ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଅନଲାଇନରେ ୧ ଲକ୍ଷ ଟଙ୍କା ଠକେଇର ଶିକାର

ନୂଆଦିଲ୍ଲୀ: ଅନଲାଇନ ଠକେଇର ଶିକାର ହୋଇଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଆରଏମ୍ ଲୋଧା। ନିଜ ବନ୍ଧୁ ତଥା ପୂର୍ବତନ ବିଚାରପତି ଜଷ୍ଟିସ୍ ବିପି ସିଂହଙ୍କ ଇମେଲ ଜରିଆରେ ହ୍ୟାକରମାନେ ଆର୍ ଏମ୍ ଲୋଧାଙ୍କୁ ଠକିଥିବା ଜଣାପଡ଼ିଛି। ଦିଲ୍ଲୀ ପଞ୍ଚଶୀଲା ପାର୍କର ନିବାସୀ ଜଷ୍ଟିସ ଲୋଧା ମାଲଵୀୟ ନଗର ପୁଲିସ ଷ୍ଟେସନରେ ଏତଲା ଦେବା ପରେ ଏହି ଠକେଇ ବାବଦରେ ଜଣାପଡ଼ିଛି। ଏପ୍ରିଲ ୯ରେ ଆରଏମ୍ ଲୋଧାଙ୍କୁ ଏକ ଇମେଲ ତାଙ୍କ ବନ୍ଧୁ ତଥା ପୂର୍ବତନ […]

RM LODHA

RM LODHA

Subhransu Sekhar
  • Published: Monday, 03 June 2019
  • Updated: 03 June 2019, 02:49 PM IST

Sports

Latest News

ନୂଆଦିଲ୍ଲୀ: ଅନଲାଇନ ଠକେଇର ଶିକାର ହୋଇଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଆରଏମ୍ ଲୋଧା। ନିଜ ବନ୍ଧୁ ତଥା ପୂର୍ବତନ ବିଚାରପତି ଜଷ୍ଟିସ୍ ବିପି ସିଂହଙ୍କ ଇମେଲ ଜରିଆରେ ହ୍ୟାକରମାନେ ଆର୍ ଏମ୍ ଲୋଧାଙ୍କୁ ଠକିଥିବା ଜଣାପଡ଼ିଛି। ଦିଲ୍ଲୀ ପଞ୍ଚଶୀଲା ପାର୍କର ନିବାସୀ ଜଷ୍ଟିସ ଲୋଧା ମାଲଵୀୟ ନଗର ପୁଲିସ ଷ୍ଟେସନରେ ଏତଲା ଦେବା ପରେ ଏହି ଠକେଇ ବାବଦରେ ଜଣାପଡ଼ିଛି।

ଏପ୍ରିଲ ୯ରେ ଆରଏମ୍ ଲୋଧାଙ୍କୁ ଏକ ଇମେଲ ତାଙ୍କ ବନ୍ଧୁ ତଥା ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ବିପି ସିଂହଙ୍କ ପାଖରୁ ଆସିଥିଲା। ଯେଉଁଥିରେ ଶ୍ରୀ ସିଂହଙ୍କ ଜଣେ ସମ୍ପର୍କୀୟଙ୍କ ଚିକିତ୍ସା ପାଇଁ ୧ ଲକ୍ଷ ଟଙ୍କା ଦରକାର ବୋଲି ଉଲ୍ଲେଖ ରହିଥିଲା। ଏହାପରେ ଜଷ୍ଟିସ୍ ଲୋଧା ଜଷ୍ଟିସ ବିପି ସିଂହଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। ହେଲେ କୌଣସି କାରଣରୁ ଯୋଗାଯୋଗ ସମ୍ଭବ ହୋଇପାରିନଥିଲା। ଏହାପରେ ଦୁଇଟି ଟ୍ରାଞ୍ଜାକସନ ଜରିଆରେ ଇମେଲରେ ଉଲ୍ଲେଖ ଥିବା ବ୍ୟାଙ୍କ ଆକାଉଣ୍ଟକୁ ଲକ୍ଷେ ଟଙ୍କା ପଠାଇଥଲେ ଜଷ୍ଟିସ ଲୋଧା। ତେବେ ମେ ୩୦ରେ ଜଷ୍ଟିସ ଲୋଧା ତାଙ୍କ ଇମେଲ ଖୋଲିବା ପରେ ସେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ।

ଏହାପରେ ଦିଲ୍ଲୀ ପୁଲିସ ସହ ଯୋଗାଯୋଗ କରି ଅଭିଯୋଗ ଦାଖଲ କରିଛନ୍ତି ଜଷ୍ଟିସ ଲୋଧା। ପୁଲିସ ଏବେ ତଦନ୍ତ ଚଳାଇ ହ୍ୟାକରଙ୍କ ପରିଚୟ ପାଇବା ପାଇଁ ଚେଷ୍ଟା କରୁଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story