ଲକଡାଉନ ବୃଦ୍ଧି ସପକ୍ଷରେ ନବୀନଙ୍କ ସମେତ ୪ ମୁଖ୍ୟମନ୍ତ୍ରୀ!

ନୂଆଦିଲ୍ଲୀ: କରୋନା ପାଇଁ ଦେଶରେ ଜାରି ହୋଇଥିବା ଲକଡାଉନ ସ୍ଥିତି ଉପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ୯ ଜଣ ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି। ଏହି ବୈଠକ ବେଳେ ୫ ଜଣ ମୁଖ୍ୟମନ୍ତ୍ରୀ ଲକଡାଉନ ଉଚ୍ଛେଦ ସମ୍ପର୍କରେ ମତଦେଇଥିବା ବେଳେ ୪ ଜଣ ମୁଖ୍ୟମନ୍ତ୍ରୀ ଲକଡାଉନ ଅବଧିକୁ ଆଉ ଗୋଟିଏ ମାସ ବୃଦ୍ଧି କରିବାକୁ ମୋଦିଙ୍କୁ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି। ଜାତୀୟ ଗଣମାଧ୍ୟମ ଏନଡିଟିଭରେ ପ୍ରକାଶିତ ଖବର ଅନୁଯାୟୀ, ଲକଡାଉନ […]

d

d

Hemant Lenka
  • Published: Monday, 27 April 2020
  • Updated: 27 April 2020, 04:10 PM IST

ନୂଆଦିଲ୍ଲୀ: କରୋନା ପାଇଁ ଦେଶରେ ଜାରି ହୋଇଥିବା ଲକଡାଉନ ସ୍ଥିତି ଉପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ୯ ଜଣ ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି। ଏହି ବୈଠକ ବେଳେ ୫ ଜଣ ମୁଖ୍ୟମନ୍ତ୍ରୀ ଲକଡାଉନ ଉଚ୍ଛେଦ ସମ୍ପର୍କରେ ମତଦେଇଥିବା ବେଳେ ୪ ଜଣ ମୁଖ୍ୟମନ୍ତ୍ରୀ ଲକଡାଉନ ଅବଧିକୁ ଆଉ ଗୋଟିଏ ମାସ ବୃଦ୍ଧି କରିବାକୁ ମୋଦିଙ୍କୁ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି।

ଜାତୀୟ ଗଣମାଧ୍ୟମ ଏନଡିଟିଭରେ ପ୍ରକାଶିତ ଖବର ଅନୁଯାୟୀ, ଲକଡାଉନ ପାଇଁ ଅର୍ଥନୀତି ପ୍ରଭାବିତ ହୋଇଥିବା ରାଜ୍ୟଗୁଡ଼ିକ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ। ଏହାର ଜବାବରେ ମୋଦି କହିଥିଲେ ଯେ ଅର୍ଥନୀତି ପାଇଁ ଆଦୌ ବ୍ୟସ୍ତ ହେବା ଦରକାର ନାହିଁ। ଆମ ଅର୍ଥନୀତି ଭଲ ରହିଛି। ଲକଡାଉନ ପାଇଁ ଆମେ ହଜାର ହଜାର ଲୋକଙ୍କ ଜୀବନ ବଞ୍ଚାଇ ପାରିଛୁ। ଏବେ ରାଜ୍ୟମାନଙ୍କୁ ରେଡ, ଅରେଞ୍ଜ ଓ ଗ୍ରୀନ ଜୋନରେ ବିଭିକ୍ତ କରିବା ପାଇଁ ବ୍ୟବସ୍ଥା ଆପଣାଇବା ଦରକାର ବୋଲି ସେ କହିଛନ୍ତି।

ଏହି ସମୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମେଘାଳୟ ମୁଖ୍ୟମନ୍ତ୍ରୀ କୋନରଡ ସାଙ୍ଗମା ଲକଡାଉନ ବୃଦ୍ଧି ସପକ୍ଷରେ ମତଦେଇଥିଲେ। ଏମାନଙ୍କ ବ୍ୟତୀତ ଆଉ ଦୁଇ ମୁଖ୍ୟମନ୍ତ୍ରୀ ମଧ୍ୟ କରୋନା ଲକଡାଉନକୁ ଆଉ ଗୋଟିଏ ମାସ ବୃଦ୍ଧି କରିବା ସପକ୍ଷରେ ଯୁକ୍ତି ରଖିଥିଲେ।

ବୈଠକ ପରେ ସାଙ୍ଗମା କହିଛନ୍ତି, ରାଜ୍ୟଗୁଡ଼ିକରେ ଥିବା ଗ୍ରୀନ ଜୋନ ଗୁଡ଼ିକରେ ଲକଡାଉନ କୋହଳ କରାଯିବ ଓ ବ୍ୟବସାୟ ଆରମ୍ଭ ହେବ। ତେବେ ଏଠାରେ ବି କେତେକ କଟକଣା ରହିବ। ଆମ ମାନଙ୍କୁ ସାମଜିକ ଦୂରତ୍ୱ ଶବ୍ଦ ସହ ଚଳିବାକୁ ପଡ଼ିବ। ଏ ବିଷୟରେ ୪ଜଣ ମୁଖ୍ୟମନ୍ତ୍ରୀ ବୈଠକ ବେଳେ ପ୍ରଧାନମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି।

ଓଡ଼ିଶାର ମୁଖ୍ୟମନ୍ତ୍ରୀ ଲକଡାଉନ ଅବଧିକୁ ଏକମାସ ବୃଦ୍ଧି କରିବା ସପକ୍ଷରେ ମତଦେଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲେ ହେଁ ବିଧିବଦ୍ଧ ଭାବେ ସରକାରଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଏ ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story