୀ କେନ୍ଦ୍ରଶାସିତ ରାଜ୍ୟ ଆଣ୍ଡାମାନ ଓ ନିକୋବରର ଉପରାଜ୍ୟପାଳ ଭାବେ ନିଯୁକ୍ତି ପାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story