ସୁରତର ତାପି ନଦୀରେ ବୁଡ଼ି ୪ ଯୁବକଙ୍କ ମୃତ୍ୟୁ: ମୃତକଙ୍କ ମଧ୍ୟରେ ଜଣେ ପ୍ରବାସୀ ଓଡ଼ିଆ

ସୁରତ: ବାରାଡୋଲିରେ ତାପି ନଦୀରେ ବୁଡ଼ି ୪ଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ପ୍ରବସୀ ଓଡ଼ିଆ ଭାସ୍କର ପାତ୍ରଙ୍କ ୧୭ ବର୍ଷର ପୁଅ ଆଦିତ୍ୟ ମଧ୍ୟ ଅଛନ୍ତି। ସେମାନେ ନଦୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ସୁଅରେ ଭାସିଯାଇଥିଲେ। ଏହା ଦେଖି କିଛି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ବହୁ ସମୟ ଖୋଜାଖୋଜି କରିବା ପରେ ନଦୀରୁ ୪ଜଣ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲା।

Rakesh Mallick
  • Published: Monday, 09 October 2017
  • Updated: 09 October 2017, 10:18 PM IST

Sports

Latest News

ସୁରତ: ବାରାଡୋଲିରେ ତାପି ନଦୀରେ ବୁଡ଼ି ୪ଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ପ୍ରବସୀ ଓଡ଼ିଆ ଭାସ୍କର ପାତ୍ରଙ୍କ ୧୭ ବର୍ଷର ପୁଅ ଆଦିତ୍ୟ ମଧ୍ୟ ଅଛନ୍ତି। ସେମାନେ ନଦୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ସୁଅରେ ଭାସିଯାଇଥିଲେ। ଏହା ଦେଖି କିଛି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ବହୁ

ସମୟ ଖୋଜାଖୋଜି କରିବା ପରେ ନଦୀରୁ ୪ଜଣ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos