MEAରେ କରୋନା, ଅଧିକାରୀଙ୍କୁ କ୍ୱାରେଣ୍ଟାଇନ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦେଶର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ ମହାମାରୀ କରୋନା ପ୍ରବେଶ କରିଛି। ଏଠାରେ କାର୍ଯ୍ୟରତ ଦୁଇ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ପୂରା ଅଫିସରେ ଆତଙ୍କ ଖେଳିଯାଇଛି। ଏହି କାରଣରୁ ସରକାର ଏକାଧିକ ଅଧିକାରୀଙ୍କୁ ସେଲଫ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦେଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ମନ୍ତ୍ରଣାଳୟର ସେଣ୍ଟ୍ରାଲ ୟୁରୋପ ଡିଭିଜନରେ କନସଲଟାଣ୍ଟ ଭାବେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ସେହିପରି ଲ’ଡିଭିଜନରେ କାର୍ଯ୍ୟରତ ଆଉ ଜଣେ […]

eda

eda

Hemant Lenka
  • Published: Saturday, 30 May 2020
  • Updated: 30 May 2020, 01:11 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ ମହାମାରୀ କରୋନା ପ୍ରବେଶ କରିଛି। ଏଠାରେ କାର୍ଯ୍ୟରତ ଦୁଇ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ପୂରା ଅଫିସରେ ଆତଙ୍କ ଖେଳିଯାଇଛି। ଏହି କାରଣରୁ ସରକାର ଏକାଧିକ ଅଧିକାରୀଙ୍କୁ ସେଲଫ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦେଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ମନ୍ତ୍ରଣାଳୟର ସେଣ୍ଟ୍ରାଲ ୟୁରୋପ ଡିଭିଜନରେ କନସଲଟାଣ୍ଟ ଭାବେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ସେହିପରି ଲ’ଡିଭିଜନରେ କାର୍ଯ୍ୟରତ ଆଉ ଜଣେ କର୍ମଚାରୀ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ସଂକ୍ରମଣ ଆଶଙ୍କାରେ ୟୁରୋପ ଡିଭିଜନରେ କାର୍ଯ୍ୟରତ ସମସ୍ତ ସଦସ୍ୟଙ୍କୁ ୧୪ ଦିନ ପାଇଁ ସେଲଫ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଛି।

ଏହି ସମୟରେ ସେମାନେ ଘରୁ କାମ କରିବେ। ସେହପରି ଆଇନ ଡିଭିଜନର କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବା ଅଧିକାରୀଙ୍କୁ ମଧ୍ୟ ସେଲଫ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି।

ତେବେ ମନ୍ତ୍ରଣାଳୟ ପକ୍ଷରୁ ଏଯାଏ ଏ ସମ୍ପର୍କରେ ବିଧିବଦ୍ଧ ଘୋଷଣା କରାଯାଇନାହିଁ। ତେବେ ୟୁରୋପ ଓ ଆଇନ ଡିଭିଜନକୁ ସାନିଟାଇଜ କରାଯାଇଥିବା ଖବର ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story