ଘର ଘର ବୁଲି ଟେଷ୍ଟ କରିବାକୁ ଏହି ୧୦ ରାଜ୍ୟକୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଏହା ଉପରେ ବ୍ରେକ ଲଗାଇବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନୂଆ ରଣନୀତି ଆପଣାଇଛି। ବିଶେଷ କରି ୧୦ ରାଜ୍ୟରେ କରୋନା ସଂକ୍ରମଣ ଅଧିକ ଥିବାରୁ ସେଠାରେ ସର୍ଭେ ଓ ଟେଷ୍ଟିଂ ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଦେଶର ୧୦ଟି ରାଜ୍ୟର ୩୮ ଜିଲ୍ଲାରେ ଥିବା ୪୫ଟି ପୌରପାଳିକା ଅଞ୍ଚଳରେ ଘର ଘର ବୁଲି ସର୍ଭେ କରିବା ସହ ଟେଷ୍ଟିଂକୁ ଜୋରଦାର କରିବାକୁ କେନ୍ଦ୍ର […]

da

da

Hemant Lenka
  • Published: Monday, 08 June 2020
  • Updated: 08 June 2020, 07:16 PM IST

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଏହା ଉପରେ ବ୍ରେକ ଲଗାଇବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନୂଆ ରଣନୀତି ଆପଣାଇଛି। ବିଶେଷ କରି ୧୦ ରାଜ୍ୟରେ କରୋନା ସଂକ୍ରମଣ ଅଧିକ ଥିବାରୁ ସେଠାରେ ସର୍ଭେ ଓ ଟେଷ୍ଟିଂ ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଦେଶର ୧୦ଟି ରାଜ୍ୟର ୩୮ ଜିଲ୍ଲାରେ ଥିବା ୪୫ଟି ପୌରପାଳିକା ଅଞ୍ଚଳରେ ଘର ଘର ବୁଲି ସର୍ଭେ କରିବା ସହ ଟେଷ୍ଟିଂକୁ ଜୋରଦାର କରିବାକୁ କେନ୍ଦ୍ର ସରକାର ଆଜି ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ୱାରା ସଂକ୍ରମଣକୁ ଯଥାଶୀଘ୍ର ଚିହ୍ନଟ କରାଯାଇ ପାରିବ ଓ ମୃତ୍ୟୁହାରକୁ ହ୍ରାସ କରାଯାଇ ପାରିବ ବୋଲି କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପ୍ରୀତି ସୁଦାନ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ସ୍ଥିତିର ସମୀକ୍ଷା କରିଥିଲେ। ଏହି ସମୟରେ ମହାରାଷ୍ଟ୍ର, ତେଲେଙ୍ଗାନା, ତାମିଲନାଡୁ, ରାଜସ୍ଥାନ, ହରିଆଣା, ଗୁଜରାଟ, ଜମ୍ମୁ-କଶ୍ମୀର, କର୍ଣ୍ଣାଟକା, ଉତ୍ତରାଖଣ୍ଡ ଓ ମଧ୍ୟପ୍ରଦେଶର ୩୮ଟି ଜିଲ୍ଲାର ଜିଲ୍ଲାପାଳ, ପୌରପାଳିକା କମିଶନର, ଜିଲ୍ଲା ହସ୍ପିଟାଲର ସୁପରିନଟେଡେଣ୍ଟ ଓ ମେଡିକାଲ କଲେଜର ପ୍ରିନ୍ସିପାଲଙ୍କ ସହ କଥା ହୋଇଛନ୍ତି।

କେନ୍ଦ୍ର ପକ୍ଷରୁ ସମସ୍ତଙ୍କୁ ଆକ୍ଟି ସର୍ଭିଲାନ୍ସ ସହ ଘର ଘର ବୁଲି ସର୍ଭେ କରିବାକୁ କୁହାଯାଇଛି। ସେହିପରି ଟେଷ୍ଟିଂକୁ ଅଧିକ ଜୋରଦାର କରିବାକୁ କୁହାଯାଇଛି। ସେହିପରି କଣ୍ଟେନମେଣ୍ଟ ଜୋନ ଗୁଡ଼ିକରେ ଅଧିକ ସତର୍କତା ଅବଲମ୍ବନ କରିବାକୁ ମଧ୍ୟ ନିର୍ଦ୍ଦେଶ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story