କଂଗ୍ରେସ ରାଲିରେ କଂଗ୍ରେସକୁ ସମାଲୋଚନା କଲେ ହୁଡ୍ଡା

ହରିଆନା: କଂଗ୍ରେସରେ ଅସନ୍ତୁଷ୍ଟ ଥିବା ହରିଆନାର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ ହୁଡ୍ଡା ଆଜି ରୋହତକର ମହାପରିବର୍ତ୍ତନ ରାଲିରେ ନିଜ ଦଳ ବିରୋଧରେ ଗର୍ଜିଛନ୍ତି। ଏଥିସହ କେନ୍ଦ୍ରର ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ସେ ସମର୍ଥନ କରିଛନ୍ତି। ଆଗକୁ ହରିଆନା ବିଧାନସଭା ନିର୍ବାଚନ ଥିବା ବେଳେ ରାଲିରେ ହୁଡ୍ଡାଙ୍କ ଏଭଳି ମନ୍ତବ୍ୟ ରାଜନୀତିକ ଉଷ୍ମତାକୁ ଆହୁରି ବଢ଼ାଇ ଦେଇଛି। ତେବେ ରାଜ୍ୟରେ ଥିବା ବିଜେପିର ଖଟ୍ଟର ସରକାରଙ୍କ ଉପରେ ମଧ୍ୟ ସେ ବର୍ଷିଛନ୍ତି। ରାଜ୍ୟରେ ବିଜେପି ସରକାରକୁ ଆସିବା […]

BS HOODA

BS HOODA

Subhransu Sekhar
  • Published: Sunday, 18 August 2019
  • Updated: 18 August 2019, 06:00 PM IST

Sports

Latest News

ହରିଆନା: କଂଗ୍ରେସରେ ଅସନ୍ତୁଷ୍ଟ ଥିବା ହରିଆନାର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ ହୁଡ୍ଡା ଆଜି ରୋହତକର ମହାପରିବର୍ତ୍ତନ ରାଲିରେ ନିଜ ଦଳ ବିରୋଧରେ ଗର୍ଜିଛନ୍ତି। ଏଥିସହ କେନ୍ଦ୍ରର ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ସେ ସମର୍ଥନ କରିଛନ୍ତି। ଆଗକୁ ହରିଆନା ବିଧାନସଭା ନିର୍ବାଚନ ଥିବା ବେଳେ ରାଲିରେ ହୁଡ୍ଡାଙ୍କ ଏଭଳି ମନ୍ତବ୍ୟ ରାଜନୀତିକ ଉଷ୍ମତାକୁ ଆହୁରି ବଢ଼ାଇ ଦେଇଛି।

ତେବେ ରାଜ୍ୟରେ ଥିବା ବିଜେପିର ଖଟ୍ଟର ସରକାରଙ୍କ ଉପରେ ମଧ୍ୟ ସେ ବର୍ଷିଛନ୍ତି। ରାଜ୍ୟରେ ବିଜେପି ସରକାରକୁ ଆସିବା ପରେ ଘୋଟାଲା ହୋଇଛି ବୋଲି କହିବା ସହିତ ଦରଦାମ ଓ ଟ୍ୟାକ୍ସ ବଢ଼ାଯାଇଛି ବୋଲି ସେ କହିଛନ୍ତି। ତାଙ୍କ ପୁଅ ଦୀପେନ୍ଦ୍ର ହୁଡ୍ଡା ମଧ୍ୟ ତାଙ୍କ ସୋଶାଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି ଯେଉଁଥିରେ ଉଲ୍ଲେଖ ରହିଛି ‘ଖଟ୍ଟର ସରକାର ଧୋକା ଦେଇଛନ୍ତି, ହରିଆନାକୁ ବଞ୍ଚାଇବା ପାଇଁ ମୌକା ଆସିଛି’।

ତେବେ ବି.ଏସ ହୁଡ୍ଡା ଏହି ମହାପରିବର୍ତ୍ତନ ରାଲିରେ କେନ୍ଦ୍ର କଂଗ୍ରେସ ବିରୋଧରେ ବିଷ ଓଗାଳି କହିଛନ୍ତି," ଏବେର କଂଗ୍ରେସ ପୂର୍ବ ଭଳି କଂଗ୍ରେସ ଭଳି ରହିନାହିଁ। କଂଗ୍ରେସ ଲାଇନଚ୍ୟୁତ ହୋଇଛି। ଯିଏ ବି ଦେଶର ହିତ ସାଧନ ନିମନ୍ତେ କୌଣସି ନିଷ୍ପତ୍ତି ନେବ ତା ସପକ୍ଷରେ ସେ ରହିବେ ବୋଲି କହି ମୋଦି ସରକାରଙ୍କ ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। କଂଗ୍ରେସ ଦଳ ସମର୍ଥନ ନକରିଥିଲେ ମଧ୍ୟ ଦେଶ ପାଇଁ ସେ ଦଳୀୟ ଚିନ୍ତାଧାରାର ଉର୍ଦ୍ଧ୍ଵରେ ରହି କେନ୍ଦ୍ରର ଏହି ନିଷ୍ପତ୍ତିକୁ ସମର୍ଥନ କରୁଛନ୍ତି ବୋଲି କହିଛନ୍ତି।

ତେବେ କଂଗ୍ରେସକୁ ସମାଲୋଚନା କରିବା ପରେ ସେ ନିଜକୁ ହରିଆନା ବିଧାନସଭା ନିର୍ବାଚନରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ଘୋଷଣା କରିଛନ୍ତି। କ୍ଷମତାକୁ ଆସିଲେ ସେ ସମସ୍ତ ଅପରାଧୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି। ଚାଷୀଙ୍କ ଋଣ ଛାଡ଼ ହେବା ସହ ୨ ଏକର ପର୍ଯ୍ୟନ୍ତ ଜମି ଥିବା ଚାଷୀଙ୍କୁ ମାଗଣାରେ ବିଜୁଳି ଯୋଗାଇ ଦେବେ ଏବଂ ଏଥିସହ ପୁରୁଣା ପେନସନ ବ୍ୟବସ୍ଥା ଲାଗୁ ହେବ ବୋଲି ସେ କହିଛନ୍ତି।

ଏହି ମହାପରିବର୍ତ୍ତନ ରାଲିରେ ହରିଆନା କଂଗ୍ରେସର ବଡ଼ ବଡ଼ ନେତା ଏବଂ ବିଧାୟକ ମାନେ ଉପସ୍ଥିତ ଥିଲେ। ହେଲେ ଏହି ସମାବେଶ ପାଇଁ କଂଗ୍ରେସ ହାଇକମାଣ୍ଡ ଅନୁମତି ଦେଇନଥିଲା ବୋଲି ଜଣାପଡ଼ିଛି। କିନ୍ତୁ କଂଗ୍ରେସର ଦଳୀୟ ଚିହ୍ନ ଓ ସଭାପତି ସୋନିଆ ଗାନ୍ଧିଙ୍କ ପୋଷ୍ଟର ଏହି ସଭାରେ ଦେଖିବାକୁ ମିଳିଥିଲା।

ତେବେ ଏହି ରାଲି ମାଧ୍ୟମରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ହୁଡ୍ଡା ଉଭୟ କଂଗ୍ରେସ ଏବଂ ବିଜେପିକୁ ସମାଲୋଚନା କରି ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଚେଷ୍ଚା କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story