ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା, ଯୋଗାଯୋଗ ବିଚ୍ଛିନ୍ନ

ଡେରାଡୁନ୍‌: ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ  ବହୁ ସ୍ଥାନରେ  ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଫଳରେ ଶହ ଶହ ତୀର୍ଥଯାତ୍ରୀ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି। ଉତ୍ତର କାଶ୍ମୀରରେ ଥିବା ଗଙ୍ଗୋତ୍ରୀ-ଗୋମୁଖ ନଦୀରେ ଅଚାନକ ବନ୍ୟା ପାଣି ଆସିବାରୁ ଫସି ରହିଥିବା ତୀର୍ଥଯାତ୍ରୀଙ୍କୁ ଉଦ୍ଧାର କରିଛନ୍ତି ରାଜ୍ୟ ବନ ବିଭାଗ ଓ ବିପର୍ଯ୍ୟୟ ପ୍ରଶମନ ଦଳ। ରଶି ଲଗାଇ ନଦୀର ଗୋଟିଏ ପାର୍ଶ୍ୱରୁ  ଅନ୍ୟ ପାର୍ଶ୍ୱକୁ  ତୀର୍ଥଯାତ୍ରୀ ଓ ସାଧାରଣ  ଲୋକଙ୍କୁ ଉଦ୍ଧାର କରାଯାଇଛି। ବନ୍ୟା […]

flood in uttakhand

Rakesh Mallick
  • Published: Tuesday, 19 July 2016
  • , Updated: 19 July 2016, 03:57 PM IST

ଡେରାଡୁନ୍‌: ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ  ବହୁ ସ୍ଥାନରେ  ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଫଳରେ ଶହ ଶହ ତୀର୍ଥଯାତ୍ରୀ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି।

ଉତ୍ତର କାଶ୍ମୀରରେ ଥିବା ଗଙ୍ଗୋତ୍ରୀ-ଗୋମୁଖ ନଦୀରେ ଅଚାନକ ବନ୍ୟା ପାଣି ଆସିବାରୁ ଫସି ରହିଥିବା ତୀର୍ଥଯାତ୍ରୀଙ୍କୁ ଉଦ୍ଧାର କରିଛନ୍ତି ରାଜ୍ୟ ବନ ବିଭାଗ ଓ ବିପର୍ଯ୍ୟୟ ପ୍ରଶମନ ଦଳ। ରଶି ଲଗାଇ ନଦୀର ଗୋଟିଏ ପାର୍ଶ୍ୱରୁ  ଅନ୍ୟ ପାର୍ଶ୍ୱକୁ  ତୀର୍ଥଯାତ୍ରୀ ଓ ସାଧାରଣ  ଲୋକଙ୍କୁ ଉଦ୍ଧାର କରାଯାଇଛି।

ବନ୍ୟା ପ୍ଲାବିତ ଅଞ୍ଚଳରେ  ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Related story