ଦାରିଦ୍ର୍ୟର କରୁଣ ରୂପ; ଏଠି ମାଟିରେ ଲୁଣ ମିଶାଇ ମାଆ ପ୍ରସ୍ତୁତ କରେ ରୁଟି, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର: ଏକ କୁଣ୍ଡରେ ସଠିକ୍ ଅନୁପାତର ମାଟି ଓ ପାଣି ପକାଇ ଚକଟା ଯାଏ। ସେଥିରେ ସ୍ୱାଦ ଅନୁସାରେ ଲୁଣ ମିଶା ଯାଏ। ଚକଟା ସରିବା ପରେ ଖରାରେ ଏକ ବଡ଼ କପଡ଼ା ବିଛା ଯାଏ। ତା’ପରେ ଉକ୍ତ ଚକଟା ମାଟିରୁ ଅଳ୍ପ ଅଳ୍ପ ଆଣି ସେହି କପଡ଼ା ଉପରେ ରୁଟିର ଆକୃତି ଦିଆଯାଏ। ମାଟି ତିଆରି ରୁଟି ଗୁଡ଼ିକୁ ଖରାରେ ଶୁଖିବାକୁ ଛାଡ଼ି ଦିଆଯାଏ। ମାଟି ରୁଟି ଭଲ ଭାବେ ଶୁଖି ଯିବା ପରେ ସେଗୁଡ଼ିକୁ […]

mati

mati

Rakesh Mallick
  • Published: Friday, 22 June 2018
  • Updated: 22 June 2018, 08:37 AM IST

Sports

Latest News

ଭୁବନେଶ୍ୱର: ଏକ କୁଣ୍ଡରେ ସଠିକ୍ ଅନୁପାତର ମାଟି ଓ ପାଣି ପକାଇ ଚକଟା ଯାଏ। ସେଥିରେ ସ୍ୱାଦ ଅନୁସାରେ ଲୁଣ ମିଶା ଯାଏ। ଚକଟା ସରିବା ପରେ ଖରାରେ ଏକ ବଡ଼ କପଡ଼ା ବିଛା ଯାଏ। ତା’ପରେ ଉକ୍ତ ଚକଟା ମାଟିରୁ ଅଳ୍ପ ଅଳ୍ପ ଆଣି ସେହି କପଡ଼ା ଉପରେ ରୁଟିର ଆକୃତି ଦିଆଯାଏ। ମାଟି ତିଆରି ରୁଟି ଗୁଡ଼ିକୁ ଖରାରେ ଶୁଖିବାକୁ ଛାଡ଼ି ଦିଆଯାଏ। ମାଟି ରୁଟି ଭଲ ଭାବେ ଶୁଖି ଯିବା ପରେ ସେଗୁଡ଼ିକୁ ମା’ ଛୁଆମାନଙ୍କୁ ଖାଇବାକୁ ଦିଏ ଓ ନିଜେ ବି ଖାଏ। ସେମାନଙ୍କ ସହିତ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ତାହାକୁ ଖାଆନ୍ତି। ଏହା କୌଣସି ପରମ୍ପରା ନୁହେଁ। ଏହା ହେଉଛି ଦାରିଦ୍ର୍ୟର ଦୁଃଖ। ସେମାନଙ୍କ ପାଖରେ ରୁଟି କରିବାକୁ ଅଟା ନାହିଁ କି ଭାତ ରାନ୍ଧିବାକୁ ଚାଉଳ ନାହିଁ। ତେଣୁ ପେଟ ଭରିବାକୁ ଏମିତି ଭାବେ ମାଟିର ରୁଟି ତିଆରି କରି ଖାଆନ୍ତି। ଏହା ହେଉଛି ହୈତି ଦେଶର କରୁଣ ଚିତ୍ର। ହୈତି ଏକ ଗରିବ ଦେଶ ଭାବେ ଜଣାଶୁଣା।

ହୈତିରେ ପ୍ରାୟ ଏକ କୋଟି ଲୋକ ବସବାସ କରନ୍ତି। ସେଥି ମଧ୍ୟରୁ ୩୦ ଲକ୍ଷ ଲୋକଙ୍କ ପାଖରେ ଖାଦ୍ୟ ପହଞ୍ଚି ପାରେ ନାହିଁ। ଖାଦ୍ୟ ହେଉଛି ଏଠାକାର ମୁଖ୍ୟ ସମସ୍ୟା। ଖାଦ୍ୟ ଅଭାବରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟେ।

ହୈତିର ଏଭଳି କରୁଣ କାହାଣୀ ସମ୍ବଳିତ ଏକ ଭିଡିଓକୁ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହୱାଗ। ଏହି ଭିଡିଓରେ ଆପଣମାନେ ଦେଖି ପାରିବେ ହୈତିର ଲୋକମାନେ କେମିତି ମାଟିର ରୁଟି ପ୍ରସ୍ତୁତ କରୁଛନ୍ତି।

ଏହି ଭିଡିଓ ସେୟାର କରିବା ସହିତ ସେହୱାଗ ଲେଖିଛନ୍ତି,“ଦାରିଦ୍ର୍ୟ! ହୈତିରେ ଲୋକେ ଲୁଣ ମିଶା ମାଟି ରୁଟି ଖାଉଛନ୍ତି। ଦୟାକରି ଆପଣ ଖାଦ୍ୟ ନଷ୍ଟ କରନ୍ତୁ ନାହିଁ। ଯାହାକୁ ଆପଣ ମୂଲ୍ୟବାନ ବୋଲି ମନେ କରୁ ନାହାଁନ୍ତି ତାହା ଆଉ କାହା ପାଇଁ ଅପହଞ୍ଚ ହୋଇପାରେ। ବଳକା ଖାଦ୍ୟକୁ ଗରିବ ଲୋକଙ୍କୁ ଦିଅନ୍ତୁ ଅବା ରୋଟି ବ୍ୟାଙ୍କ ଭଳି ସଂଗଠନକୁ ଦାନ କରନ୍ତୁ ଯେଉଁମାନେ ଏହାକୁ ଖାଇବାକୁ ପାଉ ନଥିବା ଲୋକଙ୍କ ପାଖରେ ପହଞ୍ଚାଇ ଥାଆନ୍ତି।”

https://twitter.com/virendersehwag/status/1009281122696654849

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story