ଇଡି ନିକଟରେ ହାଜର ହେଲେ ରାଜ୍‌ ଠାକ୍‌ରେ, ସମର୍ଥନରେ ବାହାରିଲା ଶିବସେନା ପରିବାର

ମୁମ୍ବାଇ: ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକ୍‌ରେ ଆଜି ମୁମ୍ବାଇଠାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନିକଟରେ ହାଜର ହୋଇଛନ୍ତି। ଆଇଏଲ୍‌ ଆଣ୍ଡ ଏଫ୍‌ଏସ୍‌ ସହିତ ଜଡ଼ିତ ଏକ ମାମଲାରେ ତାଙ୍କୁ ହାଜର ହେବାକୁ ପଡ଼ିଛି। ଏହି ଅଭିଯୋଗ ଅନୁଯାୟୀ କୋହିନୂର ସିଟିଏନ୍‌ଏଲ୍‌ ନାମକ ଏକ କନ୍‌ଷ୍ଟ୍ରକସନ୍‌ କମ୍ପାନୀ ଉପରୋକ୍ତ ସଂସ୍ଥାରୁ ୪୫୦ କୋଟି ଟଙ୍କାର ଋଣ ଏବଂ ଇକ୍ୱିଟି ନେଇଥିଲା। ଅଭିଯୋଗ ଆସିଛି ରାଜ୍‌ଙ୍କର ଏହି କମ୍ପାନୀ ସହ ଲିଙ୍କ ରହିଛି। ରାଜ୍‌ ଠାକ୍‌ରେଙ୍କ ସମର୍ଥନରେ […]

mns

mns

Subrat Kumar Nayak
  • Published: Thursday, 22 August 2019
  • Updated: 22 August 2019, 07:07 PM IST

Sports

Latest News

ମୁମ୍ବାଇ: ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକ୍‌ରେ ଆଜି ମୁମ୍ବାଇଠାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନିକଟରେ ହାଜର ହୋଇଛନ୍ତି। ଆଇଏଲ୍‌ ଆଣ୍ଡ ଏଫ୍‌ଏସ୍‌ ସହିତ ଜଡ଼ିତ ଏକ ମାମଲାରେ ତାଙ୍କୁ ହାଜର ହେବାକୁ ପଡ଼ିଛି। ଏହି ଅଭିଯୋଗ ଅନୁଯାୟୀ କୋହିନୂର ସିଟିଏନ୍‌ଏଲ୍‌ ନାମକ ଏକ କନ୍‌ଷ୍ଟ୍ରକସନ୍‌ କମ୍ପାନୀ ଉପରୋକ୍ତ ସଂସ୍ଥାରୁ ୪୫୦ କୋଟି ଟଙ୍କାର ଋଣ ଏବଂ ଇକ୍ୱିଟି ନେଇଥିଲା। ଅଭିଯୋଗ ଆସିଛି ରାଜ୍‌ଙ୍କର ଏହି କମ୍ପାନୀ ସହ ଲିଙ୍କ ରହିଛି।

ରାଜ୍‌ ଠାକ୍‌ରେଙ୍କ ସମର୍ଥନରେ ତାଙ୍କ  ସମ୍ପର୍କୀୟ ଭାଇ  ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ମଧ୍ୟ ବାହାରିଛନ୍ତି। ଆଜି ୧୧.୩୦ ସମୟରେ ସେ ସପରିବାରେ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ତାଙ୍କ ସହ ପତ୍ନୀ ଶର୍ମିଲା, ପୁଅ ଅମିତ ଏବଂ ବୋହୂ ମିତାଲି ମଧ୍ୟ ଆସିଥିଲେ। ରାଜ୍‌ ଇଡି କାର୍ଯ୍ୟାଳୟ ଭିତରକୁ ଯିବାପରେ ସେମାନେ ନିକଟସ୍ଥ ଏକ ହୋଟେଲକୁ ଚାଲିଯାଇଥିଲେ।

ଆଜି ମହାରଷ୍ଟ୍ର ନବ ନିର୍ମାଣ ସେନା ପକ୍ଷରୁ ଅନେକ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲେ। ବିଶେଷ କରି ମଧ୍ୟ ମୁମ୍ବାଇ ଏବଂ ରାଜ୍‌ ରହୁଥିବା ଅଞ୍ଚଳରେ ସେମାନେ ବିରୋଧ କରାଯାଇଥିଲା। ପୁଲିସ୍‌ ପକ୍ଷରୁ ଏମ୍‌ଏନ୍‌ଏସ୍‌ ନେତା ଓ କର୍ମୀମାନଙ୍କୁ ନୋଟିସ୍‌ ଦିଆଯାଇଛି, ଫଳରେ ସେମାନଙ୍କୁ ବିନା ୱାରେଣ୍ଟରେ ଗିରଫ କରାଯାଇପାରିବ। ଆଇନଶୃଙ୍ଖଳା ନିୟନ୍ତ୍ରଣ ପାଇଁ ଏହି ପଦକ୍ଷେପ ନିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story