ସମ୍ଭାଳି ହେଲାନି ଯାତ୍ରୀଙ୍କ ଦେହର ଦୁର୍ଗନ୍ଧ, ଜରୁରୀ ଅବତରଣ କଲା ବିମାନ

ନୂଆଦିଲ୍ଲୀ: ଶରୀରରୁ ଦୁର୍ଗନ୍ଧ ବାହାରିବାରୁ ବିମାନକୁ ଜରୁରୀ ଅବତରଣ କରାଇବାକୁ ପଡ଼ିଛି। ନେଦରଲାଣ୍ଡର ଟ୍ରାନ୍‌ସେଭିଆ ଏୟାଲାଇନର ଏକ ବିମାନରେ ଜଣେ ଯାତ୍ରୀଙ୍କ ଶରୀରରୁ ଦୁର୍ଗନ୍ଧ ବାହାରିବାରୁ ଏଭଳି ସ୍ଥିତି ଉପୁଜି ଥିଲା। ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଉକ୍ତ ବ୍ୟକ୍ତିଙ୍କଠାରୁ ବାହାରୁଥିବା ଦୁର୍ଗନ୍ଧ ଯୋଗୁଁ ବିମାନରେ କିଛି ଲୋକ ବୋହୋସ ହୋଇଯାଇଥିଲେ। ଆଉ କିଛି ଲୋକ ବାନ୍ତି ମଧ୍ୟ କରିଥିଲେ।ଜଣେ ଯାତ୍ରୀଙ୍କ କହିବା ଅନୁଯାୟୀ, ଏମିତି ଲାଗୁଥିଲା ଉକ୍ତ ବ୍ୟକ୍ତି ବହୁତ ଦିନ ହେବ ଗାଧୋଇ […]

flight

flight

Rakesh Mallick
  • Published: Monday, 04 June 2018
  • Updated: 04 June 2018, 11:38 AM IST

Sports

Latest News

ନୂଆଦିଲ୍ଲୀ: ଶରୀରରୁ ଦୁର୍ଗନ୍ଧ ବାହାରିବାରୁ ବିମାନକୁ ଜରୁରୀ ଅବତରଣ କରାଇବାକୁ ପଡ଼ିଛି। ନେଦରଲାଣ୍ଡର ଟ୍ରାନ୍‌ସେଭିଆ ଏୟାଲାଇନର ଏକ ବିମାନରେ ଜଣେ ଯାତ୍ରୀଙ୍କ ଶରୀରରୁ ଦୁର୍ଗନ୍ଧ ବାହାରିବାରୁ ଏଭଳି ସ୍ଥିତି ଉପୁଜି ଥିଲା।

ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଉକ୍ତ ବ୍ୟକ୍ତିଙ୍କଠାରୁ ବାହାରୁଥିବା ଦୁର୍ଗନ୍ଧ ଯୋଗୁଁ ବିମାନରେ କିଛି ଲୋକ ବୋହୋସ ହୋଇଯାଇଥିଲେ। ଆଉ କିଛି ଲୋକ ବାନ୍ତି ମଧ୍ୟ କରିଥିଲେ।ଜଣେ ଯାତ୍ରୀଙ୍କ କହିବା ଅନୁଯାୟୀ, ଏମିତି ଲାଗୁଥିଲା ଉକ୍ତ ବ୍ୟକ୍ତି ବହୁତ ଦିନ ହେବ ଗାଧୋଇ ନଥିଲେ। ଦୁର୍ଗନ୍ଧରୁ ମୁକ୍ତି ପାଇବା ପାଇଁ ବିମାନ କର୍ମଚାରୀମାନେ ତାଙ୍କୁ ବାଥ୍‌ ରୁମ୍‌ରେ ମଧ୍ୟ ବନ୍ଦ କରିବାକୁ ଚେଷ୍ଟା କରିଥିଲେ।  କିନ୍ତୁ ପରିସ୍ଥିତି ଅସମ୍ଭାଳ ହେବାରୁ ଶେଷରେ ବିମାନକୁ ମେଡିକାଲ ଏମରଜେନ୍ସି ପାଇଁ ଲ୍ୟାଣ୍ଡ କରାଇ ଉକ୍ତ ବ୍ୟକ୍ତିଙ୍କୁ ଡାକ୍ତରଖାନା ପଠାଯାଇଥିଲା। ବିମାନଟି ନେଦରଲ୍ୟାଣ୍ଡର ସ୍କିପଲ ବିମାନବନ୍ଦରରୁ ସ୍ପେନ୍‌ର କନାରିୟା ଦୀପକୁ  ଯାଉଥିବା ବେଳେ ଏହାକୁ ପର୍ତ୍ତୁଗାଲ୍‌ରେ ଜରୁରୀ ଅବତରଣ କରାଯାଇଥିଲା।

ଉକ୍ତ ବ୍ୟକ୍ତିଙ୍କଠୁ ଏପରି ଦୁର୍ଗନ୍ଧ ଆସିବା ପଛରେ କିଛି ବଡ଼ ରୋଗ କାରଣ କି ନୁହେଁ ତାହା ଜଣାପଡ଼ି ନାହିଁ। ଏୟାରଲାଇନ୍‌ କମ୍ପାନୀର କହିବା ଅନୁଯାୟୀ ଗୋପନୀୟତା କାରଣରୁ ଉକ୍ତ ବ୍ୟକ୍ତିଙ୍କ ସମ୍ପର୍କରେ ଅଧିକ ସୂଚନା ଦିଆଯାଉନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story