କରୋନା ପାଇଁ ଲାଗୁ ହେବନି ‘ଫୋର୍ସ ମାଜ୍ୟୁଅର୍‌’ କ୍ଲଜ୍‌, ମିଳିବ ମୃତ୍ୟୁଜନିତ ବୀମା

ନୂଆଦିଲ୍ଲୀ: ଉଭୟ ରାଷ୍ଟ୍ରାୟତ୍ତ ଏବଂ ଘରୋଇ ବୀମା କମ୍ପାନୀ କରୋନା ଜନିତ ମୃତ୍ୟୁ ପାଇଁ ବୀମା ଅର୍ଥ ଦେବାକୁ ହେବ। ଏପରି ସୂଚନା ଦେଇଛି ଲାଇଫ୍‌ ଇନ୍ସ୍ୟରାନ୍ସ କାଉନସିଲ୍‌ ଅଫ୍‌ ଇଣ୍ଡିଆ। ‘ଫୋର୍ସ ମାଜ୍ୟୁଅର୍‌’ କ୍ଲଜ୍‌ ଏଥିରେ ଆଉ ବାଧା ସୃଷ୍ଟି କରିପାରିବନି। ଲାଇଫ୍‌ ଇନ୍ସ୍ୟରାନ୍ସ କାଉନସିଲ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ଜାରି କରାଯାଇଥିବା ଏକ ପ୍ରେସ୍‌ ରିଲିଜ୍‌ ଅନୁଯାୟୀ, “କୋଭିଡ୍‌-୧୯ ମୃତ୍ୟୁଗୁଡ଼ିକ ପାଇଁ ‘ଫୋର୍ସ ମାଜ୍ୟୁଅର୍‌’ କ୍ଲଜ୍‌ ଲାଗୁ ହେବନାହିଁ। ଲୋକେ ଏନେଇ ବିଭିନ୍ନ ବୀମା […]

Covid-19

Covid-19

Subrat Kumar Nayak
  • Published: Monday, 06 April 2020
  • Updated: 06 April 2020, 05:48 PM IST

Sports

Latest News

ନୂଆଦିଲ୍ଲୀ: ଉଭୟ ରାଷ୍ଟ୍ରାୟତ୍ତ ଏବଂ ଘରୋଇ ବୀମା କମ୍ପାନୀ କରୋନା ଜନିତ ମୃତ୍ୟୁ ପାଇଁ ବୀମା ଅର୍ଥ ଦେବାକୁ ହେବ। ଏପରି ସୂଚନା ଦେଇଛି ଲାଇଫ୍‌ ଇନ୍ସ୍ୟରାନ୍ସ କାଉନସିଲ୍‌ ଅଫ୍‌ ଇଣ୍ଡିଆ। ‘ଫୋର୍ସ ମାଜ୍ୟୁଅର୍‌’ କ୍ଲଜ୍‌ ଏଥିରେ ଆଉ ବାଧା ସୃଷ୍ଟି କରିପାରିବନି।

ଲାଇଫ୍‌ ଇନ୍ସ୍ୟରାନ୍ସ କାଉନସିଲ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ଜାରି କରାଯାଇଥିବା ଏକ ପ୍ରେସ୍‌ ରିଲିଜ୍‌ ଅନୁଯାୟୀ, “କୋଭିଡ୍‌-୧୯ ମୃତ୍ୟୁଗୁଡ଼ିକ ପାଇଁ ‘ଫୋର୍ସ ମାଜ୍ୟୁଅର୍‌’ କ୍ଲଜ୍‌ ଲାଗୁ ହେବନାହିଁ। ଲୋକେ ଏନେଇ ବିଭିନ୍ନ ବୀମା କମ୍ପାନୀଙ୍କୁ ଏହି କ୍ଲଜ୍‌ନେଇ ପ୍ରଶ୍ନ ପଚାରୁଥିବାରୁ ଏବଂ ବିଭିନ୍ନ ଗୁଜବର ସମ୍ଭାବନା ଥିବାରୁ ଏହି ପଦକ୍ଷେପ ନିଆଗଲା। ପ୍ରତ୍ୟେକ ବୀମା କମ୍ପାନୀ ମଧ୍ୟ ନିଜ ନିଜ ସ୍ତରରେ ଗ୍ରାହକମାନଙ୍କୁ ଜଣାଇ ଦେଇଛନ୍ତି।”

ସୂଚନାଯୋଗ୍ୟ ଯେ, ‘ଫୋର୍ସ ମାଜ୍ୟୁଅର୍‌’ କ୍ଲଜ୍‌ର ବର୍ଣ୍ଣନା ଅନୁଯାୟୀ ବିଭିନ୍ନ ଅଘଟଣ ଯଥା ଦୈବୀ ଦୁର୍ବିପାକ, ପ୍ରାକୃତିକ ବିପର୍ଯ୍ୟୟ, ଯୁଦ୍ଧ, ଯୁଦ୍ଧ ପରି ସ୍ଥିତି, ଶ୍ରମିକ ଅସନ୍ତୋଷ, ଧାରଣା ଏବଂ ମହାମାରୀ ଆଦି କ୍ଷେତ୍ରରେ ବୀମା କଭରେଜ୍‌ ମିଳିବନାହିଁ।

ଏସବୁ ଅଘଟଣ ପାଇଁ ବୀମା କମ୍ପାନୀ ସହ ବୀମାଧାରୀଙ୍କ ଚୁକ୍ତି ଅବୈଧ ହୋଇଥାଏ। କିନ୍ତୁ ବର୍ତ୍ତମାନ ସରକାର ନିର୍ଦ୍ଦେଶ ଦେଇଛନ୍ତି ଏସବୁ ପାଇଁ ମଧ୍ୟ ବୀମା ଫାଇଦା ନେଇହେବ। ତେବେ ବିଭିନ୍ନ ବୀମା କମ୍ପାନୀରେ ଏହି କ୍ଲଜ୍‌ ଆଦୌ ନାହିଁ। ଏଭଳି ଚିନ୍ତାଜନକ ସମୟରେ ବୀମା କମ୍ପାନୀମାନେ ନିଜ ଗ୍ରାହକଙ୍କ ସହାୟତାରେ ଆଗେଇ ଆସିବେ ବୋଲି ବିଭିନ୍ନ ବିଶେଷଜ୍ଞ ଆଶା ବ୍ୟକ୍ତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story