ବର୍ଷା ବିତ୍ପାତରେ ଅଧା ଦେଶ ବେହାଲ

ନୂଆଦିଲ୍ଲୀ: ବାଦଲ ଫଟା ବର୍ଷା ଯୋଗୁ ହିମାଚଳପ୍ରଦେଶ ଓ ଉତ୍ତରାଖଣ୍ଡରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବର୍ତ୍ତମାନ ସୁଦ୍ଧା ବର୍ଷା ବିତ୍ପାତରେ ଏହି ଦୁଇ ରାଜ୍ୟରେ ୫୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ଜଣାପଡ଼ିଛି। ଏବେ ବି ଲକ୍ଷ ଲକ୍ଷ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି। ହରିଆଣା, ପଞ୍ଜାବ ଓ ଜମ୍ମୁରେ ମଧ୍ୟ ଲଗାଣ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଦିଲ୍ଲୀରେ ମଧ୍ୟ ଯମୁନା ନଦୀ ବିପଦ ସଙ୍କେତ ଅତିକ୍ରମ କରିବାକୁ ବସିଛି। ଏଥିପାଇଁ ପ୍ରଶାସନ […]

et

et

Hemant Lenka
  • Published: Monday, 19 August 2019
  • Updated: 19 August 2019, 10:05 PM IST

Sports

Latest News

ନୂଆଦିଲ୍ଲୀ: ବାଦଲ ଫଟା ବର୍ଷା ଯୋଗୁ ହିମାଚଳପ୍ରଦେଶ ଓ ଉତ୍ତରାଖଣ୍ଡରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବର୍ତ୍ତମାନ ସୁଦ୍ଧା ବର୍ଷା ବିତ୍ପାତରେ ଏହି ଦୁଇ ରାଜ୍ୟରେ ୫୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ଜଣାପଡ଼ିଛି। ଏବେ ବି ଲକ୍ଷ ଲକ୍ଷ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି।

ହରିଆଣା, ପଞ୍ଜାବ ଓ ଜମ୍ମୁରେ ମଧ୍ୟ ଲଗାଣ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଦିଲ୍ଲୀରେ ମଧ୍ୟ ଯମୁନା ନଦୀ ବିପଦ ସଙ୍କେତ ଅତିକ୍ରମ କରିବାକୁ ବସିଛି। ଏଥିପାଇଁ ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। କେରଳ, କର୍ଣ୍ଣାଟକା ଓ ମହାରାଷ୍ଟ୍ରରେ ବନ୍ୟା ପାଣି ଛାଡ଼ିଥିଲେ ହେଁ ଲୋକଙ୍କ ଦୁର୍ଦ୍ଦଶା କମିବାର ନାଁ ଧରୁନାହିଁ।

ସେହିପରି ଓଡ଼ିଶାର ୩ ନଦୀର ଜଳସ୍ତରର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଏହାଦ୍ୱାରା ବନ୍ୟା ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି।

ଆଜି ହିମାଚଳ ପ୍ରଦେଶରେ ଆଉ ୩ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ଲଗାଣ ବର୍ଷା ଓ ଭୂସ୍ଖଳନ ଯୋଗୁ ହିମାଚଳରେ ୨ ଦିନ ମଧ୍ୟରେ ୨୫ ଜଣଙ୍କ ଜୀବନ ଯାଇଛି। ସେହିପରି ବନ୍ୟା ଓ ବର୍ଷା ଯୋଗୁ ଏକାଧିକ ଘର ଓ ରାସ୍ତା ଧୋଇ ହୋଇ ଯାଇଛି। ବିଭିନ୍ନ ସ୍ଥାନରେ ମାଟି ଅତଡ଼ା ଖସିବାରୁ ୫୦୦ରୁ ଅଧିକ ଲୋକ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛନ୍ତି।

ବର୍ତ୍ତମାନ ସୁଦ୍ଧା ବନ୍ୟା ଓ ବର୍ଷା ଯୋଗୁ ରାଜ୍ୟରେ ୫୨୬ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ଆସନ୍ତାକାଲି ଯାଏ ରାଜ୍ୟବାସୀ ବର୍ଷା ଦାଉରୁ ରକ୍ଷା ପାଇପାରିବେ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ଉତ୍ତରାଖଣ୍ଡର ଉତ୍ତରକାଶୀରେ ବନ୍ୟା ପାଣି ମାଡ଼ି ଆସିବାରୁ ଏକାଧିକ ଘର ଓ ରାସ୍ତା ଧୋଇ ହୋଇଯାଇଛି। ଆଜି ଉତ୍ତରକାଶୀର ବିଭିନ୍ନ ଗାଁରୁ ଏକାଧିକ ମୃତଦେହ ଉଦ୍ଧାର କରାଯାଇଛି। ଗତ ୪୮ ଘଣ୍ଟା ମଧ୍ୟରେ ବର୍ଷା ଜନିତ ଅଘଟଣ ଯୋଗୁ ରାଜ୍ୟରେ ୨୫ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏବେବି ୭ରୁ ୧୦ ଜଣ ଲୋକ ନିଖୋଜ ରହିଛନ୍ତି।

ଉତ୍ତରକାଶୀର ମୋରି ବ୍ଲକ ଅଧିନରେ ଥିବା ଏକାଧିକ ଗାଁର ଚାଷଜମି ବର୍ଷା ପାଣିରେ ଧୋଇଯାଇଛି। ଏବେ ସରକାରୀ ସ୍ତରରେ କ୍ଷୟକ୍ଷତିର ଆକଳନ କରାଯିବା ସହ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ପ୍ରୟାସ କରାଯାଉଛି।

ଦିଲ୍ଲୀରେ ଯମୁନା ନଦୀ ବିପଦ ସଙ୍କେତର ନିକଟତର ହେଉଥିବାରୁ ତଳିଆ ଅଞ୍ଚଳର ଲୋକଙ୍କୁ ମାଇକ ଯୋଗେ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ କୁହାଯାଇଛି। ଲୋକଙ୍କ ସ୍ଥାନାନ୍ତର ପ୍ରକ୍ରିୟାରେ ପୁଲିସ୍‌ ଓ ଉଦ୍ଧାରକାରୀ ଦଳ ନିୟୋଜିତ ହୋଇଛନ୍ତି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘନଘନ ବୈଠକ କରିବା ସହ ସ୍ଥିତି ଉପରେ ନଜର ରଖିବାକୁ ପ୍ରଶାସନିକ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ୩୦ଟି ଡଙ୍ଗା ମହଜୁଦ ରଖାଯାଇଛି। ୬ଟି ତଳିଆ ଅଞ୍ଚଳ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଏଠାରେ ଅଧିକ ସର୍ତକତା ଅବଲମ୍ବନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story