ଅନଲାଇନ ବଜାରରେ ଚହଳ: ଇବେ-ଇଣ୍ଡିଆକୁ କିଣିନେଲା ଫ୍ଲିପ୍‌କାର୍ଟ

ନୂଆଦିଲ୍ଲୀ:ଦେଶର ସବୁଠୁ ବଡ଼ ଇ-କମର୍ସ ବଜାର କୁହାଯାଉଥିବା ଫ୍ଲିପକାର୍ଟ କମ୍ପାନୀ ଇବେ-ଇଣ୍ଡିଆକୁ ନିଜ ଅଧୀନକୁ ନେଇଯାଇଛି।  ୧.୪ ବିଲିୟନ ଡଲାରରେ ଇବେ-ଇଣ୍ଡିଆକୁ କିଣିନେଇଥିବା ଫ୍ଲିପ୍‌କାର୍ଟ ପ୍ରକାଶ କରିଛି। ଆମେରିକା କମ୍ପାନୀ ଇବେ-ଇଣ୍ଡିଆ ୫୦୦ ନିୟୁତ ଡଲାର ବିନିଯୋଗ କରିଥିଲା। କମ୍ପାନୀର କ୍ଷତି ହେବାରୁ ବିକ୍ରି ହୋଇଥିବା ସୂଚନା ମିଳିଛି।

ebay-flipkart-merger

Rakesh Mallick
  • Published: Monday, 10 April 2017
  • , Updated: 10 April 2017, 06:33 PM IST

Related story