କେଜ୍ରିୱାଲ୍‌ଙ୍କ ଉପରେ ବର୍ଷିଲେ ଆଶୁତୋଷ

ନୂଆଦିଲ୍ଲୀ: ଆମ୍ ଆଦ୍‌ମୀ ପାର୍ଟି (ଆପ୍‌)ରୁ ଇସ୍ତଫା ଦେବା ପରେ ପ୍ରଥମ ଥର ପାଇଁ ଆଶୁତୋଷ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି,“ମୋର ୨୩ ବର୍ଷର ସାମ୍ବାଦିକତା କ୍ୟାରିଅରରେ କେହି ମୋତେ ମୋ ଜାତି ଓ ସର୍‌ନେମ୍‌ (ସାଜ୍ଞା) ପଚାରି ନଥିଲେ। ମୁଁ ସବୁବେଳେ ମୋ ନାଁରେ ପରିଚିତ ଥିଲି। କିନ୍ତୁ ୨୦୧୪ ଲୋକସଭା ନିର୍ବାଚନରେ ଯେତେବେଳେ ପ୍ରାର୍ଥୀ ଭାବେ ମୋତେ ଦଳୀୟ କାର୍ଯ୍ୟକର୍ତ୍ତା ନିକଟରେ ପରିଚିତ […]

kejriwal

kejriwal

Jitendra Garnayak
  • Published: Wednesday, 29 August 2018
  • Updated: 29 August 2018, 04:59 AM IST

Sports

Latest News

ନୂଆଦିଲ୍ଲୀ: ଆମ୍ ଆଦ୍‌ମୀ ପାର୍ଟି (ଆପ୍‌)ରୁ ଇସ୍ତଫା ଦେବା ପରେ ପ୍ରଥମ ଥର ପାଇଁ ଆଶୁତୋଷ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

ସେ ଟ୍ୱିଟ୍ କରି କହିଛନ୍ତି,“ମୋର ୨୩ ବର୍ଷର ସାମ୍ବାଦିକତା କ୍ୟାରିଅରରେ କେହି ମୋତେ ମୋ ଜାତି ଓ ସର୍‌ନେମ୍‌ (ସାଜ୍ଞା) ପଚାରି ନଥିଲେ। ମୁଁ ସବୁବେଳେ ମୋ ନାଁରେ ପରିଚିତ ଥିଲି। କିନ୍ତୁ ୨୦୧୪ ଲୋକସଭା ନିର୍ବାଚନରେ ଯେତେବେଳେ ପ୍ରାର୍ଥୀ ଭାବେ ମୋତେ ଦଳୀୟ କାର୍ଯ୍ୟକର୍ତ୍ତା ନିକଟରେ ପରିଚିତ କରାଗଲା ସେତେବେଳେ ମୋ ସାଜ୍ଞା ବ୍ୟବହାର କରାଗଲା। ମୋ ବିରୋଧ ସତ୍ତ୍ୱେ ମୋ ସାଜ୍ଞାକୁ ବ୍ୟବହାର କରାଯାଇଥିଲା। ମୋତେ କୁହାଯାଇଥିଲା- ଆପଣ ଜିତିବେ କେମିତି, ଆପଣଙ୍କ ଜାତିରେ ବହୁତ ଭୋଟ୍ ଅଛି।”

ସୂଚନାଯୋଗ୍ୟ, ମଙ୍ଗଳବାର ଦିନ ଆପ୍‌ର ଅନ୍ୟତମ ପ୍ରମୁଖ ନେତା ଅତିଶି ମର୍ଲେନା ସୋଶାଲ୍ ମିଡିଆରେ ତାଙ୍କ ନାଁ ବଦଳାଇ ଦେବା ମାମଲା ସାମ୍ନାକୁ ଆସିଥିଲା।

ଟ୍ୱିଟ୍‌ରରେ ପ୍ରଥମେ ତାଙ୍କ ନାଁ ଅତିଶି ମର୍ଲେନା ଥିଲା। ଏବେ ତାଙ୍କ ନାଁ ପରେ ‘ମର୍ଲେନା’କୁ ହଟାଇ ଦିଆଯାଇଛି। ସେ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିପାରନ୍ତି।

ଅତିଶି କହିଛନ୍ତି ଯେ ତାଙ୍କ ସର୍‌ନେମ୍ ବା ସାଜ୍ଞା ମର୍ଲେନା ନୁହେଁ। ତାଙ୍କ ସାଜ୍ଞା ହେଉଛି ସିଂହ। ତେବେ ନିର୍ବାଚନରେ ସେ କେବଳ ଅତିଶି ନାଁ ବ୍ୟବହାର କରିବେ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story