ମମତାଙ୍କ ସାଂଘାତିକ ଅଭିଯୋଗ, ମହାରାଷ୍ଟ୍ରରୁ ବେଙ୍ଗଲକୁ କରୋନା ପଠାଉଛି ରେଳବାଇ

କୋଲକାତା: କେରଳ ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରେଳବାଇ କରୋନାକୁ ସଂକ୍ରମଣ ପାଇଁ ଦାୟୀ କରି ତୀବ୍ର ବିରୋଧ କରିଛନ୍ତି। ରେଳ ମନ୍ତ୍ରଣାଳୟ ବିନା କୌଣସି ସୂଚନାରେ ପ୍ରବାସୀ ଟ୍ରେନ ବେଙ୍ଗଲକୁ ପଠାଉଛି। ଏହାଦ୍ୱାରା ରାଜ୍ୟରେ କରୋନା ସଂକ୍ରମଣ ରୋକିବା ପାଇଁ ହୋଇଥିବା ବ୍ୟବସ୍ଥାରେ ବିଭ୍ରାଟ ସୃଷ୍ଟି ହେଉଛି ବୋଲି ମମତା କହିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ମହାରାଷ୍ଟ୍ରରୁ କରୋନା ଭାଇରସକୁ ରେଳବାଇ ବେଙ୍ଗଲକୁ ପଠାଉଛି। ଏପରି କରି ଉଭୟ ରାଜ୍ୟ ସହ ରେଳବାଇ […]

edf

edf

Hemant Lenka
  • Published: Wednesday, 27 May 2020
  • Updated: 27 May 2020, 08:48 PM IST

Sports

Latest News

କୋଲକାତା: କେରଳ ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରେଳବାଇ କରୋନାକୁ ସଂକ୍ରମଣ ପାଇଁ ଦାୟୀ କରି ତୀବ୍ର ବିରୋଧ କରିଛନ୍ତି। ରେଳ ମନ୍ତ୍ରଣାଳୟ ବିନା କୌଣସି ସୂଚନାରେ ପ୍ରବାସୀ ଟ୍ରେନ ବେଙ୍ଗଲକୁ ପଠାଉଛି। ଏହାଦ୍ୱାରା ରାଜ୍ୟରେ କରୋନା ସଂକ୍ରମଣ ରୋକିବା ପାଇଁ ହୋଇଥିବା ବ୍ୟବସ୍ଥାରେ ବିଭ୍ରାଟ ସୃଷ୍ଟି ହେଉଛି ବୋଲି ମମତା କହିଛନ୍ତି।

ସେ ଅଭିଯୋଗ କରିଛନ୍ତି ଯେ ମହାରାଷ୍ଟ୍ରରୁ କରୋନା ଭାଇରସକୁ ରେଳବାଇ ବେଙ୍ଗଲକୁ ପଠାଉଛି। ଏପରି କରି ଉଭୟ ରାଜ୍ୟ ସହ ରେଳବାଇ ରାଜନୀତି କରୁଛି। ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ହସ୍ତକ୍ଷେପ କରିବା ଦରକାର ବୋଲି ଦିଦି ଦାବି କରିଛନ୍ତି।

ସୂଚନା ଅନୁଯାୟୀ, ଦେଶର ବିଭିନ୍ନ ପ୍ରାନ୍ତରୁ ବେଙ୍ଗଲକୁ ପ୍ରାୟ ୨୨୫ଟି ଟ୍ରେନ ଆସିବ। ଏହା ମଧ୍ୟରୁ ୪୧ଟି ଟ୍ରେନ ମହାରାଷ୍ଟ୍ରରୁ ରାଜ୍ୟ ମଧ୍ୟକୁ ଆସିବ। ଯଦି ସବୁ ଟ୍ରେନ ଆସିବ, ତା’ହେଲେ ରାଜ୍ୟରେ କରୋନା ବିସ୍ଫୋରଣ ହେବ ବୋଲି ରାଜ୍ୟ ସରକାର ଆଶଙ୍କା ପ୍ରକାଶ କରିଛନ୍ତି।

ଏହାକୁ ଦୃଷ୍ଟିରେ ରଖି ଦିଦି କହିଛନ୍ତି, “ମୁଁ ବୁଝିପାରୁନି ରେଳ ମନ୍ତ୍ରଣାଳୟ କାହିଁକି ଏମିତି କରୁଛି। ମୁଁ କେମିତି ୨ ଲକ୍ଷ ଲୋକଙ୍କ ସ୍କ୍ରିନିଂ କରିବି? କ’ଣ କେନ୍ଦ୍ର ସହଯୋଗ କରିବ? ରାଜନୀତି ପାଇଁ ସବୁ କିଛି କରାଯାଉଛି। ମୁଁ କାହା କାହା ସହ ଲଢ଼େଇ କରିବି। ଗୋଟିଏ ପଟେ ବାତ୍ୟାର ତାଣ୍ଡବ ଦେଖିବାକୁ ମିଳିଥିବା ଅନ୍ୟ ପଟେ କରୋନା। ଏବେ ରାଜନୀତି। ସବୁ କିଛି ସୀମା ଲଙ୍ଘିଲାଣି।

ଆମେ ପ୍ରବାସୀଙ୍କ ତାଲିକା ଓ ଏହା କେତେବେଳେ ଟ୍ରେନ ଆସିବ ତା’ର ତାଲିକା ଦେଇଥିଲୁ। ହେଲେ ଆମକୁ ଏବେ ହଠାତ୍‌ କୁହାଯାଉଛି ଯେ ୩୬ଟି ଟ୍ରେନ ବେଙ୍ଗଲ ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ମହାରାଷ୍ଟ୍ରରୁ ଟ୍ରେନ ଆସୁଥିବା ବେଳେ ସେଠାକାର ସରକାର ଏ ବିଷୟରେ ଜାଣି ନଥିବା କହିଛନ୍ତି। କ’ଣ ପାଇଁ ବେଙ୍ଗଲ ସହ ରାଜନୀତି କରାଯାଉଛି?

ରାଜ୍ୟଗୁଡ଼ିକ ଟ୍ରେନ ଭଡ଼ା ଦେଉଛନ୍ତି। ତଥାପି ଟ୍ରେନ ଭିତରେ ରେଳବାଇ ସାମାଜିକ ଦୂରତା ରଖୁନାହିଁ। ଗୋଟିଏ ବଗିରେ କାହିଁକି ଅଧିକ ସଂଖ୍ୟକ ଲୋକଙ୍କୁ ଏକାଠି ଭର୍ତ୍ତି କରାଯାଉଛି? ରେଳ ବିଭାଗ ମହାରାଷ୍ଟ୍ରରୁ କରୋନାକୁ ଉଦ୍ଧାର କରି ଏବେ ବେଙ୍ଗଲକୁ ପଠାଇବାରେ ଲାଗିଛି। ବିଜେପି ରାଜନୀତି ପାଇଁ ମୋତେ ହଇରାଣ କରିପାରିବ। ହେଲେ ରାଜ୍ୟକୁ କାହିଁକି ବିପଦ ମୁହଁକୁ ଠେଲି ଦେଉଛି?

ମୁଁ ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ଶ୍ରମିକ ସ୍ପେଶାଲ ଟ୍ରେନ ପଠାଯିବା ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରୁଛି। ଏହାଦ୍ୱାରା ବେଙ୍ଗଲରେ କୋଭିଡ-୧୯ କେସ୍‌ ବଢ଼ିବ ନାହିଁ।”

ଗତକାଲି କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ବି ରାଜ୍ୟ ଗୁଡ଼ିକୁ ପୂର୍ବରୁ ସୂଚନା ନ ଦେଇ ଟ୍ରେନ ଚଳାଚଳ ହେଉଥିବା କଥା କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story