‘ମାଏ କା ଲାଲ୍‌’ ପାଇଁ ହାରିଗଲେ ଏହି ବିଜେପି ବିଧାୟକ!

ଭୋପାଲ୍‌: ନିଜର ଅପାରଗତା ନୁହେଁ ବରଂ ‘ମାଏ କା ଲାଲ୍‌’ ଏବଂ ଏସ୍‌ସି ଏସ୍‌ଟି ଆକ୍ଟ ପ୍ରସଙ୍ଗ ପାଇଁ ପରାଜୟ ହେଲା ବୋଲି ଲାଲ୍‌ ସିଂହ ଆର୍ଯ୍ୟ ନାମକ ଜଣେ ମଧ୍ୟପ୍ରଦେଶ ବିଜେପି ବିଧାୟକ ପ୍ରାର୍ଥୀ ସଫେଇ ଦେଇଛନ୍ତି। ସୁଚନାଯୋଗ୍ୟ ଯେ ସଂରକ୍ଷଣ ବାବଦରେ ଶିବରାଜ କହିଥିଲେ, ‘କୋଇ ମାଏ କା ଲାଲ୍‌ ନେହିଁ ଯୋ ଆରକ୍ଷଣ ଖତମ୍‌ କର ସକ୍‌ତା ହୈ।’ ଏହି ପ୍ରସଙ୍ଗକୁ ନେଇ ହୋଇଥିବା ବିବାଦର ବର୍ତ୍ତମାନ ପ୍ରଭାବ ପଡ଼ୁଥିବା ଦର୍ଶାଇ ସେ […]

mae-ka-lal

mae-ka-lal

Hemant Lenka
  • Published: Tuesday, 11 December 2018
  • Updated: 11 December 2018, 04:52 PM IST

Sports

Latest News

ଭୋପାଲ୍‌: ନିଜର ଅପାରଗତା ନୁହେଁ ବରଂ ‘ମାଏ କା ଲାଲ୍‌’ ଏବଂ ଏସ୍‌ସି ଏସ୍‌ଟି ଆକ୍ଟ ପ୍ରସଙ୍ଗ ପାଇଁ ପରାଜୟ ହେଲା ବୋଲି ଲାଲ୍‌ ସିଂହ ଆର୍ଯ୍ୟ ନାମକ ଜଣେ ମଧ୍ୟପ୍ରଦେଶ ବିଜେପି ବିଧାୟକ ପ୍ରାର୍ଥୀ ସଫେଇ ଦେଇଛନ୍ତି।

ସୁଚନାଯୋଗ୍ୟ ଯେ ସଂରକ୍ଷଣ ବାବଦରେ ଶିବରାଜ କହିଥିଲେ, ‘କୋଇ ମାଏ କା ଲାଲ୍‌ ନେହିଁ ଯୋ ଆରକ୍ଷଣ ଖତମ୍‌ କର ସକ୍‌ତା ହୈ।’ ଏହି ପ୍ରସଙ୍ଗକୁ ନେଇ ହୋଇଥିବା ବିବାଦର ବର୍ତ୍ତମାନ ପ୍ରଭାବ ପଡ଼ୁଥିବା ଦର୍ଶାଇ ସେ କହିଛନ୍ତି, ଯେହେତୁ ମୁଁ ମୋ ନିର୍ବାଚନ ମଣ୍ଡଳୀରେ ବିକାଶକୁ ଗୁରୁତ୍ୱ ଦେଇଥିଲି, ମୋ ଅଞ୍ଚଳରେ ମୁଁ ହାରି ନଥାନ୍ତି। କିନ୍ତୁ ଏଠାରେ ନିର୍ବାଚନ ସମୟରେ ବିକାଶ ବଦଳରେ ଷଡ଼ଯନ୍ତ୍ରକୁ ଗୁରୁତ୍ୱ ଦିଆଯାଇଥିଲା। ଏସ୍‌ସି-ଏସ୍‌ଟି ଆକ୍ଟ ପ୍ରସଙ୍ଗର ପ୍ରଭାବ ମଧ୍ୟ ରହିଥିଲା ବୋଲି ସେ କହିଛନ୍ତି।

ବର୍ତ୍ତମାନ ଜଣେ ଦୁଃଖିତ ନେତା ପାଲଟିଥିବା ମଧ୍ୟପ୍ରଦେଶର 'ହାପିନେସ୍‌ ମିନିଷ୍ଟର' ଲାଲ୍‌ ସିଂହ ଗୋହଦ୍‌ ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇଥିଲେ। ସେ ୫ ହଜାର ଭୋଟ୍‌ ବ୍ୟବଧାନରେ ହାରିଥିବା ଜଣାଯାଇଛି।

ସେ ଆହୁରି ମଧ୍ୟ କହିଛନ୍ତି, ସାଧାରଣ ଆସନ ଗୁଡ଼ିକରେ ଏହି ପ୍ରସଙ୍ଗର ପ୍ରଭାବ ପଡ଼ିନଥିଲେ ମଧ୍ୟ ସଂରକ୍ଷିତ ଆସନରେ ଏହାର ପ୍ରଭାବ କେମିତି ପଡ଼ିଲା? ମୋତେ ଲାଗୁଛି କିଛି ଗୋଟେ ବଡ଼ ଷଡ଼ଯନ୍ତ୍ର ଚାଲିଥିଲା ଯାହାକି ରାଜନୀତିକ ବାତାବରଣକୁ ନଷ୍ଟ କରିଥିଲା।

ଏହା ପୂର୍ବରୁ ସମାନ ଦୁଇ ପ୍ରସଙ୍ଗକୁ ଟାର୍ଗେଟ୍‌ କରି ମତ ଦେଇଥିଲେ ବିଜେପି ନେତା ରଘୁ ନନ୍ଦନ ଶର୍ମା। ଶର୍ମା କହିଥିଲେ, ଶିବରାଜ ସିଂହ ଚୌହାନ ଦେଇଥିବା ଜାତିବାଦ ମନ୍ତବ୍ୟ ଏଭଳି ସ୍ଥିତି ପାଇଁ ଦାୟୀ ହୋଇଥିବାରୁ ତାଙ୍କୁ ହିଁ ପରାଜୟର ବୋଝ ମୁଣ୍ଡାଇବାକୁ ହେବ। ସେ କହିଥିଲେ, ବିଜୟ ପାଇଁ ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରେୟ ଯାଇଥାନ୍ତା, ତେଣୁ ପରାଜୟ ପାଇଁ ମଧ୍ୟ ତାହା ଲାଗୁ ହେବା ଉଚିତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story