ଭାରତୀୟ ନ୍ୟାୟପାଳିକା ଇତିହାସରେ ପ୍ରଥମ: ଗଣମାଧ୍ୟମକୁ ଆସିଲେ ସୁପ୍ରିମକୋର୍ଟର ଚାରି ବିଚାରପତି

ନୂଆଦିଲ୍ଲୀ: ଆଜି ଯେଉଁ ଘଟଣା ଘଟିଛି ତାହା ପୂର୍ବରୁ ଦେଶରେ କେବେ ଦେଖା ଯାଇନଥିଲା। ସୁପ୍ରିମକୋର୍ଟର ଚାରି ଜଣ ବିଚାରପତି ପ୍ରଥମ ଥର ପାଇଁ ଗଣମାଧ୍ୟମ ସମ୍ମୁଖକୁ ଆସିଛନ୍ତି। ସେମାନେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଓ ସୁପ୍ରିମ୍‌କୋର୍ଟରେ ପ୍ରଶାସନିକ କାର୍ଯ୍ୟ ଠିକ୍ ଢଙ୍ଗରେ ହେଉ ନଥିବା ସେମାନେ ଅଭିଯୋଗ କରିଛନ୍ତି। ଜଷ୍ଟିସ୍‌ ଜେ. ଚଲେମେଶ୍ୱର କହିଛନ୍ତି, “ଆମେ ଚାରି ଜଣ ଗଣମାଧ୍ୟମକୁ ଧନ୍ୟବାଦ ଜଣାଉଛୁ। ଏହା ଯେକୌଣସି ଦେଶ ପାଇଁ ଏକ ଅଦ୍ଭୁତପୂର୍ବ ଘଟଣା। କାରଣ କିଛି […]

supremecourt1

supremecourt1

Rakesh Mallick
  • Published: Friday, 12 January 2018
  • Updated: 12 January 2018, 01:24 PM IST

Sports

Latest News

ନୂଆଦିଲ୍ଲୀ: ଆଜି ଯେଉଁ ଘଟଣା ଘଟିଛି ତାହା ପୂର୍ବରୁ ଦେଶରେ କେବେ ଦେଖା ଯାଇନଥିଲା। ସୁପ୍ରିମକୋର୍ଟର ଚାରି ଜଣ ବିଚାରପତି ପ୍ରଥମ ଥର ପାଇଁ ଗଣମାଧ୍ୟମ ସମ୍ମୁଖକୁ ଆସିଛନ୍ତି। ସେମାନେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଓ ସୁପ୍ରିମ୍‌କୋର୍ଟରେ ପ୍ରଶାସନିକ କାର୍ଯ୍ୟ ଠିକ୍ ଢଙ୍ଗରେ ହେଉ ନଥିବା ସେମାନେ ଅଭିଯୋଗ କରିଛନ୍ତି।

ଜଷ୍ଟିସ୍‌ ଜେ. ଚଲେମେଶ୍ୱର କହିଛନ୍ତି, “ଆମେ ଚାରି ଜଣ ଗଣମାଧ୍ୟମକୁ ଧନ୍ୟବାଦ ଜଣାଉଛୁ। ଏହା ଯେକୌଣସି ଦେଶ ପାଇଁ ଏକ ଅଦ୍ଭୁତପୂର୍ବ ଘଟଣା। କାରଣ କିଛି ପ୍ରସଙ୍ଗ ସଂପର୍କରେ ଆମେ ଜଣାଇବାକୁ ବାଧ୍ୟ ହେଉଛୁ। ଆମେ ଏହି ସାମ୍ବାଦିକ ସମ୍ମିଳନୀ ଡାକିବାର ଉଦ୍ଦେଶ୍ୟ ହେଉଛି ପଛରେ ଯେମିତି କେହି ଆମକୁ କହିବେନି ଯେ ଆମେ ଆମ ଆତ୍ମା ବିକି ଦେଇଥିଲୁ। ଆମେ ଖୁସିରେ ସାମ୍ବାଦିକ ସମ୍ମିଳନୀ କରୁନୁ। ବିକଳ୍ପ ନଥିବାରୁ ମିଡିଆକୁ ଆସିଲୁ।”

ସେ କହିଥିଲେ,“ସୁପ୍ରିମ୍‌କୋର୍ଟରେ ଏମିତି ଅନେକ ଘଟଣା ଘଟୁଛି ଯାହା ଆଦୌ ହେବା କଥା ନୁହେଁ। ଦେଶ ପ୍ରତି ଆମର ଉତ୍ତରଦାୟିତ୍ୱ ରହିଛି। ଆମକୁ ଦେଶକୁ ଜବାବ ଦେବାକୁ ହେବ। ତେଣୁ ଆମେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଏ ବିଷୟରେ ଜଣାଇଥିଲୁ। କିନ୍ତୁ ସେ ନଶୁଣିବାରୁ ଆମେ ପ୍ରେସ୍‌କୁ ଆସିବାକୁ ବାଧ୍ୟ ହେଲୁ। ନ୍ୟାୟପାଳିକା ସୁରକ୍ଷିତ ନ ରହିଲେ ଦେଶର ଗଣତନ୍ତ୍ର ବ୍ୟବସ୍ଥା ଭୁଶୁଡ଼ି ପଡ଼ିବ।”

ଏହି ଚାରି ବିଚାରପତି କହିଛନ୍ତି ଯେ ସୁପ୍ରିମ୍‌କୋର୍ଟର ପ୍ରଶାସନିକ କାର୍ଯ୍ୟରେ ସୁଧାର ଆଣିବା ପାଇଁ ସେମାନେ ମୁଖ୍ୟ ବିଚାରପତିଙ୍କୁ ଅନେକ ଥର ଅନୁରୋଧ କରିଛନ୍ତି। କିନ୍ତୁ ସେମାନଙ୍କ ସମସ୍ତ ଉଦ୍ୟମ ବିଫଳ ହୋଇଛି।

ସୁପ୍ରିମକୋର୍ଟ ଇତିହାସରେ ପ୍ରଥମ ଥର ପାଇଁ ଆଜି ଜଷ୍ଟିସ୍ ଜେ ଚେଲାମେଶ୍ୱର, ଜଷ୍ଟିସ୍ ରଞ୍ଜନ ଗୋଗୋଇ, ଜଷ୍ଟିଲ ମଦନ ଲୋକୁର ଓ ଜଷ୍ଟିସ୍ କୁରିୟନ ଜୋଶେଫ ଗଣମାଧ୍ୟମ ସମ୍ମୁଖକୁ ଆସିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story