ପୋଷ୍ଟ ଅଫିସରେ ଏହି ୪ଟି ସ୍କିମରେ କରନ୍ତୁ ନିବେଶ:  ଲାଭ ଉଠାନ୍ତୁ, ଟ୍ୟାକ୍ସରୁ ବି ମିଳିବ ଫାଇଦା

ନୂଆଦିଲ୍ଲୀ: ଟଙ୍କା ସୁରକ୍ଷିତ ରଖିବାକୁ ଚାହୁଁଥିଲେ ପୋଷ୍ଟ ଅଫିସ୍ ସ୍କିମ ଆପଣାନ୍ତୁ। କାରଣ ଏହା ଅନ୍ୟ ସଂସ୍ଥାଠାରୁ ଅଧିକ ସୁରକ୍ଷିତ ହୋଇଥାଏ। ବଜାରରେ ଚାଲୁଥିବା ଅନ୍ୟ ସ୍କିମ ତୁଳନାରେ ଏଥିରେ ଅଧିକ ରିଟର୍ଣ୍ଣ ନ ମିଳିପାରେ ସତ କିନ୍ତୁ ପୋଷ୍ଟ ଅଫିସ ତରଫରୁ ଯେତିକି ରିଟର୍ଣ୍ଣ ଅଫର ହୋଇଥାଏ ତାହା ମିଳିବା ସୁନିଶ୍ଚିତ। ଏଥିରେ ଆପଣ ପୁଞ୍ଜି ନିବେଶ କରି ଲାଭବାନ ବି ହୋଇପାରିବେ। ଆସନ୍ତୁ ଜାଣିବା ପୋଷ୍ଟ ଅଫିସ୍‌ର ଏପରି ଲାଭପ୍ରଦ ୪ ସ୍କିମ ବିଷୟରେ। […]

post_office-1

post_office-1

Rakesh Mallick
  • Published: Tuesday, 26 December 2017
  • Updated: 27 December 2017, 10:49 AM IST

Sports

Latest News

ନୂଆଦିଲ୍ଲୀ: ଟଙ୍କା ସୁରକ୍ଷିତ ରଖିବାକୁ ଚାହୁଁଥିଲେ ପୋଷ୍ଟ ଅଫିସ୍ ସ୍କିମ ଆପଣାନ୍ତୁ। କାରଣ ଏହା ଅନ୍ୟ ସଂସ୍ଥାଠାରୁ ଅଧିକ ସୁରକ୍ଷିତ ହୋଇଥାଏ। ବଜାରରେ ଚାଲୁଥିବା ଅନ୍ୟ ସ୍କିମ ତୁଳନାରେ ଏଥିରେ ଅଧିକ ରିଟର୍ଣ୍ଣ ନ ମିଳିପାରେ ସତ କିନ୍ତୁ ପୋଷ୍ଟ ଅଫିସ ତରଫରୁ ଯେତିକି ରିଟର୍ଣ୍ଣ ଅଫର ହୋଇଥାଏ ତାହା ମିଳିବା ସୁନିଶ୍ଚିତ। ଏଥିରେ ଆପଣ ପୁଞ୍ଜି ନିବେଶ କରି ଲାଭବାନ ବି ହୋଇପାରିବେ। ଆସନ୍ତୁ ଜାଣିବା ପୋଷ୍ଟ ଅଫିସ୍‌ର ଏପରି ଲାଭପ୍ରଦ ୪ ସ୍କିମ ବିଷୟରେ।

Term deposit ଆକାଉଣ୍ଟ: ଏହି ଆକାଉଣ୍ଟକୁ ସମସ୍ତେ ଓପନ କରିପାରିବେ। ଏହା ପୋଷ୍ଟ ଅଫିସରୁ ଗୋଟିଏ ବ୍ରାଞ୍ଚରୁ ଅନ୍ୟ ବ୍ରାଞ୍ଚକୁ ସହଜରେ ଟ୍ରାନ୍‌ସଫର କରିହୁଏ। ୧୦ ବର୍ଷଠାରୁ ଆରମ୍ଭ କରି ସମସ୍ତ ବ୍ୟକ୍ତି TD ଆକାଉଣ୍ଟ ଖୋଲିପାରିବେ। ଏଥିରେ ଆପଣ ଯେତେ ଡିପୋଜିଟ କରନ୍ତୁ ନା କାହିଁକି ଏଥିରେ ବାର୍ଷିକ ସୁଧ ମିଳିଥାଏ।

National Savings Certificate (NSC): ଏହି ସ୍କିମ ନିଯୁକ୍ତିପ୍ରାପ୍ତ ବ୍ୟକ୍ତି, କିମ୍ବା ବ୍ୟବସାୟୀଙ୍କ ପାଇଁ ଖୁବ ଆବଶ୍ୟକୀୟ। ଯେଉଁମାନଙ୍କ ଦରମାରେ କିମ୍ବା ଆୟରେ ଟ୍ୟକ୍ସ କଟିଥାଏ, ସେମାନଙ୍କ ପାଇଁ ଏହି ସ୍କିମିଟ୍ ଖୁବ ଆବଶ୍ୟକୀୟ। ଏଥିରେ ଆପଣ ଯେତେ ଅଧିକ ନିବେଷ କରିପାରିବେ। କାରଣ ଅଧିକ ନିବେଷ ପାଇଁ ଏଥିରେ କୌଣସି ସୀମା ନିର୍ଦ୍ଧାରିଣ କରାଯାଇ ନାହିଁ। କିନ୍ତୁ ଏଥିରେ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଡିକ୍ସନ୍ କରିବାର ଅନୁମତ ରହିଛି। ଏନ୍‌ଏସସି ସାର୍ଟିଫିକେଟ୍‌କୁ ସିକ୍ୟୁରିଟି ଭାବରେ ଜମା କରି ଆପଣ ଋଣ ମଧ୍ୟ ନେଇପାରିବେ। ଏଥିପାଇଁ ସୁଧହାର ୬ ମାସରେ ଲାଗିଥାଏ। ଆର୍ଥିକ ବର୍ଷ ୧୬-୧୭ର ତୃତୀୟ ଓ ଚତୁର୍ଥ ସଂସ୍କରଣରେ ୫ ବର୍ଷ ପାଇଁ NSCର ସୁଧହାର ବାର୍ଷିକ ୮ ପ୍ରତିଶତ ରହିଛି।

Public Provident Fund (PPF): ଏହି ସ୍କିମ୍‌ରେ ନିବେଷ, ସୁଧ ଓ ମେଚ୍ୟୁରିଟି ଆମାଉଣ୍ଟରେ ଟ୍ୟାକ୍ସ ଲାଗି ନଥାଏ। ଆକାଉଣ୍ଟ ଖୋଲିବାର ୭ ବର୍ଷରୁ ଟଙ୍କା ଉଠାଯାଇ ପାରିବ। ସେହିପରି ତୃତୀୟ ଆର୍ଥିକ ବର୍ଷରୁ ଋଣ ନିଆଯାଇ ପାରିବ। ଏହି ଆକାଉଣ୍ଟର ମେଚ୍ୟୁରିଟି ପିରିୟଡ ୧୫ ବର୍ଷିଆ ହୋଇଥାଏ। ଆବଶ୍ୟକ ପଡ଼ିଲେ ଏହାକୁ ଅଧିକ ୫ ବର୍ଷ ପର୍ଯ୍ୟନ୍ତ ବଢ଼ାଯାଇଥାଏ। ରିଟାର୍ଟମେଣ୍ଟ ହିସାବରେ ଏହି ସ୍କିମରେ ପୁଞ୍ଜି ନିବେଷ କରିବା ଲାଭପ୍ରଦ ହୋଇଥାଏ।

Senior Citizen Savings Scheme (SCSS): ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଏଥିରେ ଆକାଉଣ୍ଟ ଖୋଲିପାରିବେ। VRS (ଭଲ୍ୟୁଣ୍ଟାରି ରିଟାୟାରମେଣ୍ଟ ସ୍କିମ୍‌) ନେଉଥିବା ବ୍ୟକ୍ତି ୫୫ ବର୍ଷ ବୟସରେ ଆକାଉଣ୍ଟ ଖୋଲିପାରିବେ। ୫ ବର୍ଷରେ ଏହାର ମେଚ୍ୟୁରିଟି ପିରିୟଡ ହୋଇଥାଏ। ଏଥିରେ କ୍ୱାଟର୍ଲି ସୁଧ ଦିଆଯାଇଥାଏ। ଏଥିରେ ନିବେଷ ହୋଇଥିବା ଅର୍ଥକୁ ଧାରା 80c ଅନୁଯାୟୀ କ୍ଲେମ କରାଯାଇପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story